Posted inଜାତୀୟ

ଅଯୋଧ୍ୟା ବିବାଦ: ମସଜିଦ୍‌ ପୂର୍ବରୁ ଥିବା ନିର୍ମାଣର ପ୍ରମାଣ ଲୋଡିଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୬।୮: ଅଯୋଧ୍ୟା ବିବାଦର ପ୍ରତିଦିନ ଶୁଣାଣି ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ଏହି ମାମଳାରେ ମସଜିଦ୍‌ ପୂର୍ବରୁଥିବା ନିର୍ମାଣର ପ୍ରମାଣ ସୁପ୍ରିମ୍‌କୋର୍ଟ ଲୋଡିଛନ୍ତି। ନିର୍ମୋହି ଆଖଡ଼ାର ଆଇଜୀବି କହିଥିଲେ ଯେ, ମୁସଲମାନ୍‌ ଆଇନ ଅନୁସାରେ କୌଣସି ବ୍ୟକ୍ତି ଆଇନ ସଙ୍ଗତ ଅନୁମତି ବିନା ଅନ୍ୟ କାହାର ଜମିରେ ମସଜିଦ୍‌ ନିର୍ମାଣ କରିପାରିବେ ନାହିଁ। ଏଭଳି ମସଜିଦ୍‌ରେ ନମାଜ ପାଠ କବୁଲ୍‌ ଅର୍ଥାତ୍‌ ବୈଧ ନୁହେଁ। ଏନେଇ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ କହିଛନ୍ତି ଯେ,ଟ୍ରାଏଲ କୋର୍ଟ ପକ୍ଷରୁ ବିବାଦୀୟ ସ୍ଥଳରେ ପୂର୍ବରୁ କୌଣସି ନିର୍ମାଣ ଥିବାର ପ୍ରମାଣ ନ ଥିବା ଦର୍ଶାଯାଇଛିି। ଏହାର ଉତ୍ତରରେ ନିର୍ମୋହି ଆଖଡ଼ା ଆଇନଜୀବି ପୂର୍ବରୁ ଏଠାରେ ନିର୍ମାଣ ଥିବା ଦାବି କରିଥିଲେ। ତେବେ ପ୍ରଧାନ ବିଚାରପତି କହିଥିଲେ ଯେ, ଏହାର ପ୍ରମାଣ ପାଇଁ ହିଁ ସର୍ବୋଚ୍ଚ ନ୍ୟାୟାଳୟରେ ବିଚାର ଜାରି ରହିଛି। ତେଣୁ ଯଦି ପୂର୍ବରୁ କୌଣସି ନିର୍ମାଣ ଥିଲା ଏହାର ପ୍ରମାଣ ଦର୍ଶାଇବାର ଆବଶ୍ୟକତା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନବନିର୍ବାଚିତ ବିଏସପି ଏମ୍‌ପିଙ୍କୁ ସୁରକ୍ଷା ଦେବାକୁ ମନାକଲେ ସୁପ୍ରିମକୋର୍ଟ

ଲକ୍ଷ୍ନୌ,୨୭।୫: ଜଣେ ଛାତ୍ରୀଙ୍କୁ ବଳାତ୍କାର ମାମଲାରେ ବିଏସପିର ନବନିର୍ବାଚିତ ଏମ୍‌ପି ଅତୁଲ ରାୟଙ୍କୁ ସୁପ୍ରିମକୋର୍ଟରୁ ଝଟ୍‌କା ଲାଗିଛି। ଗିରଫଦାରୀରୁ ବର୍ତ୍ତିବା ପାଇଁ ହୋଇଥିବା ଏକ ଆବେଦନ...

‘ମୁଁ ସବୁକିଛି ଠିକ୍‌ ଅଛି ବୋଲି କହିପାରିବି ନାହିଁ’

ଚଣ୍ଡିଗଡ଼,୨।୯: ପଞ୍ଜାବ କଂଗ୍ରେସରେ ଏବେ ବି ସବୁ ଠିକ ଚାଲିନାହିଁ। ଦଳର ପଞ୍ଜାବର ଦାୟିତ୍ୱରେ ଥିବା ତଥା ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ ଏହା...

ମୃତ୍ୟୁ ସଂଖ୍ୟା ୩୦ ତଳେ…

ନୂଆଦିଲ୍ଲୀ, ୨।୫ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି।...

ବିଶ୍ୱାସ ମତ ପାଇଁ ପ୍ରସ୍ତୁତ କୁମାରସ୍ବାମୀ

ବଙ୍ଗାଲୁରୁ,୧୨।୭: କର୍ନାଟକ ମେଣ୍ଟ ସରକାରକୁ ବଞ୍ଚାଇବାକୁ ଯାଇ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ବାମୀ ଏବେ ବିଶ୍ୱାସ ମତ ପାଇଁ ପ୍ରସ୍ତୁତ ଓ ତାଙ୍କୁ ଏଥିପାଇଁ ସମୟ ଦିଆଯାଉ...

ଫିଲ୍ମ ଅନ୍ଦାଜରେ କମ୍ପାନୀରେ ହଙ୍ଗାମା କଲେ ଯୁବତୀ

ନୂଆଦିଲ୍ଲୀ,୨୮।୫: ଦିଲ୍ଲୀର ଜହାଁଗିରପୁରୀରେ ରହୁଥିବା ଜଣେ ଯୁବତୀଙ୍କୁ ନିଜ ଅଫିସରେ ହଙ୍ଗାମା କରିଥିବା ଦେଖିବାକୁ ମିଳିଛି। ସେକ୍ଟର-୧୮ ସ୍ଥିତ ଥିବା ଏକ କନଷ୍ଟ୍ରକସନ୍‌ କମ୍ପାନୀ ଜିଆର...

ହାଇକୋର୍ଟରେ କଙ୍ଗନାଙ୍କୁ ଝଟ୍‌କା, ମାନହାନି ମାମଲା ରଦ୍ଦ ଆବେଦନ ଖାରଜ…

ମୁମ୍ବାଇ,୯।୯: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ବମ୍ବେ ହାଇକୋର୍ଟରୁ ବଡ଼ ଝଟ୍‌କା ମିଳିଛି। ତଙ୍କେ ବିରୋଧରେ ଜାଭେଦ ଅଖତର ମାନହାନି ମକଦ୍ଦମା ଦାଏର କରିଥିଲେ। ଏହି...

ଉତ୍ତରପ୍ରଦେଶରେ ମାର୍ଚ୍ଚ ୨୨ଯାଏଁ ସମସ୍ତ ସ୍କୁଲ, କଲେଜ ବନ୍ଦ

ଲକ୍ଷ୍ନୌ,୧୩।୩: କରୋନା ଭାଇରସ ସାରା ଦେଶରେ ଆତଙ୍କ ଖେଳାଇଛି। ଦେଶର ବିଭିନ୍ନ ସ୍ଥାନରେ କରୋନା ମାମଲା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏହି ରୋଗରେ...

ମୋହାଲି ବିସ୍ଫୋରଣ ଘଟଣାରେ ୫ ଗିରଫ

ଚଣ୍ଡିଗଡ଼,୧୩।୫: ପଞ୍ଜାବ ପୋଲିସର ମୋହାଲି କାର୍ଯ୍ୟାଳୟରେ ହୋଇଥିବା ଆର୍‌ପିଜି ଆକ୍ରମଣ ଘଟଣାରେ ସମ୍ପୃକ୍ତ ୫ ଜଣଙ୍କୁ ଗିରଫ କରାଯାଇଛି। ଏହି ଆକ୍ରମଣ ପଛରେ ଆତଙ୍କବାଦୀ ସଂଗଠନ...

Advertisement
Archives

Model This Week