ଅଜିତ୍‌ ଡୋଭାଲ୍‌ ଭୂମିକାରେ ଅକ୍ଷୟ କୁମାର

ବଲିଉଡର ସଫଳ କଳାକାରଙ୍କ ମଧ୍ୟରେ ରହିଛନ୍ତି ଅଭିନେତା ଅକ୍ଷୟ କୁମାର। ସମାଜରେ ଥିବା ବିଭିନ୍ନ ସମସ୍ୟାକୁ ନେଇ ଫିଲ୍ମ କରିବା ସହ ବର୍ଷରେ ଏକାଧିକ ଫିଲ୍ମରେ ନଜର ଆସୁଛନ୍ତି ଖିଲାଡି କୁମାର। ତାଙ୍କର ସବୁ ଫିଲ୍ମ ବକ୍ସ ଅଫିସରେ ହିଟ ସାବ୍ୟସ୍ତ ହେଉଥିବା ବେଳେ ୨୦୧୯ରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି ଅଭିନେତା ଅକ୍ଷୟ କୁମାର। ଗୋଟିଏ ପରେ ଗୋଟିଏ ସୁପରହିଟ୍‌ ଫିଲ୍ମ ଦେଇଚାଲିଥିବା ଅକ୍ଷୟଙ୍କ ଅଗଷ୍ଟ ୧୫ରେ ‘ମିଶନ୍‌ ମଙ୍ଗଳ’, ଅକ୍ଟୋବରରେ ‘ହାଉସଫୁଲ-୪’, ଡିସେମ୍ବର ‘ଗୁଡ୍‌ ନ୍ୟୁଜ’ ରିଲିଜ୍‌ ହେବ। ତେବେ ନିର୍ଦ୍ଦେଶକ ନୀରଜ ପାଣ୍ଡେଙ୍କ ଆଗାମୀ ସିନେମାରେ ନଜର ଆସିବେ ଅକ୍ଷୟ। ଏହି ଫିଲ୍ମରେ ସେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍‌ ଡୋଭାଲଙ୍କ ଚରିତ୍ରରେ ଦେଖାଦେବେ। ଫିଲ୍ମଟି ଅଜିତଙ୍କ ଜୀବନୀଙ୍କୁ ନେଇ ନିର୍ମାଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନବରାତ୍ରିରେ ଦେବୀ ମା’ଙ୍କ ଅବତାର ନେଲେ ଏହି ଲୋକପ୍ରିୟ ଅଭିନେତ୍ରୀ: ଚିହ୍ନବା କଷ୍ଟକର

ଏବେ ସାରା ଦେଶରେ ନବରାତ୍ରି ପାଳନ କରାଯାଉଛି। ଆଜି ଅର୍ଥାତ୍‌ ଶୁକ୍ରବାର ହେଉଛି ସପ୍ତମୀ। ଏହି ଦିନରେ ମା’ ଦୁର୍ଗାଙ୍କର ସପ୍ତମ ରୂପ ମା’ କାଳରାତ୍ରୀଙ୍କ...

ଭାଇଜାନଙ୍କୁ ବିବାହ କରିବାକୁ ଚାହାନ୍ତି ପାକିସ୍ତାନର ଏହି ଅଭିନେତ୍ରୀ

ବଲିଉଡ୍‌ ଅଭିନେତା ସଲମାନ ଖାନ୍‌ ଅର୍ଥାତ ଭାଇଜାନ୍‌ଙ୍କୁ କିଏ ବା ପସନ୍ଦ ନ କରେ। ଆଜିବି ତାଙ୍କ ଫିଲ୍ମକୁ ଦର୍ଶକ ପାଗଳ ଭଳିି ଅପେକ୍ଷା କରି...

ଏହି ମହିଳାଙ୍କ ପାଇଁ ନିଜର ପ୍ରେମକୁ ପାଇପାରି ନ ଥିଲେ ଗୋବିନ୍ଦା

୮୦ ଏବଂ ୯୦ ଦଶକର ସବୁଠାରୁ ସଫଳ ତଥା ଚର୍ଚ୍ଚିତ ଅଭିନେତା ଥିଲେ ଗୋବିନ୍ଦା। ୨୧ ଡିସେମ୍ବର ୧୯୬୩ରେ ମୁମ୍ବାଇର ଭିରାରରେ ଜନ୍ମଗ୍ରହଣ କରିଥିବା ଗୋବିନ୍ଦା...

ସଂସ୍କୃତ ରାଷ୍ଟ୍ରୀୟ ଭାଷା ହେବା ଉଚିତ: କଙ୍ଗନା

ବମ୍ବେ: ବିଗତ କିଛି ଦିନ ଧରି ହିନ୍ଦୀ ଭାଷାକୁ ନେଇ ବିତର୍କ ଜାରି ରହିଛି। ଏହି ପ୍ରସଙ୍ଗରେ ଅଭିନେତା ଅଜୟ ଦେବଗନ ଏବଂ କିଚା ସୁଦୀପ...

କରୋନା ସମୟରେ କାହିଁକି ବିବାହ କଲେ କାଜଲ

ମୁମ୍ବାଇ: ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରି କୁହନ୍ତୁ ଅବା ବଲିଉଡ୍ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି କାଜଲ ଅଗ୍ରୱାଲ । ନିକଟରେ ଅର୍ଥାତ୍ ଅକ୍ଟୋବର...

ଲକ୍‌ଡାଉନ୍‌ରେ ମନେ ପଡ଼ୁଛନ୍ତି ରିଚା

ମୁମ୍ବାଇ: କରୋନା ଭାଇରସ୍‌ ସଂକ୍ରମଣ ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହିି ଲକ୍‌ଡାଉନ୍‌ ପାଇଁ ବହୁଲୋକଙ୍କ ସ୍ପେଶିଆଲ ପ୍ଲାନ୍‌ଗୁଡ଼ିକ ସବୁ ବନ୍ଦ ହୋଇଯାଇଛି।...

ଦ୍ୱିତୀୟ ସ୍ବାମୀଙ୍କ ବିରୋଧରେ ଏହି ଅଭିନେତ୍ରୀ ଆଣିଥିଲେ ଶାରୀରିକ ନିର୍ଯାତନା ଅଭିଯୋଗ

ବଲିଉଡର ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରୁ ବିଦ୍ୟା ସିହ୍ନା ଅନ୍ୟତମ। ସେ ହିନ୍ଦୀ ସିନେମାର ଜଣେ ପ୍ରମୁଖ ଅଭିନେତ୍ରୀ ଥିଲେ। ଏହାସହ ବିଦ୍ୟା ବହୁତ କମ ବୟସରୁ...

୪୬ ବର୍ଷରେ ପ୍ରଥମଥର ମାଆଙ୍କ ହାତ ତିଆରି ଖାଦ୍ୟ ଖାଇଲେ ଟ୍ବିଙ୍କଲ

ମୁମ୍ବାଇ: ବଲିଉଡ୍‌ଠାରୁ ବେଶ୍‌ କିଛିଦିନ ହେବ ଦୂରେଇ ରହିଥିବା ଟ୍ବିଙ୍କଲ ଖାନ୍ନା ସୋସିଆଲ ମିଡିଆରେ କିନ୍ତୁ ବେଶ୍‌ ଆକ୍ଟିଭ। ଅଧିକାଂଶ ସମୟରେ ସେ ସୋସିଆଲ ମିଡିଆରେ...

Advertisement
Archives

Model This Week