Posted inଫୁରସତ

ଶରୀରରେ ନିଆଁ ଲଗାଇ ଦୌଡିଲେ

ଏ ଦୁନିଆରେ ଏମିତି କିଛି ଲୋକ ଅଛନ୍ତି, ଯାହାଙ୍କୁ ବିପଦ ସହ ଖେଳିବାକୁ ଭଲ ଲାଗେ। ଆଉ ଜୀବନକୁ ବାଜି ଲଗାଇ ସମସ୍ତଙ୍କୁ ଚକିତ କଲାଭଳି କାମ କରିବାରେ ସେମାନଙ୍କୁ ଆତ୍ମସନ୍ତୋଷ ମିଳେ। ସେହିଭଳି ଜଣେ ବ୍ୟକ୍ତି ହେଉଛନ୍ତି ଫ୍ରାନ୍ସର ଜନଥନ ବେରୋ। ୩୯ ବର୍ଷୀୟ ବେରୋ ନିଜ ପୁରା ଶରୀରରେ ନିଆଁ ଲଗାଇ ୧୦୦ ମିଟର ଦୂରତାକୁ ସବୁଠାରୁ କମ୍‌ ସମୟରେ ଅତିକ୍ରମ କରି ଗିନିଜ୍‌ ଓ୍ବାର୍ଲଡ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି। ଏହି ବିପଜ୍ଜନକ କାର୍ଯ୍ୟ କରିବାବେଳେ ସେ ଅକ୍ସିଜେନ୍‌ ସିଲିଣ୍ଡରର ସାହାଯ୍ୟ ବି ନେଇ ନ ଥିଲେ। ଆଉ ପୁରା ଶରୀରରେ ନିଆଁ ଲଗାଇ ୨୭୨. ୨୫ ମିଟର ଦୌଡିଥିଲେ। ବେରୋ କହନ୍ତି, ‘ ମତେ ପିଲାଟି ଦିନରୁ ନିଆଁ ସହିତ ଖେଳିବାର ସଉକ ଥିଲା। ତେଣୁ ବଡ଼ ହେବା ପରେ ଫାୟାର୍‌ ଫାଇଟର୍‌ ହେଲି। ତା’ସହ ଷ୍ଟଣ୍ଟମ୍ୟାନ ଭାବେ ବି କାମ କଲି। ମୋ ମନରେ ଭୟର ସ୍ଥାନ ନାହିଁ। ତେଣୁ ଏହି ବପଜ୍ଜନକ କାର୍ଯ୍ୟକୁ ବେଶ୍‌ ସୁରୁଖୁରୁରେ କରିପାରିଲି।’


Enter your email to get our daily news in your inbox.

All Right Reserved By Dharitri.Com

‘ଦି ପ୍ରାଇମ୍‌ ମିନିଷ୍ଟର୍ସ ଟେବୁଲ’

ନୂଆଦିଲ୍ଲୀ,୨୪ା୮(ପିଟି): ପ୍ରଧାନମନ୍ତ୍ରୀଙ୍କ ଖାଦ୍ୟ ଥାଳିଠାରୁ ଆରମ୍ଭ କରି ସେମାନଙ୍କ ବ୍ୟକ୍ତିଗତ ଜୀବନୀ ଉପରେ ଏକ ପୁସ୍ତକ ପ୍ରକାଶ ପାଇଛି, ଯାହାକି ସେମାନଙ୍କ ରାଜନୈତିକ ଜୀବନୀଠାରୁ ମଧ୍ୟ କିଛି…

ଆଉ ଚିନ୍ତା ନାହିଁ: ଡ୍ରାଇଭରଙ୍କୁ ନିଦ ଲାଗିଲେ ଏଣିକି ଥରିବ ସିଟ୍‌, ସତର୍କ କରାଇବ କହିବ…

ମୁମ୍ବାଇ,୨୩ା୮: ରାସ୍ତାରେ ଗାଡ଼ି ଚଳାଇ ଗଲାବେଳେ ବେଳେବେଳେ ଆଖିକୁ ନିଦ ଆସିଯାଇଥାଏ ଫଳରେ ଦୁର୍ଘଟଣାର ସମ୍ଭାବନା ବି ଥାଏ। ମାତ୍ର ଏଣିକି ଆଉ ସେ ଚିନ୍ତା ରହିବ…

ପାଖେଇଲାଣି କଳିଯୁଗର ଅନ୍ତ: ଆକାଶରେ ଦିଶିବ ୨ଟି ସୂର୍ଯ୍ୟ, ଦ୍ୱିପ୍ରହରରେ ଦେଖାଯିବ ତାରା! ଡରାଇଲା ସଙ୍କେତ…

କଳିଯୁଗରେ ଅଧର୍ମର ଶେଷ ଏବଂ କଲ୍କି ଅବତାରର ସମୟ କ’ଣ ପାଖେଇ ଆସିଲାଣି? ବାସ୍ତବରେ, ‘କାଳଜ୍ଞାନମ୍’ ନାମକ ଏକ ରହସ୍ୟମୟ ଗ୍ରନ୍ଥରେ କଳିଯୁଗର ଶେଷ ସହିତ ଜଡ଼ିତ…

ସମୁଦ୍ର ଗର୍ଭରୁ ମିଳିଲା ସୁନାର ଭଣ୍ଡାର ସାଙ୍ଗକୁ ପୁଳାପୁଳା ଟଙ୍କା; ହେଲେ ସୁନା ମୁଦି ଖୋଲିଦେଲା ବଡ଼ ରହସ୍ୟ

ସମୁଦ୍ରର ଗଭୀରତାରେ ପୋତି ହୋଇ ରହିଥିବା ଗୋଟିଏ ଜାହାଜ ପ୍ରାୟ ୧,୩୦୦ ବର୍ଷ ପରେ ଇତିହାସର ଏପରି ଏକ ପୃଷ୍ଠା ସାମ୍ନାକୁ ଆଣିଛି, ଯାହାକୁ ଦେଖି ବୈଜ୍ଞାନିକମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri