Posted inVideo

ଭୁବନେଶ୍ୱରରେ କିଭଳି ଚାଲିଛି ମା’ଙ୍କ ପୂଜା

Featured Video Play Icon

ରାଜଧାନୀରେ ଏଥର କରୋନା କଟକଣା ମଧ୍ୟରେ ଦଶହରା ପୂଜା କରାଯାଉଛି । ପ୍ରତ୍ୟେକ ବର୍ଷ ଭଳି ଏଥର କିନ୍ତୁ ସୁଉଚ୍ଚ ତୋରଣ ପ୍ରସ୍ତୁତ କରାଯାଇନାହିଁ । ପୂଜା ମଣ୍ଡପରେ ଗହଳି ଚହଳି ସେମିତି କିଛି ବିଶେଷ ଜମି ନାହିଁ । ହେଲେ ରୀତିନୀତି ଅନୁସାରେ ମା’ଙ୍କ ପୂଜାର୍ଚ୍ଚନା ହେଉଛି । ଆଜିର ଏହି ଏପିସୋଡରେ ଚାଲନ୍ତୁ ରାଜଧାନୀର କେତେକ ମଣ୍ଡପ ବୁଲିବା ଏବଂ ଦେଖିବା କରୋନା ଭୟ ମଧ୍ୟରେ ମା’ଙ୍କ ପୂଜା କିଭଳି ଚାଲିଛି ଏବଂ ଭକ୍ତଙ୍କ ପ୍ରତିକ୍ରିୟା କଣ ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Featured Video Play Icon

ନୟାପଲ୍ଲୀରେ ୮୦ ଫୁଟ୍ ଗଜାନନ, ୩୫ କେଜି ଲଡୁ.. | Ganesh Chaturthi | 80 Feet Ganesha

ଭୁବନେଶ୍ୱରରେ ଗଣେଶ ଚତୁର୍ଥୀ । ୮୦ ଫୁଟ୍ ବିଘ୍ନ ବିନାଶନ ଗଜାନନକୁ ୩୫ କେଜି ଲଡୁ.. ଜମୁଛି ନୟାପଲ୍ଲୀ ନୂଆସାହିର ଆଖଣ୍ଡଳମଣି ପୂଜା କମିଟିର ଗଣେଶ ପୂଜା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?