Posted inଜାତୀୟ

‘ମୁଖ୍ୟମନ୍ତ୍ରୀ ନ ହେବା ଯାଏ ଦାଢ଼ି କାଟିବି ନାହିଁ’

ବେଙ୍ଗାଲୁରୁ,୧୧ା୧: କର୍ନାଟକ ପ୍ରଦେଶ କଂଗ୍ରେସ କମିଟି ସଭାପତି ଡି.କେ. ଶିବକୁମାର (ଡିକେଏସ୍‌) ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ନ ହେବା ଯାଏ ଦାଢ଼ି କାଟିବେ ନାହିଁ ବୋଲି କହିଛନ୍ତି। ରବିବାର ଆୟୋଜିତ ଏକ ରାଲିରେ ସାପ୍ତାହାନ୍ତ କର୍ଫ୍ୟୁ ଉଲ୍ଲଂଘନ ଅଭିଯୋଗରେ ଶିବକୁମାର ଓ ଅନ୍ୟ ୩୦ କଂଗ୍ରେସ ନେତା ଗିରଫ ହୋଇଥିଲେ। ଏହି ଅବସରରେ ଶିବକୁମାର କହିଥିଲେ, ତିହାର ଜେଲରେ ଥିବାବେଳେ ସେ ବଢ଼ାଇଥିବା ଦାଢ଼ି କାଟି ନାହାନ୍ତି। ମୁଖ୍ୟମନ୍ତ୍ରୀ ହେଲେ ସେ ଖିଅର ହେବେ। ଏହି ସଫଳତା ପାଇଁ କେବଳ ପ୍ରଦେଶର ଜନସାଧାରଣ ହିଁ ତାଙ୍କୁ ସାହାଯ୍ୟ କରିପାରିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୀମାରେ କ୍ଷେପଣାସ୍ତ୍ର ମୁତୟନ କଲା ଭାରତ

ନୂଆଦିଲ୍ଲୀ,୨୮ା୬(ଆଇଏଏନ୍‌ଏସ୍‌): ଚାଇନା ସହ ସୀମା ବିବାଦ ବଢ଼ୁଥିବାବେଳେ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଭାରତ ୩,୪୮୮ କିଲୋମିଟର ଦୀର୍ଘ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ନିକଟରେ ଅଧିକ...

ଧରାବିରେ ୪୩ ସଂକ୍ରମିତ, ୪ ମୃତ

ନୂଆଦିଲ୍ଲୀ,୧୩ା୪: ଏସିଆ ମହାଦେଶର ସର୍ବବୃହତ୍‌ ବସ୍ତି ଭାବେ ପରିଚିତ ମୁମ୍ବାଇର ଧରାବିରେ ୧୫ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ରବିବାର ସୁଦ୍ଧା ସେଠାରେ...

ମନ୍ତ୍ରୀଙ୍କ ଜୋତା ଫିତା ବାନ୍ଧିଲେ ପିଏସ୍‌ଓ

ଶିମ୍‌ଲା,୩୦।୯: ହିମାଚଳ ପ୍ରଦେଶର ଶିମ୍‌ଲାଠାରେ ଆୟୋଜିତ ଗୁରୁ ପର୍ବ ଅବସରରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ମନ୍ତ୍ରୀଙ୍କ ଜୋତାର ଫିତା ବାନ୍ଧିଛନ୍ତି ତାଙ୍କ ବ୍ୟକ୍ତିଗତ...

ମାନଝୀଙ୍କ ଜିଭ କାଟିଲେ ମିଳିବ ୧୧ ଲକ୍ଷ ଟଙ୍କା

ପାଟନା,୨୨।୧୨: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚାର ଜାତୀୟ ସଭାପତି ଜିତନ ରାମ ମାନଝୀଙ୍କ ଜିଭ କାଟିଲେ ୧୧ ଲକ୍ଷ ଟଙ୍କା ଦେବାକୁ...

ଅଧ ରାତିର କାହାଣୀ: ସାଗରଙ୍କୁ ହକି ବାଡିରେ ୩୦ରୁ ୪୦ ମିନିଟ୍‌ ପର୍ଯ୍ୟନ୍ତ ପିଟିଥିଲେ ସୁଶୀଲ

ନୂଆଦିଲ୍ଲୀ,୪।୮: ଜାତୀୟ ରେସଲିଂ ଚାମ୍ପିଅନ ସାଗର ଧନଖର ହତ୍ୟା ମାମଲାରେ ପୁଣି ନୂଆ ଖୁଲାସା ହୋଇଛି। ରେସଲର ସୁଶୀଲ କୁମାର ଏବଂ ତାଙ୍କ ସହଯୋଗୀମାନେ ଛତ୍ରସାଲ...

ମଝି ଆକାଶରେ ବିମାନରେ ଲାଗିଲା ନିଆଁ

ପାଟନା,୧୯।୬: ମଝି ଆକାଶରେ ବିମାନରେ ନିଆଁ ଲାଗିଯାଇଛି। ବିହାର ପାଟନା ବିମାନ ବନ୍ଦରରେ ଏଭଳି ଏକ ବିମାନ ଦୁର୍ଘଟଣା ଘଟିଛି। ଫଳରେ ବିମାନକୁ ଜରୁରୀକାଳୀନ ଅବତରଣ...

ଜଟିଳ ହେଉଛି କରୋନା ସ୍ଥିତି: ସହଯୋଗର ହାତ ବଢ଼ାଇଲା ଭାରତ

ବେଜିଂ/ନୂଆଦିଲ୍ଲୀ/ ପଣଜୀ, ୧୦ା୨(ପି.ଟି.): ଦିନକୁ ଦିନ କ୍ରମଶଃ ଜଟିଳ ହେବାରେ ଲାଗିଛି କରୋନା ଭାଇରସ୍‌ ସଂକ୍ରମଣ ସ୍ଥିତି। ଚାଇନାରେ ଏପର୍ଯ୍ୟନ୍ତ ଏହି ଭୂତାଣୁ ସଂକ୍ରମଣରେ ୮୧୧...

ସଞ୍ଜୟ-ଏକନାଥଙ୍କ ଫୋନ୍‌ ଟ୍ୟାପିଂ ନେଇ ରାଜନୈତିକ ତାତି ବଢ଼ିଲା…

ମୁମ୍ବାଇ, ୨୦।୪ : ମହାରାଷ୍ଟ୍ରର ନେତାଙ୍କ ଫୋନ ଟ୍ୟାପ ବିଷୟକୁ ନେଇ ଏବେ ରାଜନୈତିକସ୍ତରରେ ତାତି ବଢ଼ିବା ଆରମ୍ଭ ହୋଇଛି। ମୁମ୍ବାଇ ପୋଲିସର ସୂତ୍ରରୁ ପ୍ରକାଶ...

Advertisement
Archives

Model This Week