Posted inଜାତୀୟ

୨୦ବର୍ଷ ବୟସରେ ବୁଢୀ ହୋଇଗଲେ ମହିଳା, ଝଡିପଡିଲା ସବୁ ଦାନ୍ତ-କେଶ, କାରଣ ଜାଣିଲେ ଚମକି ପଡିବେ

ନୂଆଦିଲ୍ଲୀ,୪।୩: ବୟସ ହେବା ପୂର୍ବରୁ ବୁଢୀ ହୋଇଯାଇଛନ୍ତି ଏହି ମହିଳା, ୨୦ବର୍ଷରୁ ଦାନ୍ତ ଓ ଚୁଟି ଝଡିବାକୁ ଲାଗିଥିଲା। ଆମେରିକାର ଜଣେ 47 ବର୍ଷୀୟ ମହିଳା, ଯାହାଙ୍କ କାହାଣୀ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଟିଫନୀ ନାମକ ମହିଳା, ସେ ଜଣେ ଆର୍ଟିଷ୍ଟ ଷ୍ଟୁଡିଓ ଏବଂ ତାଙ୍କର ଏକ ମହମବତୀ କମ୍ପାନି ରହିଛି। ସେ ଏକ ରୋଗରେ ପୀଡ଼ିତ ଅଛନ୍ତି। ଯେଉଁ ରୋଗ ହେଲେ ମଣିଷ ର୍ନିଦ୍ଦିଷ୍ଟ ବୟସ ପୂର୍ବରୁ ବୁଢ଼ା ହୋଇଯାନ୍ତି। ଏହି ରୋଗ ଲକ୍ଷେରେ ଜଣଙ୍କୁ ହୋଇଥାଏ। ଏହା ଏକ ଦୁର୍ଲଭ ଏବଂ ଭୟଙ୍କର ରୋଗ। ଏହି ରୋଗ ହେଲେ ମଣିଷର ଶରୀର ପକ୍ଷୀ ଭଳି ହୋଇଯାଇଥାଏ ଏବଂ ଶରୀରର ବିକାଶ ମଧ୍ୟ ହୋଇନଥାଏ।

କହିରଖୁଛୁ କି, 47 ବର୍ଷୀୟ ଏହି ମହିଳାଙ୍କ ଚୁଟି ଦାନ୍ତ ଧୀରେ ଧୀରେ ପୂରା ଝଡ଼ିଯାଇଛି। ଏହା ବ୍ୟତୀତ ଏହା ମହିଳାଙ୍କୁ ତାଙ୍କ ଆର୍ଟିକ ଭଲଭ ମଧ୍ୟ ବଦଳାଇବାକୁ ପଡିବ, ଯାହାକୁ ମହାଧମନୀ ଭଲଭ ମଧ୍ୟ କୁହାଯାଏ। କାରଣ ଏହି ମହିଳା ଜଣଙ୍କ ଦୀର୍ଘ ଜୀବନ ବଞ୍ଚିବାକୁ ଚାହୁଁଛନ୍ତି। ଟିଫନୀ କହିଛନ୍ତି ଯେ ମୃତ୍ୟୁ ସବୁଦିନ ତାଙ୍କ ନିକଟକୁ ଆସିଥାଏ, ହେଲେ ସେସବୁ ଭୁଲି ବଞ୍ଚିବାକୁ ଲାଗିଥାନ୍ତି। ଏପରି ରୋଗ ହେବା ପରେ ଅନେକ ସମସ୍ୟାକୁ ସାମ୍ନା କରି ଆଗକୁ ବଢୁଛନ୍ତି ବୋଲି ଟିଫନୀ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ପଶି ମହିଳାଙ୍କୁ ଅସଦାଚରଣ ମାମଲା: ଅଭିଯୁକ୍ତଙ୍କୁ ଏମିତି ରାୟ ଶୁଣାଇଲେ….

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସିଭିଲ କୋର୍ଟ ସିନିୟର ଡିଭିଜନ କୋର୍ଟରେ ଏକ ମାମଲାର ଚୂଡାନ୍ତ ଶୁଣାଣି ହୋଇଛି। ଗତ ୨ ବର୍ଷ…

କାର ବାଇକ୍ ମୁହାମୁହିଁ ଧକ୍କା,ଦୁଇ ଗୁରୁତର

ଗୁଣପୁର,୧୪।୮( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଜଗନ୍ନାଥପୁର ରୋଡ ଠାରେ ବାଇକ୍ କାର ମୁହାଁ ମୁହିଁ ଯୋଗୁଁ ଦୁଇ ବାଇକ୍ ଆରୋହୀ ଗୁରୁତର ହୋଇ…

୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ମୋହନା,୧୪ା୮(ମନ୍ମଥ ମିଶ୍ର): ଗୋପଟିମା ଓ କୁଟିଗୁଡ଼ା ଗାଁ ମଧ୍ୟରେ ଥିବା ଜଙ୍ଗଲରୁ ମୋହନା ପୋଲିସ ୩ କୁଇଣ୍ଟାଲରୁ ଊର୍ଦ୍ଧ୍ୱ (୩୦୩ କିଲୋ ୬୦୦ ଗ୍ରାମ) ଗଞ୍ଜେଇ ଜବତ…

ସ୍ୱାଧୀନତା ଦିବସ ପୂର୍ବସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କଲେ ରାଷ୍ଟ୍ରପତି: ‘ସର୍ବଶ୍ରେଷ୍ଠ ଭାରତ’ ଗଠନ ପାଇଁ ରଖନ୍ତୁ ଭାବନା, ପଢ଼ନ୍ତୁ ପ୍ରମୁଖ…

ନୂଆଦିଲ୍ଲୀ,୧୪।୮: ୮୦ତମ ସ୍ୱାଧୀନତା ଦିବସର ପୂର୍ବସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ସେ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ…

୧ ଟଙ୍କାରେ ମିଳୁଛି ସିମ: ନେବାକୁ ଚାହୁଁଥିଲେ…

ଭବାନୀପାଟଣା,୧୪।୮(ଉତ୍ତମ କୁମାର ଦାଶ): ଦେଶରେ ଦୁରସଞ୍ଚାର ସେବା ପ୍ରଦାନକାରୀ ସଂସ୍ଥା ଭାବରେ, ବିଏସଏନଏଲ୍ ସାରା ଦେଶରେ ନିର୍ଭରଯୋଗ୍ୟ, ସୁରକ୍ଷିତ, ସୁଲଭ ଭାବେ ଗଣନା ହେଉଥିବାବେଳେ ଏବେ ସମସ୍ତ…

ବିନୟତୋଷ ମିଶ୍ରଙ୍କୁ ମିଳିଲା ଓଡ଼ିଶାର ଅନ୍ତରୀଣ ଡିଜିପି ଦାୟିତ୍ୱ; ରଖିଲେ ଏଭଳି ପ୍ରତିକ୍ରିୟା…

ଭୁବନେଶ୍ୱର,୧୪।୮: ଓଡ଼ିଶାର ନୂତନ ଅନ୍ତରୀଣ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ବିନୟତୋଷ ମିଶ୍ର। ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଡିଜି ଭାବେ…

ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ମିଳିଲା ୱାର୍ଡରଙ୍କ ମୃତଦେହ, ଡ୍ୟୁଟିକୁ ନ ଯିବାରୁ ବଢ଼ିଲା …

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାହାସପୁର ଗ୍ରାମ ନିକଟ ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ଶୁକ୍ରବାର ସନ୍ଧ୍ୟାରେ ଜଣେ ଜେଲ ୱାର୍ଡରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ…

ସୂର୍ଯ୍ୟ-ଗୁରୁଙ୍କ ଯୋଗରେ ୫ ରାଶି ପାଇଁ ଭାରି ଭଲ; ପ୍ରଚୁର ଧନଲାଭକୁ ଅମାପ ସମ୍ପତ୍ତି ମିଳିବ…

ଦ୍ରିକ ପାଞ୍ଜି ଅନୁସାରେ, ୨୩ ଅଗଷ୍ଟ, ୨୦୨୬ ରେ ସୂର୍ଯ୍ୟ ଏବଂ ବୃହସ୍ପତି କେବଳ ୧୮° ଦୂରତାରେ ଅବସ୍ଥିତ ହେବେ। ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଅଷ୍ଟଦଶ ଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri