ସବୁ ରେକର୍ଡ ଭାଙ୍ଗି କନ୍ଦାଇଲାଣି କରୋନା

ନୂଆଦିଲ୍ଲୀ,୫।୯: ଦେଶରେ କରୋନା ସଂକ୍ରମଣ ତା’ର କାୟା ବିସ୍ତାର କରି ଚାଲିଛି। ଏବେ ସଂକ୍ରମଣ ପିକ୍‌ରେ ଥିବା ବେଳେ ଏପର୍ଯ୍ୟନ୍ତ ୨୪ଘଣ୍ଟାରେ ଯେତିକି ସଂକ୍ରମିତ ହୋଇଥିଲେ ସବୁ ରେକର୍ଡକୁ ଭାଙ୍ଗିଛି ଶୁକ୍ରବାର ଆସିଥିବା ରିପୋର୍ଟ। ଉକ୍ତ ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ଦେଶରେ ସର୍ବାଧିକ ୮୬,୪୩୨ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏହାକୁ ମିଶାଇ ଏବେ ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୪୦ ଲକ୍ଷ ଛୁଇଁ ସାରିଛି। ଗତ ୨୪ ଘଣ୍ଟାରେ କରୋନା ସଂକ୍ରମଣରେ ୧,୦୮୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁସଂଖ୍ୟା ୬୯,୫୬୧ରେ ପହଞ୍ଚିଛି। ମୋଟ ସଂକ୍ରମିତଙ୍କ ମଧ୍ୟରୁ ଏବେ ୮,୪୬,୩୯୫ ଜଣଙ୍କ ଚିକିତ୍ସା ଚାଲିଥିବା ବେଳେ ୩୧,୦୭,୨୨୩ ଜଣ ସୁସ୍ଥ ହୋଇ ସାରିଲେଣି ବୋଲି କହିଛି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ। ମହାରାଷ୍ଟ୍ରରେ ସର୍ବାଧିକ ୨,୧୧,୩୨୫ଜଣଙ୍କ ଚିକିତ୍ସା ଚାଲିଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୮ ଦିନ ପୋଲିସ ରିମାଣ୍ଡରେ ରହିବେ ବଲିଉଡ୍‌ ଅଭିନେତ୍ରୀ ପାୟଲ

ନୂଆଦିଲ୍ଲୀ,୧୬।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏବଂ ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ ମନ୍ତବ୍ୟ ଦେଇଥିବା ବଲିଉଡ୍‌ ଅଭିନେତ୍ରୀ ପାୟଲ ରୋହତଗୀଙ୍କୁ ଗିରଫ କରାଯାଇ କୋର୍ଟରେ ସୋମବାର...

ବାଲ୍‌ ଠାକ୍‌ରେଙ୍କ ଶ୍ରାଦ୍ଧବାର୍ଷିକୀରେ ରାଜନୀତି

ମୁମ୍ବାଇ,୧୮ା୧୧(ପି.ଟି.): ଶିବସେନା ପ୍ରତିଷ୍ଠାତା ବାଲ୍‌ ଠାକ୍‌ରେଙ୍କ ସପ୍ତମ ଶ୍ରାଦ୍ଧବାର୍ଷିକୀରେ ରବିବାର ଉଭୟ ଭାଜପା ଓ ଶିବସେନା ନେତାମାନେ ଶିବାଜୀ ପାର୍କ ଯାଇ ତାଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି...

ମେ’ ୨୧ରେ ପାଳିତ ହେବ ଆତଙ୍କବାଦ ନିରୋଧୀ ଦିବସ, ସମସ୍ତ ରାଜ୍ୟକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଚିଠି…

ନୂଆଦିଲ୍ଲୀ, ୧୪।୫ : ଏଣିକି ପ୍ରତିବର୍ଷ ମେ’ ୨୧ରେ ପାଳିତ ହେବ ଆତଙ୍କବାଦ ନିରୋଧୀ ଦିବସ। ଏନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟ ଏବଂ...

କାର୍‌ରେ ଗଳିକନ୍ଦି ବୁଲି କରୋନା ସଚେତନତା ସୃଷ୍ଟି କରୁଛନ୍ତି ବିଚାରପତି, ଲୋକେ କହିଲେ…

ଭୋପାଳ,୧୦।୪: ମଧ୍ୟପ୍ରଦେଶର ଖରଗୋନରେ ଲକ୍‌ଡାଉନ ହେବାର ୫ ଘଣ୍ଟା ପୂର୍ବରୁ ଜଜ୍‌ ନିଜେ କାର୍‌ରେ ବସି ମାଇକ୍‌ ଯୋଗେ କରୋନା ସଚେତନତା ବାର୍ତ୍ତା ଦେଉଥିବା ଦେଖିବାକୁ...

କରୋନାର ତୃତୀୟ ଲହର ପାଇଁ ଦାୟୀ ରହିବେ ସାଧାରଣ ଜନତା!

ନୂଆଦିଲ୍ଲୀ,୧୦ ।୭: ଯଦି ଦେଶରେ କରୋନାର ତୃତୀୟ ଲହର ଆସିବ ତେବେ ଏଥିପାଇଁ ସାଧାରଣ ଜନତାଙ୍କୁ ଦାୟୀ କରାଯାଇପାରେ । ଆଇଏଏନ୍‌ଏସ୍‌-ସି-ଭୋଟର-ସର୍ଭେ ଅନୁସାରେ ୫୭ ପ୍ରତିଶତ...

ପାଶ୍ଚାତ୍ୟ-ମଧ୍ୟପ୍ରାଚ୍ୟ ସଙ୍କଟ: ଭାରତ ଶାନ୍ତି ପ୍ରସ୍ତାବ ଦେଲେ ସ୍ବାଗତ କରିବ ଇରାନ

ନୂଆଦିଲ୍ଲୀ,୮।୧: ପାଶ୍ଚାତ୍ୟ ମଧ୍ୟପ୍ରାଚ୍ୟ ମଧ୍ୟରେ ସଙ୍କଟ ବଢ଼ିଚାଲିଛି। ଆମେରିକା ବାଗଦାଦ୍‌ ଉପରେ କରିଥିବା ଆକ୍ରମଣର ଜବାବ୍‌ ଇରାନ୍‌ ବୁଧବାର ଦେଇଛି। ଇରାନ୍‌ର କ୍ଷେପଣାସ୍ତ୍ର ମାଡ଼ରେ ପଶ୍ଚିମ...

ହ୍ୟୁଣ୍ଡାଇ,ମାରୁତି କର୍ମଚାରୀ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ,୨୫।୫: କରୋନା ମହାମାରୀରୁ ଦେଶବାସୀଙ୍କୁ ସୁରକ୍ଷା ପ୍ରଦାନ କରିବା ଲକ୍ଷ୍ୟରେ ସାରା ଦେଶରେ ଲକ୍‌ଡାଉନ-୪ ଲାଗୁ କରାଯାଇଛି। ଏହି ଲକ୍‌ଡାଉନ ଅବଧି ମଧ୍ୟରେ ସରକାର ବହୁ...

ଲୋକଙ୍କ ଜୀବନ ସହ ଖେଳୁଛି ଚାଇନା: ବିନା ଟ୍ରାଏଲରେ ୧୦ ହଜାର ଲୋକଙ୍କୁ ଦେଲା କରୋନା ଟିକା!

ବେଜିଂ,୨୮ ।୯: ଗୋଟିଏ ପଟେ କରୋନା ସଂକ୍ରମଣରେ ସାରା ବିଶ୍ୱ ଦୋହଲି ଯାଇଥିବା ବେଳେ ଅନ୍ୟପଟେ ଏହି ମହାମାରୀ କବଳରୁ ରକ୍ଷା ପାଇବାକୁ ଟିକା ପ୍ରସ୍ତୁତି...

Advertisement
Archives

Model This Week