ଏହି ଲୋକପ୍ରିୟ ଅଭିନେତ୍ରୀ କାହିଁକି ଏତେ କଞ୍ଜୁସ? କାରଣ ଜାଣିଲେ…

ଭୋଜପୁରୀ ସିନେମାର ଅଭିନେତ୍ରୀ ଆମ୍ରାପାଲି ଦୁବେ ବର୍ତ୍ତମାନ ଚର୍ଚ୍ଚାରେ । ସେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ‘ନିରହୁଆ ହିନ୍ଦୁସ୍ତାନୀ’ ସହିତ ଦର୍ଶକଙ୍କ ହୃଦୟ ଜିତିଥିଲେ। ନିକଟରେ ଗଣମାଧ୍ୟ ସହ ଏକ ସ୍ବତନ୍ତ୍ର ବାର୍ତ୍ତାଳପରେ ସେ , କହିଥିରେ କଞ୍ଜୁସି ମୋ ରକ୍ତରେ ଅଛି ।
ବର୍ତ୍ତାଳପ ସମରେ ସେ ତାଙ୍କ ଓଜନ ହ୍ରାସ କଥା କହିଥିଲେ , ପରେ ଓଜନ କମ୍‌ ହେବାରୁ ସେ ତାଙ୍କ ପୋଷାକ ସବୁକୁ ଫିଟିଂ କରାଇ ପିନ୍ଧୁଛନ୍ତି । ତାଙ୍କୁ ପଚରାଯାଇଥିଲା ଏତେ ବଡ ଅଭିନେତ୍ରୀ ହୋଇ ଲକ୍ଷ ଲକ୍ଷ ଟଙ୍କା ଚାର୍ଜ କରି ସୁଦ୍ଧା ତୁମେ ଏତେ କଞ୍ଜୁସ କାହିଁକି? ରିପୋର୍ଟରଙ୍କ ଏହି ପ୍ରଶ୍ନର ସେ ମଜାଳିଆ ଢଙ୍ଗରେ ଉତ୍ତର ଦେଇଥିଲେ। ସେ କହିଥିଲେ, ‘ମୁଁ ମଧ୍ୟବିତ୍ତ ପରିବାରର ଅଟେ। ସେଥିପାଇଁ କଞ୍ଜୁସି ମୋ ରକ୍ତରେ ଅଛି । ପିଲାଦିନରୁ ଆମକୁ ଘରେ ଶିକ୍ଷା ଦିଆଯାଏ ଯେ ସର୍ବଦା ବର୍ଜ୍ୟବସ୍ତୁରୁ ସର୍ବୋତ୍ତମ ଉପଯୋଗ କରିବାକୁ ପଡିବ । ଯଦି ମୁଁ ମୋର ଜିନିଷ ଉପରେ ଧ୍ୟାନ ନ ଦିଏ, ତେବେ ମା’ଙ୍କଠାରୁ ଜୋତା ମାଡ଼ ଖାଇବାକୁ ପଡ଼େ।


Enter your email to get our daily news in your inbox.

All Right Reserved By Dharitri.Com

‘ରାମ ସେତୁ’ ଟ୍ରେଲର ରିଲିଜ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ରାମ ସେତୁ’ର ଟ୍ରେଲର ରିଲିଜ୍‌ ହୋଇଯାଇଛି। ଫିଲ୍ମରେ ଅକ୍ଷୟଙ୍କ ସହ ସ୍କ୍ରିନ୍‌ ଶେୟାର କରିଛନ୍ତି ଜ୍ୟାକ୍‌ଲିନ୍‌...

ଅକ୍ଷୟଙ୍କ ଫିଲ୍ମରେ ସୁନୀଲଙ୍କ ଏଣ୍ଟ୍ରି b

ବମ୍ବେ: ‘ଓଏମ୍‌ଜି ୨’ର ସଫଳତା ପରେ ଏବେ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଫିଲ୍ମ ‘ଓ୍ବେଲକମ୍‌ ୩’ ଉପରେ ପ୍ରଶଂସକଙ୍କ ନଜର। କିଛିଦିନ ତଳେ ଫିଲ୍ମରେ ଦୀଶା...

ଦେଡ଼ଶାଶୁଙ୍କ ସହ ରୋମାନ୍ସ କରିଛନ୍ତି ଏହି ଅଭିନେତା: ଆଜି ବି ମନେ ଅଛି ଏହି ହିଟ୍‌ ସିନ୍‌

ବଲିଉଡ ଫିଲ୍ମରେ ଅନେକ ଅଭିନେତା ଅଭିନେତ୍ରୀଙ୍କ ମଧ୍ୟରେ ଭଲ ସମ୍ପର୍କ ଥାଏ। କାମ ସମୟରେ ଅଭିନେତା ଏବଂ ଅଭିନେତ୍ରୀମାନଙ୍କ ମଧ୍ୟରେ ପ୍ରାୟତଃ ରୋମାଣ୍ଟିକ୍‌ ସିନ୍‌ ଦେଖିବାକୁ...

ଯୁବକଙ୍କଠାରୁ ସେଫ୍ଟିିପିନ୍‌ ଫୋଡ଼ା ଖାଇଥିଲି

ଗୀତିକାର ନିର୍ମଳ ନାୟକ । ଓଡ଼ିଆ ସିନେଜଗତରେ ତାଙ୍କୁ ସମସ୍ତେ ଡାକନ୍ତି ‘ମାମୁ’ । କଲମ ମୁନରେ ସଜେଇଛନ୍ତି ଅନେକ ସୁପରହିଟ୍‌ ଗୀତ। ୭ ହଜାରରୁ...

ଅଶ୍ୱ ଚାଳନା ଶିଖୁଛନ୍ତି ଏହି ଅଭିନେତା

ବିଗ ବଜେଟ ସିନେମା ‘ତଖ୍ତ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି ଭିକ୍କି କୌଶଲ। ସେ ଏହି ଫିଲ୍ମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଏହି ଫିଲ୍ମର...

ହୋଟେଲରୁ ଏହି ଜିନିଷ ଚୋରି କରନ୍ତି ଦୀପିକା

ବଲିଉଡର ଆଗଧାଡିର ନାୟିକା ଦୀପିକା ପାଦ୍ୟୁକୋନ୍‌ ଏବେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ସେ ମା’ ହେବାକୁ ଯାଉଥିବା କଥା ସୋସିଆଲ ମିଡିଆରେ ଆଲୋଚନରା ହେଉଛି। କାରଣ...

ରୋଜ୍‌ ଡେ’ରେ ଟପ୍‌ଲେସ୍‌ ହେଲେ ଅଧ୍ୟୟନଙ୍କ ପ୍ରେମିକା, ଭାଇରାଲ ହେଉଛି ଫଟୋ

ବମ୍ବେ: ଚର୍ଚ୍ଚାରେ ଶେଖର ସୁମନଙ୍କ ପୁଅ ଅଧ୍ୟୟନଙ୍କ ପ୍ରେମିକା ମାୟରା ମିଶ୍ରା। ଭ୍ୟାଲେଣ୍ଟାଇନ୍‌ ସପ୍ତାହର ପ୍ରାରମ୍ଭ ରୋଜ୍‌ ଡେ’କୁ ନେଇ ଏକ ପୋଷ୍ଟ ଏହାର କାରଣ।...

ବଲିଉଡ୍‌ ତାରକାଙ୍କ ଗୁରୁ ଦିବସ: କିଏ ମା’ଙ୍କୁ ତ କେହିକେହି ଶିକ୍ଷକଙ୍କ ପାଇଁ କହିଛନ୍ତି ଏମିତି

ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ଜଣେ ଜଣେ ଗୁରୁ ଅଛନ୍ତି । ସେ ମା’ ହୁଅନ୍ତୁ କିମ୍ବା ବିଦ୍ୟାଳୟର ଶିକ୍ଷକ, ଜୀବନରେ ଗୁରୁମାନେ ହିଁ ସଠିକ୍‌ ମାର୍ଗ...

Advertisement
Archives

Model This Week