ଏହି ଲୋକପ୍ରିୟ ଅଭିନେତ୍ରୀ କାହିଁକି ଏତେ କଞ୍ଜୁସ? କାରଣ ଜାଣିଲେ…

ଭୋଜପୁରୀ ସିନେମାର ଅଭିନେତ୍ରୀ ଆମ୍ରାପାଲି ଦୁବେ ବର୍ତ୍ତମାନ ଚର୍ଚ୍ଚାରେ । ସେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ‘ନିରହୁଆ ହିନ୍ଦୁସ୍ତାନୀ’ ସହିତ ଦର୍ଶକଙ୍କ ହୃଦୟ ଜିତିଥିଲେ। ନିକଟରେ ଗଣମାଧ୍ୟ ସହ ଏକ ସ୍ବତନ୍ତ୍ର ବାର୍ତ୍ତାଳପରେ ସେ , କହିଥିରେ କଞ୍ଜୁସି ମୋ ରକ୍ତରେ ଅଛି ।
ବର୍ତ୍ତାଳପ ସମରେ ସେ ତାଙ୍କ ଓଜନ ହ୍ରାସ କଥା କହିଥିଲେ , ପରେ ଓଜନ କମ୍‌ ହେବାରୁ ସେ ତାଙ୍କ ପୋଷାକ ସବୁକୁ ଫିଟିଂ କରାଇ ପିନ୍ଧୁଛନ୍ତି । ତାଙ୍କୁ ପଚରାଯାଇଥିଲା ଏତେ ବଡ ଅଭିନେତ୍ରୀ ହୋଇ ଲକ୍ଷ ଲକ୍ଷ ଟଙ୍କା ଚାର୍ଜ କରି ସୁଦ୍ଧା ତୁମେ ଏତେ କଞ୍ଜୁସ କାହିଁକି? ରିପୋର୍ଟରଙ୍କ ଏହି ପ୍ରଶ୍ନର ସେ ମଜାଳିଆ ଢଙ୍ଗରେ ଉତ୍ତର ଦେଇଥିଲେ। ସେ କହିଥିଲେ, ‘ମୁଁ ମଧ୍ୟବିତ୍ତ ପରିବାରର ଅଟେ। ସେଥିପାଇଁ କଞ୍ଜୁସି ମୋ ରକ୍ତରେ ଅଛି । ପିଲାଦିନରୁ ଆମକୁ ଘରେ ଶିକ୍ଷା ଦିଆଯାଏ ଯେ ସର୍ବଦା ବର୍ଜ୍ୟବସ୍ତୁରୁ ସର୍ବୋତ୍ତମ ଉପଯୋଗ କରିବାକୁ ପଡିବ । ଯଦି ମୁଁ ମୋର ଜିନିଷ ଉପରେ ଧ୍ୟାନ ନ ଦିଏ, ତେବେ ମା’ଙ୍କଠାରୁ ଜୋତା ମାଡ଼ ଖାଇବାକୁ ପଡ଼େ।


Enter your email to get our daily news in your inbox.

All Right Reserved By Dharitri.Com

ସିନେମାରେ ରାଖୀ

ଦେବ ଆନନ୍ଦଙ୍କ ଅଭିନୀତ ‘ହରେ ରାମା ହରେ କ୍ରିଷ୍ଣା’ ସେ ସମୟରେ ହିଟ୍‌ ସାବ୍ୟସ୍ତ ହୋଇଥିଲା। ଭାଇ-ଭଉଣୀ ସମ୍ପର୍କକୁ ବେଶ୍‌ ସୁନ୍ଦର ଭାବରେ ଉପସ୍ଥାପନା କରିଥିଲେ...

ଚମକୁଛନ୍ତି ତାରା

ମୁମ୍ବାଇ: ମଲ୍ଟିଟ୍ୟାଲେଣ୍ଟେଡ୍‌, ସୌନ୍ଦର୍ଯ୍ୟରେ ଭରପୂର ଓ ବଲିଉଡ୍‌ରେ ନୂଆ ନୂଅ ପାଦ ରଖିଥିବା ବୋଲ୍ଡ ଅଭିନେତ୍ରୀ ତାରା ସୁତାରିଆ ମଙ୍ଗଳବାର ୨୪ବର୍ଷ ବୟସରେ ପଦାର୍ପଣ କରିଛନ୍ତି।...

ବଡ଼ ପୁଅ ଆର୍ଯ୍ୟନକୁ ଭୁଲି ଯାଇଥିଲେ ଶାହାରୁଖ୍‌

ବଲିଉଡ୍‌ର କିଙ୍ଗ୍‌ ଖାନ୍‌ ଶାହାରୁଖ୍‌ ଏବଂ ସ୍ତ୍ରୀ ଗୌରୀ ଅକ୍ଟୋବର ୨୯ରେ ବିବାହ ବାର୍ଷିକୀ ପାଳନ କରୁଛନ୍ତି। ଏହି ଯୋଡିକୁ ବେଷ୍ଟ ଯୋଡି ମଧ୍ୟରୁ ଗୋଟିଏ...

‘ଦବଙ୍ଗ-୩’ର ପ୍ରମୋ ରିଲିଜ୍‌

ନୂଆଦିଲ୍ଲୀ: ପୁଣି ଦର୍ଶକଙ୍କ ମନୋରଞ୍ଜନ କରିବାକୁ ଆସୁଛନ୍ତି ବଲିଉଡ୍‌ ଦବଙ୍ଗ ପୋଲିସ୍‌ ଅଫିସର ଚୁଲ୍‌ବୁଲ୍‌ ପାଣ୍ଡେ। ସଲମାନଙ୍କ ମୋଷ୍ଟ ଅଓ୍ବେଟେଡ୍‌ ଫିଲ୍ମ ‘ଦବଙ୍ଗ-୩’ର ପ୍ରମୋ ରିଲିଜ୍‌...

ଜେନେଲିଆଙ୍କୁ ଟାଇ ପିନ୍ଧିବାରେ ସାହାଯ୍ୟ କଲେ ରିତେଶ: ଭିଡିଓ ଭାଇରାଲ

ମୁମ୍ବାଇ: ବଲିଉଡ୍‌ ସେଲିବ୍ରିଟି ଟିକେ କିଛି ଅଲଗା କାମ କଲେ ଆସନ୍ତି ଚର୍ଚ୍ଚାକୁ। ଏବେ ତ ସୋସିଆଲ ମିଡିଆରେ ଏମାନେ ତତ୍‌କ୍ଷଣାତ୍‌ ଚର୍ଚ୍ଚାର ପରସରକୁ ଚାଲିଆସୁଛନ୍ତି।...

ଜନ୍ମଦିନରେ ପୂରାପରିବାରକୁ ହରାଇଥିଲେ ଏହି ଅଭିନେତା: ବାପା ହିଁ କରିଥିଲେ ଗୁଳି

ଜନ୍ମଦିନ ସମସ୍ତଙ୍କ ପାଇଁ ବର୍ଷର ସବୁଠାରୁ ବଡ଼ ଦିନ ହୋଇଥାଏ । ଏହି ଦିନକୁ ସମସ୍ତେ ଅପେକ୍ଷା କରି ରହିଥାନ୍ତି। ହେଲେ ଏହି ଜନ୍ମଦିନ ଜଣେ...

ବୋଲ୍ଡ ହେଲେ ଦୀପିକା, ପ୍ରଶଂସକ ପାଗଳ

ମୁମ୍ବାଇ,୧୩ା୩: ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ଅଭିନୟ ବ୍ୟତୀତ ସୋସିଆଲ ମିଡିଆ ପ୍ଲାଟଫର୍ମରେ ବହୁତ ଆକ୍ଟିଭ୍‌। ସେ ଅଧିକାଂଶ ସମୟରେ ପ୍ରଶଂସକମାନଙ୍କ ସହିତ ତାଙ୍କର ହଟ୍‌...

ଭାରତ ଭଳି ଜନସଂଖ୍ୟା ବହୁଳ ଦେଶରେ ପିଲା ଜନ୍ମ କରିବାକୁ ଚାହୁଁ ନାହିଁ: ଏଫ୍‌ଆଇଆର୍‌ ଅଭିନେତ୍ରୀ

ବମ୍ବେ: ବିବାହକୁ ଅନେକ ବର୍ଷ ବିତିଗଲାଣି। ସୁରୁଖୁରୁରେ ଦାମ୍ପତ୍ୟ ଜୀବନ ମଧ୍ୟ ଚାଲିଛି। ହେଲେ ମା’ ହେବାକୁ ଚାହୁଁନାହାନ୍ତି ଅଭିନେତ୍ରୀ। ସେ ଆଉ କେହି ନୁହନ୍ତି...

Advertisement
Archives

Model This Week