ଖ୍ରୀଷ୍ଟମାସ ପାଳନ ନ କରିବାକୁ ଡବ୍ଲୁଏଚଓର ପରାମର୍ଶ

ଜେନେଭା,୨୧ ।୧୨: ପାଖେଇ ଆସୁଛି ଖ୍ରୀଷ୍ଟମାସ ସହ ନୂଆବର୍ଷ । ବିଶ୍ୱବାସି ଏହି ପର୍ବକୁ ପାଳନ କରିବାକୁ ଉତ୍ସୁକତାର ସହ ଅପେକ୍ଷା କରି ରହିଛନ୍ତି । ଗତବର୍ଷ କରୋନା ମହାମାରୀ ପାଇଁ ଏହା ପାଳନ ହୋଇ ନ ଥିବା ବେଳେ ଏବର୍ଷ ବି ଏଥିରେ ଲାଗିଛି ଓମିକ୍ରନ ଗ୍ରହଣ । ଦକ୍ଷିଣ ଆଫ୍ରିକାରୁ ଆରମ୍ଭ ହୋଇଥିବା କରୋନା ଭାଇରସର ନୂଆ ଭାରିଏଣ୍ଟ ଏବେ ବିଶ୍ୱର ବିଭିନ୍ନ ଦେଶରେ କାୟା ବିସ୍ତାର କଲାଣି । ଏହା ଅନ୍ୟ ଭାରିଏଣ୍ଟ ଅପେକ୍ଷା ଦ୍ରୁତ ବେଗରେ ସଂକ୍ରମଣ ହେଉଥିବାରୁ ଏହାକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଚିନ୍ତା ବଢି ଯାଇଛି । ତେବେ ଓମିକ୍ରନର ଭୟାବହତାକୁ ଦେଖି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ)ର ମୁଖ୍ୟ ଡାକ୍ତର ଟେଡ୍ରୋସ୍ ଏଡନମ ଚଳିତ ବର୍ଷ ସମସ୍ତ ଛୁଟି ବାତିଲ କରିବାକୁ ବିଶ୍ୱବାସୀଙ୍କୁ ପରାମର୍ଶ ଦେଇଛନ୍ତି । ଏହାସହ ଖ୍ରୀଷ୍ଟମାସ ଓ ନୂଆବର୍ଷରେ ଏକାଠି ନ ହେବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି । ଏମିତି କଲେ ଆମେ ଅନେକାଂଶରେ ଓମିକ୍ରନ୍‌ଠାରୁ ଦୂରେଇ ରହିବା ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରାକ୍ଷୀ ବାନ୍ଧିବେ ପାକିସ୍ତାନ ଭଉଣୀ

ନୂଆଦିଲ୍ଲୀ,୨୨।୮: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅନେକ ସମୟରେ ତିକ୍ତତାର ଖବର ଆସିଥାଏ। କିନ୍ତୁ ଏଥର ରକ୍ଷାବନ୍ଧନ ଅବସରରେ ଦୁଇ ଦେଶ ମଧ୍ୟରେ ପ୍ରେମ ଦେଖିବାକୁ...

ସି ଜିନପିଙ୍ଗଙ୍କ ଏକଛତ୍ରବାଦୀ ଶାସନ, ଦଳ ବୈଠକରୁ ଜବରଦସ୍ତ ବାହାର କରିଦେଲେ ପୂର୍ବତନ ରାଷ୍ଟ୍ରପତି ଜିନତାଓଙ୍କୁ : ଭିଡିଓ ଭାଇରାଲ

ବେଜିଂ,୨୨ ।୧୦: ଚାଇନା କମ୍ୟୁନିଷ୍ଟ ପାର୍ଟିର ୨୦ତମ କଂଗ୍ରେସରେ ସି ଜିନପିଙ୍ଗଙ୍କ ତୃତୀୟ ଥର ଲାଗି ଶାସନ କ୍ଷମତା ପାଇବା ଅବସରରେ ଏକ ବଡ ଡ୍ରାମା...

ମାଉଥ୍‌ ସ୍ପ୍ରେ କରୋନା ସଂକ୍ରମଣରୁ ରଖିବ ଦୂରେଇ…

ଷ୍ଟକ୍‌ହୋମ୍‌, ୨୬।୭: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀରେ ଆତଙ୍କ ଦେଖାଦେଇଛି। ଇତିମଧ୍ୟରେ ୭ ମାସ ବିତି ଯାଇଥିଲେ ବି ଏହାର ପ୍ରତିଷେଧକ ଟୀକା ବାହାରି...

ରୁଷିଆ-ୟୁକ୍ରେନ୍‌ ଯୁଦ୍ଧରେ ସହରକୁ ଅଧିକ ଟାର୍ଗେଟ କରାଯାଉଛି, ଭାରତର ମନ୍ତବ୍ୟ…

ନୂଆଦିଲ୍ଲୀ/କ୍ୱିଭ୍‌/ମସ୍କୋ, ୩୦।୬ : ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୧୨୬ ଦିନ ବିତିଛି। ଗୋଟିଏ ଦିନ ପୂର୍ବରୁ କ୍ରାମେଚକର ଏକ ଶପିଂ ମଲ ଉପରେ ରୁଷିଆ ସେନା ପକ୍ଷରୁ...

ପାଭିଲିଅନ୍‌ ଫେରିବେ ନା ବ୍ୟାଟିଂ କରିବେ ?…

ଇସଲାମାବାଦ୍‌, ୩୧।୩ : ପାକିସ୍ତାନର ରାଜନୈତିକ ସ୍ଥିତି ଦିନକୁ ଦିନ ରୋମାଞ୍ଚକର ହେବାରେ ଲାଗିଛି। ନ୍ୟାଶନାଲ୍‌ ଆସେମ୍ବ୍ଲିରେ ବିରୋଧୀଙ୍କ ପକ୍ଷରୁ ପ୍ରଧାନମନ୍କତ୍ରୀ ଇମ୍ରାନ୍‌ ଖାଁଙ୍କକ ବିରୋଧରେ...

୨୦୨୨ରେ ଭୋଟ୍‌ ପ୍ରଚାର କରିବ ରୋବୋ

ନୂଆଦିଲ୍ଲୀ, ୨୧।୬: ଗତ ମାର୍ଚ୍ଚ, ଏପ୍ରିଲରେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। କୋଭିଡ୍‌ ମହାମାରୀ ସମୟରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଆୟୋଜିତ...

ଡାକ୍ତରଖାନା ବାହାରେ ମହିଳା ଆତଙ୍କବାଦୀଙ୍କ ଆତ୍ମଘାତୀ ବିସ୍ଫୋରଣ: ୯ ମୃତ, ୩୦ ଆହତ

ଇସଲମାବାଦ, ୨୧।୭: ପାକିସ୍ତାନରେ ଡାକ୍ତରଖାନା ବାହାରେ ରବିବାର ଜଣେ ମହିଳା ଆତ୍ମଘାତୀ ଆତଙ୍କବାଦୀ ବିସ୍ଫୋରଣରେ ୯ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୦ ଆହତ ହୋଇଛନ୍ତି। ତେହରିକ-ଇ-ତାଲିବାନ-ପାକିସ୍ତାନ ଏହି...

ରାଜ୍ୟରୁ ସୁସ୍ଥ ହେଲେ ୧୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୯।୫(ବ୍ୟୁରୋ): ରାଜ୍ୟରୁ ଗତ ୨୪ ଘଣ୍ଟାରେ ୧୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଏଯାବତ୍‌ ୧୨ ଲକ୍ଷ ୭୯ ହଜାର୦୫୨ଜଣ ଆକ୍ରାନ୍ତ...

Advertisement
Archives

Model This Week