କଟ୍ରିନାଙ୍କ ଭଳି ଦେଖାଯାଉଥିବା ଯୁବତୀ ଜଣକ କିଏ..

ମୁମ୍ବାଇ,୨୯।୯: ବହୁ ଅଭିନେତା ଓ ଅଭିନେତ୍ରୀଙ୍କ ଡ୍ୟୁପ୍ଲିକେଟ ରହିଛନ୍ତି। ଠିକ୍‌ ସେହିପରି ଏବେ କଟ୍ରିନାଙ୍କ ଚେହେରା ପରି ମିଶୁଥିବା ଜଣେ ଯୁବତୀଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହାକି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।

ସୋସିଆଲ ମିଡିଆ କଟ୍ରିନାଙ୍କ ପରି ଦେଖାଯାଉଥିବା ଜଣେ ଯୁବତୀଙ୍କୁ ସାମ୍ନାକୁ ଆଣିଛି। ଯୁବତୀ ଜଣକ ହେଉଛନ୍ତି ଏଲିନା ରୟ। ସେ ଜଣେ ସୋସିଆଲ ମିଡିଆ ଷ୍ଟାର। ତାଙ୍କ ବାୟୋରେ ସେ ଜଣେ ଅଭିନେତ୍ରୀ ବୋଲି ଲେଖିଛନ୍ତି। ଇନ୍‌ଷ୍ଟାଗ୍ରାମରେ ତାଙ୍କର ୨୦୩ ହଜାର ଫଲୋର୍ସ। ଏବେ ଇନ୍‌ଷ୍ଟାଗ୍ରମରେ ତାଙ୍କର ଫଟୋ ଫ୍ୟାନ୍ସଙ୍କୁ ଦ୍ୱନ୍ଦରେ ପକାଇଛି। ଫଟୋର କମେଣ୍ଟରେ ଅଭିନେତ୍ରୀ ଜଣକ କଟ୍ରିନା କି ଏଲିନା ପ୍ରଶ୍ନ କରାଯାଇଛି। ସେ କଟ୍ରିନା ପରି ଦେଖାଯାଉଥିବା କିଛି ଫ୍ୟାନ୍ସମାନେ କମେଣ୍ଟରେ ଲେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ସାହୋ’ ଦର୍ଶକଙ୍କ ପାଇଁ ଖୁସି ଖବର

ମୁମ୍ବାଇ: ସାଉଥ୍‌ ଷ୍ଟାର ପ୍ରଭାସ ଓ ଶ୍ରଦ୍ଧା କପୁରଙ୍କ ଅଭିନୀତ ଫିଲ୍ମ ‘ସାହୋ’କୁ ନେଇ ଦର୍ଶକେ ବେଶ୍‌ ଉତ୍ସାହିତ ଅଛନ୍ତି। ଏହା ଚଳିତ ବର୍ଷର ସବୁଠାରୁ...

ବିବାଦରେ ଦୀପିକାଙ୍କ ନୂଆ ବିଜ୍ଞାପନ, ଚୋରି ଅଭିଯୋଗ ଆଣିଲେ…

ବମ୍ବେ: ବିବାଦରେ ଫସିଛନ୍ତି ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌। ଏକ ନୂଆ ବିଜ୍ଞାପନକୁ ନେଇ ସେ ଅଡୁଆରେ ଫସିଛନ୍ତି। ଜିନ୍ସ କମ୍ପାନୀର ଏହି ବିଜ୍ଞାପନଟିରେ ବିଷୟବସ୍ତୁକୁ...

ଘୋଡ଼ାକୁ ଆଲିଙ୍ଗନ କଲେ ସଲମାନ, ଲେଖିଲେ ଏମିତି…

ମୁମ୍ବାଇ: ବିଗ୍‌ ବସ୍‌ ସିଜନ-୧୫କୁ ନେଇ ଚର୍ଚ୍ଚାରେ ରହୁଥିବା ଅଭିନେତା ସଲମାନ ଖାନ ସୋସିଆଲ ମିଡିଆରେ ଏକ ନୂଆ ଫଟୋ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ...

ସ୍ବାମୀଙ୍କ ସହ ଫିଲ୍ମରେ କାମ କରିବାକୁ ଚାହୁଁଛନ୍ତି ଏହି ଲୋକପ୍ରିୟ ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ଜେନେଲିଆ ଡି’ସୁଜା ପୁଣି ଥରେ ସ୍ବାମୀ ରିତେଶ ଦେଶମୁଖଙ୍କ ସହ ବଡ଼ ପରଦାରେ ଆମ କରିବାକୁ ଚାହୁଁଛନ୍ତି। ପୂର୍ବରୁ ଏହି ସୁପରଷ୍ଟାର ଦମ୍ପତି...

୬ବର୍ଷ ପରେ ପୁୁଣି ପରଦାକୁ ଫେରିବେ କରନ

ଅଭିନେତା କରନ ୱାହି ପ୍ରାୟ ୬ ବର୍ଷ ଧରି ଟିଭି ପରଦାରୁ ଦୂରେଇ ରହିଛନ୍ତି। ସେ ଖୁବ ଶୀଘ୍ର ‘ଚନ୍ନା ମେରେୟା’ ସହିତ ଛୋଟ ପରଦାକୁ...

ପାଞ୍ଚ ବର୍ଷ ଡେଟିଂ କରି ମଲାଇକାଙ୍କୁ ବିବାହ କରିଥିଲେ ଅର୍‌ବାଜ: ବିଚ୍ଛେଦ ପରେ ଅର୍ଜୁନଙ୍କ ପ୍ରେମରେ ପାଗଳ ଅଭିନେତ୍ରୀ

୧୯୬୭ ୪ ଅଗଷ୍ଟରେ ଜନ୍ମ ହୋଇଥିବା ଅର୍‌ବାଜ ଆଜି ତାଙ୍କର ୫୪ ତମ ଜନ୍ମଦିନ ପାଳନ କରୁଛନ୍ତି। ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ସବୁଠାରୁ ବଡ ତାରକାମାନଙ୍କ ମଧ୍ୟରୁ...

ଶାଶୁଙ୍କ ସହ ଫଟୋ ଶେୟାର କରି ଟ୍ରୋଲ ହେଲେ ପ୍ରୀତି, ଦେଲେ ଏମିତି ଜବାବ

ପ୍ରାୟତଃ ଅଭିନେତା-ଅଭିନେତ୍ରୀମାନେ ସୋସିଆଲ ମିଡିଆରେ ଟ୍ରୋଲ ଆଉ ଟାର୍ଗେଟ ହୋଇଥାନ୍ତି। ୟୁଜର୍ସମାନେ କୌଣସି ନା କୌଣସି କାରଣ ଲାଗି ସେଲିବ୍ରିଟିଙ୍କୁ ଟ୍ରୋଲ କରନ୍ତି। ମାତ୍ର କେତେକ...

ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ବଲିଉଡ୍‌ ସେଲିବ୍ରିଟି

ଗଲୱାନ ଘାଟିରେ ହୋଇଥିବା ଚାଇନା ସହ ହୋଇଥିବା ହିଂସାକାଣ୍ଡରେ ୨୦ ଯବାନ ଶହୀଦ ହୋଇଛନ୍ତି। ଏହାକୁ ନେଇ ସାରା ଦେଶରେ ଶୋକ ପ୍ରକାଶ କରାଯାଇଛି। ବଲିଉଡ୍‌...

Advertisement
Archives

Model This Week