ମାତ୍ର ୫୦ ଟଙ୍କା ପାଇଁ ଲୋକଙ୍କୁ ଖାଦ୍ୟ ପରଷୁଥିଲେ ଏହି ଚର୍ଚ୍ଚିତ ଅଭିନେତ୍ରୀ

ବଲିଉଡ୍‌ର ଚର୍ଚ୍ଚିତ ଆଇଟମ୍‌ ଗର୍ଲ ରାକ୍ଷୀ ସାଓ୍ବନ୍ତଙ୍କର ଆଜି ହେଉଛି ୪୨ ତମ ଜନ୍ମଦିନ। ୨୫ ନଭେମ୍ବର ୧୯୭୮ରେ ସେ ମହାରାଷ୍ଟ୍ରର ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ସବୁ ସମୟରେ ସେ ନିଜର ଅଦ୍‌ଭୁତ ବିବୃତ୍ତି ପାଇଁ ଚର୍ଚ୍ଚାରେ ରହିଥାନ୍ତି। ଯେତେବେଳେ ଯାହା ଚାହାନ୍ତି ସେ ଅନ୍‌ସ୍କ୍ରିନ୍‌ରେ କହି ଦେଇଥାନ୍ତି। ଏଥି କାରଣ ପାଇଁ ସେ ଅଧିକାଂଶ ସମୟରେ ହେଡ୍‌ଲାଇନ୍‌ରେ ରହିଥାନ୍ତି। ରାକ୍ଷୀଙ୍କ ପିଲାଦିନ ଅତ୍ୟନ୍ତ ସଂଘର୍ଷମୟ ଥିଲା। ମାତ୍ର ୧୦ ବର୍ଷ ବୟସରେ ସେ ଟିନା ଅମ୍ବାନୀଙ୍କ ବିବାହରେ ଲୋକଙ୍କୁ ଖାଦ୍ୟ ପରଷୁଥିଲେ। ଏହି କାମ ପାଇଁ ତାଙ୍କୁ ପାରିଶ୍ରମିକ ରୂପେ ମାତ୍ର ୫୦ ଟଙ୍କା ମିଳିଥିଲା। ଘରର ଆର୍ଥିକ ସଙ୍କଟ ଯୋଗୁ ପରିବାର ଲୋକେ ତାଙ୍କୁ ଏହି କାମ କରାଉଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଗଷ୍ଟରେ ବିବାହ କରିବେ ବାହୁବଳୀ ଫେମ୍‌ ରାଣା

‘ବାହୁବଳୀ’ ଫେମ୍‌ ରାଣା ଡାଗୁବତୀ ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଲକ୍‌ଡାଉନ୍‌ ମଧ୍ୟରେ ଗର୍ଲଫ୍ରେଣ୍ଡ୍‌ ମିହିକା ବଜାଜଙ୍କ ସହ ତାଙ୍କ ନିର୍ବନ୍ଧ ସମ୍ପନ୍ନ...

ରାନୀଙ୍କ ନୂଆ ଯୋଜନା

ରାନୀ ପ୍ରିୟଦର୍ଶିନୀ। ନିଜ ରିଲ୍‌ ଲାଇଫକୁ ନେଇ ସେ ବେଶ୍‌ ସଚେତନ। ‘କଟି ପତଙ୍ଗ’ରେ ଅଭିନୟ କରିବା ପରେ ଏଣିକି ଦେଖିଚାହିଁ ପାଦ ପକାଇବେ ବୋଲି...

ଡାଏଟିଂ କଷ୍ଟକର ଥିଲା

ଶିବାନୀ ସଙ୍ଗୀତା। ଓଡ଼ିଆ ସିନେ ଜଗତର ଜଣେ କ୍ୟୁଟ୍‌ ଓ ବବ୍‌ଲି ଅଭିନେତ୍ରୀ। ଶିଶୁ କଳାକାର ଭାବେ ସେ ‘ମିତରେ ମିତ’ ଚଳଚ୍ଚିତ୍ର ଜରିଆରେ ଓଡ଼ିଆ...

ପ୍ରିୟଙ୍କାଙ୍କ ଏହି ଗୁଣ ଦେଖି ପ୍ରେମରେ ପଡିଯାଇଥିଲେ ନିକ୍‌

ବଲିଉଡ୍‌ର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବଂ ହଲିଉଡ୍‌ର ପପ୍‌ ଗାୟକ ନିକ ଜୋନସଙ୍କ ଯୋଡିକୁ ନେଇ ସବୁ ସମୟରେ କିଛି ନା କିଛି କଥା...

ବଲିଉଡରେ ସଞ୍ଜୁ ବାବାଙ୍କ ୪୧ ବର୍ଷ

ମୁମ୍ବାଇ: ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ବଲିଉଡ୍‌ରେ ୪୧ ବର୍ଷ ପୂରଣ କରିଛନ୍ତି । ଦର୍ଶକଙ୍କୁ ଅନେକ ହିଟ୍ ମୁଭି ଭେଟି ଦେଇଥିବା ଏହି କାଳକାର...

ବଡ଼ ପରଦାରେ ପୁଣି ଥରେ ଏକାଠି ଦେଖିବାକୁ ମିଳିବ ଦେଓଲ ପରିବାରର ଅଭିନୟ: ଫିଲ୍ମ‘ଅପନେ-୨’ ସ୍ବିକେଲ୍‌ର ଘୋଷଣା କଲେ ଧର୍ମେନ୍ଦ୍ର

ମୁମ୍ବାଇ: ଦେଓଲ ପରିବାରର ପାରିବାରିକ ଡ୍ରାମା ଫିଲ୍ମ ‘ଅପନେ’ର ସ୍ବିକେଲ ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ବଲିଉଡ୍‌ର ଭେଟେରାନ ଅଭିନେତା ଧର୍ମେନ୍ଦ୍ର ରବିବାର ଏକ ଟୁଇଟ...

ଅଲଗା ହେବାର ୨୦ ବର୍ଷ ପରେ ପୁଣି ଏକାଠି ହେଲେ ଜେନିଫର-ବେନ୍‌

ବମ୍ବେ: ନିର୍ବନ୍ଧର ବର୍ଷକ ପରେ ବାଟ ହୋଇଯାଇଥିଲା ଅଲଗା। ଏହାର ୨୦ ବର୍ଷ ପରେ ଏବେ ପୁଣି ଏକାଠି ହେବାକୁ ନିଷ୍ପତ୍ତି ନେଇ ଚମକାଇଛନ୍ତି ହଲିଉଡ୍‌ର...

‘ବିଗ୍‌ବସ୍‌’ ଜିତିଥିଲେ, ହେଲେ ପ୍ରେମରେ ହାରିଯାଇଥିଲେ ସିଦ୍ଧାର୍ଥ ଶୁକ୍ଲା; ଯନ୍ତ୍ରଣା ନେଇ କହିଲେ..

‘ବିଗ୍‌ବସ୍‌’ ଶୋ ଜିତିବା ପରେ ସିଦ୍ଧାର୍ଥ ଶୁକ୍ଲା ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କ ସହ ପ୍ରତିଯୋଗୀ ଶାହନାଜଙ୍କ କେମେଷ୍ଟ୍ରିକୁ ଦର୍ଶକ ବହୁତ ପସନ୍ଦ କରିଛନ୍ତି। ଶୋ ପରେ...

Advertisement
Archives

Model This Week