ଅପେକ୍ଷା ଆସନ୍ତାବର୍ଷକୁ

ଏବର୍ଷ ତ ହେଲା ନାହିଁ, ତେଣୁ ଆସନ୍ତା ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ। ଏ ନେଇ ଆଦୌ ମନ ଦୁଃଖ କରୁନାହନ୍ତି ଆଲିୟା। ହେଲେ ଆସନ୍ତାବର୍ଷ ଏମିତି କେଉଁ ଘଟଣାକୁ ନେଇ ଆଲିୟା ଖୁସି ଅଛନ୍ତି? କେହି କେହି ହୁଏତ ଅନୁମାନ କରିପାରନ୍ତି ଯେ, ଆସନ୍ତାବର୍ଷ ଆଲିୟା ହାତକୁ ଦି’ ହାତ ହେବେ କି ? କିନ୍ତୁ କଥାଟି ସେଇଆ ନୁହେଁ। ଅସଲ କଥା ହେଲା, ସେ ଅଭିନୟ କରିଥିବା ବିଗ୍‌ ବଜେଟ୍‌ ଫିଲ୍ମ ‘ଆରଆରଆର’ ଆସନ୍ତାବର୍ଷ ମୁକ୍ତିଲାଭ କରିବ। ପୁଣି ଓଟିଟି ଫର୍ମାଟରେ ନୁହେଁ, ପ୍ରେକ୍ଷାଳୟରେ ହିଁ ଫିଲ୍ମଟି ରିଲିଜ ହେବ ବୋଲି ସୂଚନା ଦେଇଛନ୍ତି ଏହାର ନିର୍ଦ୍ଦେଶକ ଏସ.ଏସ. ରାଜମୌଲି। ୪୦୦ କୋଟି ବଜେଟ୍‌ରେ ପ୍ରସ୍ତୁତ ଏହି ଚିତ୍ରରେ ରାମ ଚରଣ, ଏନଟିଆର ଜୁନିୟର ଏବଂ ଅଜୟ ଦେବଗନ ମଧ୍ୟ ଅଭିନୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଗାମୀ ଇଦ୍‌ରେ ଆସିବ ସଲମାନ୍‌ଙ୍କ ‘ରାଧେ’

ଦବଙ୍ଗ ଷ୍ଟାର ସଲମାନ୍‌ ଖାନ୍‌ଙ୍କ ଅଭିନୀତ ଫିଲ୍ମ ‘ଦବଙ୍ଗ-୩’ ଆଗାମୀ ଡିସେମ୍ବରରେ ରିଲିଜ୍‌ ହେବ। ତେବେ ଇତିମଧ୍ୟରେ ତାଙ୍କ ଅଭିନୀତ ଆଉ ଏକ ସିନେମା ‘ରାଧେ’ର...

ଜାତୀୟ ଗଣମାଧ୍ୟମରେ ପ୍ରେମିକାଙ୍କୁ ପ୍ରପୋଜ କଲେ ରାହୁଲ ବୈଦ୍ୟ

ବମ୍ବେ: ଜାତୀୟ ଗଣମାଧ୍ୟମରେ ପ୍ରେମିକାଙ୍କୁ ବିବାହ ପାଇଁ ପ୍ରପୋଜକୁ ନେଇ ଚର୍ଚ୍ଚାରେ ରାହୁଲ ବୈଦ୍ୟ। ବିଗ୍‌ବସ୍‌ର ଚଳିତ ସଂସ୍କରଣରେ ସେ ପ୍ରତିଯୋଗୀ ଭାବେ ଓହ୍ଲାଇଛନ୍ତି। ଘରେ...

ଡ୍ରଗ୍ସ ମାମଲା: ଭାରତୀ-ହର୍ଷଙ୍କୁ ମିଳିଲା ଜାମିନ

ମୁମ୍ବାଇ,୨୩ ।୧୧: କମେଡିଆନ୍ ଭାରତୀ ସିଂ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କୁ ଡ୍ରଗ୍ସ ମାମଲାରେ ଜାମିନ ମିଳିଯାଇଛି । ମୁମ୍ବାଇର ସ୍ପେଶାଲ ଏନ୍‌ଡିପିଏସ୍ କୋର୍ଟ...

କେବେ ଥିଲେ ଲୋକପ୍ରିୟ ଅଭିନେତ୍ରୀ, ଏବେ ସନ୍ନ୍ୟାସିନୀ

ବମ୍ବେ: ପ୍ରାୟ ତିନି ଦଶନ୍ଧି ଧରି ମନୋରଞ୍ଜନଜଗତ ସହ ଜଡ଼ିତ ରହିବା ପରେ ଏବେ ସନ୍ନ୍ୟାସିନୀ ହୋଇଛନ୍ତି ଅଭିନେତ୍ରୀ ନୁପୂର ଅଳଙ୍କାର। ସମସ୍ତ ଚାକଚକ୍ୟ, ବିଳାସବ୍ୟସନକୁ...

ଇନଷ୍ଟାଗ୍ରାମରେ କାଜଲଙ୍କର ୧ କୋଟି ଫଲୋୟର୍ସ

ମୁମ୍ବାଇ: ସୋସିଆଲ ମିଡିଆରେ ବଲିଉଡ୍‌ ସେଲିବ୍ରିଟିଙ୍କର ରହିଛନ୍ତି କୋଟି କୋଟି ପ୍ରଶଂସକ। ତେବେ ନିକଟରେ ଅଭିନେତ୍ରୀ କାଜଲଙ୍କର ଇନଷ୍ଟାଗ୍ରାମ ଫଲୋୟର୍ସଙ୍କ ସଂଖ୍ୟା ୧ କୋଟି ଅତିକ୍ରମ...

‘ଦୋସ୍ତାନା-୨’ରେ ଜାହ୍ନବୀଙ୍କ ସହ ରୋମାନ୍ସ କରିବେ ଏହି ଅଭିନେତା

ନିଜର ପ୍ରଥମ ସିନେମା ‘ଧଡକ’ରେ ଶ୍ରୀଦେବୀ ତନୟା ଜାହ୍ନବୀ କପୁର ଦର୍ଶକଙ୍କୁ ପ୍ରଭାବିତ କରି ଖୁବ ପ୍ରଶଂସା ସାଉଁଟିଥିଲେ। ଏବେ ସେ କରଣ ଜୋହରଙ୍କ ଆଗାମୀ...

କହୁ କହୁ କହିଦେଲେ

କ୍ୟାଟ୍ରିନା ଆଉ କେତେଦିନ ଜିଭକୁ ଲଗାମ ଦେଇଥାଆନ୍ତେ। ନିଜକୁ ଯେତେ ନିୟନ୍ତ୍ରଣରେ ରଖିଲେ ମଧ୍ୟ ଶେଷକୁ ଅସଲ କଥାଟି ତାଙ୍କ ପାଟିରୁ ବାହାରିଗଲା। ଏବେ ତ...

ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଲଞ୍ଚ କଲେ ଗୋବିନ୍ଦା

ମୁମ୍ବାଇ: ୮୦ ଦଶକରୁ ବହୁମୁଖୀ ପ୍ରତିଭା ଯୋଗେ ଦର୍ଶକଙ୍କ ମନୋରଞ୍ଜନ କରିଆସୁଥିବା ଗୋବିନ୍ଦା ନିଜର ଏକ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଲଞ୍ଚ କରିଛନ୍ତି। ସମୟ ସହିତ ତାଳ...

Advertisement
Archives

Model This Week