‘ପୁଷ୍ପା’ ଫିଲ୍ମ ଗୀତ ନୁହେଁ, ଏହି ଗୀତରେ ନାଚି ସମସ୍ତଙ୍କ ହୃଦୟ ଜିତିଲେ ଅଲ୍ଲୁ ଅର୍ଜୁନଙ୍କ କୁନି ଝିଅ

ଫିଲ୍ମ ‘ପୁଷ୍ପା’ର ସଫଳତା ପରେ ଅଲ୍ଲୁ ଅର୍ଜୁନ ଏବେ ସୁପରଷ୍ଟାର ହୋଇଯାଇଛନ୍ତି। ସାଧାରଣ ଯୁବକମାନଙ୍କଠାରୁ ଆରମ୍ଭ କରି କ୍ରିକେଟରଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କ ଫିଲ୍ମକୁ ପସନ୍ଦ କରୁଛନ୍ତି। ‘ପୁଷ୍ପା’ ଫିଲ୍ମର ସଂଳାପ, ଗୀତ ଏବଂ ଅଲୁ ଅର୍ଜୁନଙ୍କ ଡ୍ୟାନ୍ସ ଶୈଳୀକୁ ନେଇ ଲକ୍ଷ ଲକ୍ଷ ରିଲ ତିଆରି କରାଯାଇଛି। କିନ୍ତୁ ଏବେ ‘କଚା ବାଦାମ’ ଗୀତ ମଧ୍ୟ ଭାଇରାଲ ହେବାରେ ଲାଗିଛି। କେବଳ ଦେଶ ନୁହେଁ, ଅନେକ ବିଦେଶୀ ମଧ୍ୟ ଏହି ଗୀତରେ ରିଲ୍‌ କରୁଥିବାର ଦେଖାଯାଇଛି। ଏବେ ଅଲୁ ଅର୍ଜୁନଙ୍କ ଝିଅ ଆରାହ ମଧ୍ୟ ଏହି ଗୀତରେ ନୃତ୍ୟ କରିଛନ୍ତି। ଏହାର ଭିଡିଓ ଅଲୁ ଅର୍ଜୁନ ନିଜେ ରେକର୍ଡ କରିଛନ୍ତି ଏବଂ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏବେ ଏହା ଭାଇରାଲ ହେବାରେ ଲାଗିଛି। ଆରାହଙ୍କ ଏହି ଭିଡିଓକୁ ୨୪ ଘଣ୍ଟା ମଧ୍ୟରେ ୨ ମିଲିୟନରୁ ଅଧିକ ଲୋକ ଦେଖିସାରିଛନ୍ତି। ସମସ୍ତେ ତାଙ୍କ ହସକୁ ପ୍ରଶଂସା କରୁଛନ୍ତ୨୨ ହଜାର କମେଣ୍ଟ ମଧ୍ୟ ଆସିଛି। ଭିଡିଓ ଶେୟାର କରି ଅଲୁ ଅର୍ଜୁନ କ୍ୟାପସନରେ ଲେଖିଛନ୍ତି, ମୋ ଛୋଟ ବାଦାମ ଆରହା …’।
ଆରହାଙ୍କୁ ଗୁନାସେଖରଙ୍କ ନିର୍ଦ୍ଦେଶିତ ସାମନ୍ଥାରୁଥ୍‌ ପ୍ରଭୁଙ୍କ ଅଭିନୀତ ଫିଲ୍ମ ‘ଶକୁନ୍ତଲାମ’ରେ ଦେଖିବାକୁ ମିଳିବ। ୫ ବର୍ଷୀୟା ଆରହା ତାଙ୍କର ପ୍ରଥମ ଫିଲ୍ମ ‘ଶକୁନ୍ତଲାମ’ରେ ପ୍ରିନ୍ସ ଭାରତ ଭୂମିକାରେ ଅଭିନୟ କରିବେ।

 

View this post on Instagram

 

A post shared by Allu Arjun (@alluarjunonline)


Enter your email to get our daily news in your inbox.

All Right Reserved By Dharitri.Com

ସୁଶାନ୍ତଙ୍କ ପାଇଁ ନ୍ୟାୟ ଦାବିକଲେ ପୂର୍ବତନ ପ୍ରେମିକା

ମୁମ୍ବାଇ,୧୪।୮-ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାରେ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଇତିମଧ୍ୟରେ ଦୁଇ ମାସରୁ ଅଧିକ ସମୟ ବିତିସାରିଥିଲେ...

କ’ଣ କରୁଛନ୍ତି ପରିଣୀତି

ପରିଣୀତି ଚୋପ୍ରା ଏବେ କ’ଣ କରୁଛନ୍ତି ? ଯେହେତୁ ଶୁଟିଂ ନାହିଁ ସେ ନିଶ୍ଚୟ ପରିବାର ସହ ସମୟ କଟାଉଥିବେ। ହେଲେ ଏହି ବ୍ରେକ୍‌ ସମୟରେ...

ବ୍ରାଇଡାଲ୍‌ ଲୁକ୍‌ରେ ନଜର ଆସିଲେ ଆଲିଆ, ପ୍ରଶଂସକ ପଚାରିଲେ ଏମିତି

ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ବ୍ରାଇଡାଲ୍‌ ଲୁକ୍‌ ବର୍ତ୍ତମାନ ଚର୍ଚ୍ଚାରେ ରହିଛି। ସେ ଏହାକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି। ସେବେଠାରୁ ଏହା ସୋସିଆଲ...

‘ଧୁମ ୪’ରେ ନଜର ଆସିବେ ଦୀପିକା!

ମୁମ୍ବାଇ: ୟଶରାଜ ଫିଲ୍ମର ସବୁଠାରୁ ଷ୍ଟାଇଲିଷ୍ଟ ଆକ୍ସନ ଫ୍ରଞ୍ଚାଇଜ୍ ‘ଧୁମ’ର ୪ ନମ୍ବର ମୁଭିକୁ ଦର୍ଶକେ ବେଶ୍ କିଛିଦିନ ହେବ ଅପେକ୍ଷା ରଖିଛନ୍ତି । ‘ଧୁମ୍...

କ୍ରିକେଟରଙ୍କ ପ୍ରେମରେ ଆଥିୟା!

ମୁମ୍ବାଇ: ବଲିଉଡ୍ ଅଭିନେତା ସୁନିଲ ସେଟ୍ଟିଙ୍କ ଝିଅ ଆଥିୟା ସେଟ୍ଟି ତାଙ୍କ ଲଭ୍ ଆଫେୟାର୍ସକୁ ନେଇ ସବୁବେଳେ ଥାଆନ୍ତି ଚର୍ଚ୍ଚାରେ । ଏକଥା ମଧ୍ୟ ସମସ୍ତଙ୍କୁ...

ସାରାଙ୍କଠାରୁ ଜାହ୍ନବୀ- ଜାଣନ୍ତୁ କେତେ ପଢିଛନ୍ତି ଷ୍ଟାର କିଡ୍ସ

ଆଜିକାଲି ବଲିଉଡ୍‌ରେ ଷ୍ଟାର୍‌ କିଡ୍ସଙ୍କ ଦବ୍‌ଦବା ଚାଲିଛି। ଅଭିନେତା ସୈଫ ଅଲ୍ଲୀ ଖାନ୍‌ଙ୍କ ଝିଅ ସାରା ଅଲ୍ଲୀ ଖାନଙ୍କଠାରୁ ଆରମ୍ଭ କରି ଶ୍ରୀଦେବୀ ତନୟା ଜାହ୍ନବୀ...

୧୧ ବର୍ଷ ଧରି ପ୍ରେମ କରିଥିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ, ବିବାହର ମାତ୍ର ୪ ବର୍ଷ ପରେ ହୋଇଥିଲା ବିଚ୍ଛେଦ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦୀୟା ମିର୍ଜା ଫିଲ୍ମ ଜଗତରେ ବେଶ୍‌ ଜଣାଶୁଣା। ୨୦୦୦ ମସିହାରେ ବ୍ୟୁଟି ପେଜେଣ୍ଟ ମିସ୍‌ ଏସିଆ ପ୍ୟାସିଫିକ୍‌ ଇଣ୍ଟରନ୍ୟାଶନାଲ ଟାଇଟଲ ଜିତିବାର...

ଡ୍ରଗ୍ସ ମାମଲା: ଟେଲିଭିଜନ ଅଭିନେତ୍ରୀଙ୍କ ସହ ଦୁଇ ଗିରଫ

ମୁମ୍ବାଇ,୨୫ ।୧୦: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ସହ ଯୋଡି ହୋଇଥିବା ଡ୍ରଗ୍ସ ମାଲାର ଯାଞ୍ଜ କରୁଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି)...

Advertisement
Archives

Model This Week