Posted inଜାତୀୟ

ଉତ୍ତର ପ୍ରଦେଶ ରାଜ୍ୟ ସଭା ବିର୍ନାଚନ: ଭାଜପା ଜାରି କଲା ପ୍ରାର୍ଥି ତାଲିକା, ନକଭିଙ୍କ ନାମ ନାହିଁ

ଲକ୍ଷ୍ନୌ,୩୧ ।୫: ଭାରତୀୟ ଜନତା ପାର୍ଟି(ଭାଜପା) ପକ୍ଷରୁ ରାଜ୍ୟସଭାର ଦ୍ୱିବାର୍ଷିକ ନିର୍ବାଚନ ପାଇଁ ସୋମବାର ବିଳମ୍ବିତ ରାତିରେ ଉତ୍ତର ପ୍ରଦେଶରୁ ୨ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା କେନ୍ଦ୍ରମନ୍ତ୍ରୀ ମୁଖତାର ଅବ୍ୱାସ ନଖଭିଙ୍କ ନାମ କୌଣସି ତାଲିକାରେ ନାହିଁ । ଦିଲ୍ଲୀସ୍ଥିତ ଭାଜପା ମୁଖ୍ୟାଳୟର ଏକ ବୟାନରେ, ଦଳ ଉତ୍ତର ପ୍ରଦେଶରୁ ମିଥିଳେଶ କୁମାର ଓ କେ ଲକ୍ଷ୍ମଣଙ୍କୁ ରାଜ୍ୟ ସଭା ପ୍ରାର୍ଥୀ କରିଥିବା ଘୋଷଣା କରିଛି ।
ମିଥିଳେଶ କୁମାର ଶାହାଜହାପୁରରୁ ଲୋକ ସଭାର ପୂର୍ବତନ ସଦସ୍ୟ । ସେ ୨୦୦୯ରେ ସମାଜବାଦୀ ପାର୍ଟିରୁ ଲୋକ ସଭା ପାଇଁ ମେନାନୀତ ହୋଇଥିଲେ । ସେ ଗୋଟିଏ ଥର ନିର୍ଦ୍ଦଳୀୟ(୨୦୦୨-୨୦୦୭) ପୁଣିଥରେ ସମାଜବାଦୀ ପାର୍ଟି ଟିକେଟରୁ (୨୦୦୭-୨୦୧୨) ଶାହାଜହାପୁର ଜିଲାର ପୋୱାୟାଂ ବିଧାନସଭା ଆସନରୁ ବିଧାୟକ ରହି ସାରିଛନ୍ତି । ସେହିପରି କେ ଲକ୍ଷ୍ମଣ ଭାଜପାର ଓବିସି ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ । ସେ ଭାଜପାର ତେଲେଙ୍ଗାନାର ପୂର୍ବତନ ଅଧ୍ୟକ୍ଷ ମଧ୍ୟ ରହି ସାରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଧ୍ର ବି.ଇଡି ନାମଲେଖା ନାଁରେ ଠକେଇ, ୨ ଗିରଫ

ଝାରସୁଗୁଡ଼ା,୨୭।୪ (ଆଶିଷ ରଞ୍ଜନ ଦାଶ): ଓଡ଼ିଶାର ଅନେକ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ସହ ଖେଳୁଥିବା ଏକ ଆନ୍ତଃରାଜ୍ୟ ଶିକ୍ଷା ଠକେଇ ର଼୍ୟାକେଟକୁ ଝାରସୁଗୁଡ଼ା ପୋଲିସ ଧରିଛି। ଆନ୍ଧ୍ରପ୍ରଦେଶର ବିଭିନ୍ନ…

ଆରମ୍ଭ ହେବ ମା’ ମୁତ୍ୟାଲୁମାଙ୍କ ନବଦିନ ଘଟଯାତ୍ରା, ରଙ୍ଗବେରଙ୍ଗ ଆଲୋକମାଳା ଝଲସୁଛି କୋରାପୁଟ ସହର

କୋରାପୁଟ,୨୭।୪(ଅମିତାଭ ବେହେରା ): ସୋମବାରଠୁ କୋରାପୁଟ ସହରରେ ଆରମ୍ଭ ହେବାକୁ ଯାଉଛି ମା’ ମୁତ୍ୟାଲୁମାଙ୍କ ନବଦିନ ଘଟଯାତ୍ରା । ତେଣୁ ମା’ଙ୍କ ପୁଚିଲାସାହିସ୍ଥିତ ଅସ୍ଥାୟୀ ମଣ୍ଡପ ସମେତ…

‘ମୁଁ ବଳାତ୍କାରୀ ନୁହେଁ…’ନିଜ ସହିତ ଘଟିଥିବା ଗୁଳିକାଣ୍ଡ ଘଟଣା ପରେ କାହିଁକି ଏମିତି କହିଲେ ଟ୍ରମ୍ପ? ଜାଣନ୍ତୁ ଏହାର ବଡ଼ କାରଣ

ଓ୍ବାଶିଂଟନ,୨୭।୪: ୱାଶିଂଟନ, ଡି.ସି.ରେ ହ୍ବାଇଟ ହାଉସ କରେସପଣ୍ଡେଣ୍ଟ୍ସଙ୍କ ରାତ୍ରୀଭୋଜନ ସମୟରେ ଏକ ଅସ୍ତ୍ରଶସ୍ତ୍ର ଧରି ଜଣେ ସନ୍ଦିଗ୍ଧ ବ୍ୟକ୍ତି କାର୍ଯ୍ୟକ୍ରମ ଭଙ୍ଗ କରିବାରୁ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା।…

କେନାଲ ପାଣି ବନ୍ଦ ଘୋଷଣା, ଚାଷୀଙ୍କୁ ଫସଲ ରକ୍ଷା ଚିନ୍ତା

ବରଗଡ଼/ଭେଡ଼େନ,୨୭।୪(ପ୍ରେମାନନ୍ଦ ଖମାରୀ/ହୃଷୀକେଶ ଖମାରୀ): ବରଗଡ଼ ମୁଖ୍ୟ କେନାଲ ସେଚାଞ୍ଚଳ ଚାଷୀଙ୍କ ଜୀବନ ରେଖା। ହୀରାକୁଦ ଜଳଭଣ୍ଡାରରୁ ବାହାରିଥିବା ଏହି କେନାଲ ଉପରେ କେବଳ ବରଗଡ଼ ନୁହେଁ, ପଡ଼ୋଶୀ…

୧୭୮ ଯାତ୍ରୀଙ୍କୁ ନେଇ ଭୋପାଳ ଯାଉଥିବା ଏୟାର ଇଣ୍ଡିଆ ବିମାନର ଏମର୍ଜେନ୍ସି ଲ୍ୟାଣ୍ଡିଂ

ମୁମ୍ବାଇ,୨୭।୪: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରୁ ଭୋପାଳ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନକୁ ରବିବାର (୨୬ ଏପ୍ରିଲ) ଏକ ଯାନ୍ତ୍ରିକ ତ୍ରୁଟି ଯୋଗୁ ରାଜା ଭୋଜ…

ଚକୋଲେଟ କଥା ଛାଡନ୍ତୁ, ଏବେ ଆଇକ୍ରିମ ବି ହେବ ମହଙ୍ଗା, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୭।୪: ଇରାନ ଏବଂ ଆମେରିକା ମଧ୍ୟରେ ସଂଘର୍ଷ ଶେଷ ହୋଇଯାଇପାରେ, କିନ୍ତୁ ଦୁଇ ରାଷ୍ଟ୍ର ମଧ୍ୟରେ ଉତ୍ତେଜନା ଜାରି ରହିଥିବାରୁ ପୁଣି ଶତ୍ରୁତା ସୃଷ୍ଟି ହେବାର ଭୟ…

ବାଇକକୁ ଧକ୍କା ଦେଲା ପିକଅପ, ଦୁର୍ଘଟଣାରେ ଚାଲିଗଲା ମାମୁ-ଭଣଜାଙ୍କ ଜୀବନ

ଭବାନୀପାଟଣା/ଜୁନାଗଡ଼,୨୭।୪(ଉତ୍ତମ କୁମାର ଦାଶ/ଅଂଶୁମାନ ଯୋଶୀ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ବୁଡିପଦର ଛକରୁ ସୋମବାର ସକାଳୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଅଜଣା ପିକଅପ…

ବରଗଡ଼ରେ ବିକାଶ ବାଟବଣା, ଖରାଦିନେ ରାସ୍ତାରେ ବହୁଛି ଡ୍ରେନ୍‌ ପାଣି

ବରଗଡ଼,୨୭।୪(ପ୍ରେମାନନ୍ଦ ଖମାରୀ) : ବରଗଡ଼ ସହରକୁ ବିକଶିତ କରିବା ଲକ୍ଷ୍ୟ ନେଇ ପର୍ଯ୍ୟାୟକ୍ରମେ ଜବରଦଖଲ ଉଚ୍ଛେଦ କରାଯାଉଛି। ଏହି କ୍ରମରେ କେଉଁଠି ରାସ୍ତା ପ୍ରଶସ୍ତୀକରଣ ତ ଆଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri