ଯୋଗୀଙ୍କ ହାତରେ ପୁଣି ଉତ୍ତରପ୍ରଦେଶ ଡୋର…

ଲକ୍ଷ୍ନୌ,୧୦।୩ : ଉତ୍ତରପ୍ରଦେଶରେ ଭାଜପା ଆଗୁଆ ରହିଛି। ଉତ୍ତରପ୍ରଦେଶରେ ୨୬୩ ଆସନରେ ଭାଜପା ଆଗୁଆ ଥିବାବେଳେ ଏସ୍‌ପି ୧୨୫ ରେ ଆଗୁଆ ରହିଛି। ୪୦୩ ଆସନ ବିଶିଷ୍ଟ ଉତ୍ତରପ୍ରଦେଶ ବିଧାନସଭା ଆସନ ମଧ୍ୟରୁ କଂଗ୍ରେସ ୬ ରେ ଆଗୁଆ ଥିବାବେଳେ ବିଏସ୍‌ପି ୫ ଟି ଆସନରେ ଆଗୁଆ ରହିଛି। ସେହିପରି ଅନ୍ୟାନ୍ୟ ୪ ଆସନରେ ଆଗୁଆ ରହିଛନ୍ତି।

ରାଜ୍ୟରେ ସରକାର ଗଠନ ପାଇଁ କୁହୁକ ନମ୍ବର ୨୦୨ ଥିବାବେଳେ ଭାଜପା ଏହାକୁ ସହଜରେ ଅତିକ୍ରମ କରିଛି।

ଏହା ଦ୍ୱାରା ଉତ୍ତରପ୍ରଦେଶରେ ପୁଣି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ଫେରିବାକୁ ଯାଉଛି। ଯୋଗୀ ପୁଣିଥରେ ଉତ୍ତରପ୍ରଦେଶ ଶାସନ ଡୋର ଧରିବାକୁ ଯାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କର୍ନାଟକ ସଙ୍କଟ: ୭୦ରୁ ଅଧିକ ଆଶାୟୀଙ୍କୁ ଅନୁମୋଦିତ ୩୪ କ୍ୟାବିନେଟ୍‌ରେ କିଭଳି ସ୍ଥାନ ଦେବ ଭାଜପା ମେଣ୍ଟ !

ବେଙ୍ଗାଲୁର୍‌,୨୫।୭: କର୍ନାଟକରେ ନୂଆ ସରକାର ଗଠନରେ ଭାଜପା ହାଇକମାଣ୍ଡ ଡେରି କରୁଛନ୍ତି। ବିଦ୍ରୋହୀ ବିଧାୟକଙ୍କ ଯୋଗ୍ୟତା ନେଇ ବାଚସ୍ପତିଙ୍କ ପଦକ୍ଷେପ ତଥା ସୁପ୍ରିମ୍‌କୋର୍ଟରେ ଦାଖଲ ହୋଇଥିବା...

କଂଗ୍ରେସ ପାଇଁ ଆତ୍ମସମୀକ୍ଷାର ବେଳ

ନୂଆଦିଲ୍ଲୀ,୨ା୬: ୨୦୦୪ରୁ ୨୦୧୪ ଉପା ସରକାରର ମଙ୍ଗ ଧରିଥିବା କଂଗ୍ରେସ ଏବେ ବିପର୍ଯ୍ୟସ୍ତ। ଦୀର୍ଘଦିନ କ୍ଷମତାରୁ ଦୂରେଇ ରହି ସତେ ଯେପରି ଏହି ସର୍ବପୁରାତନ ଦଳ...

ଭାଇ ବବିଙ୍କ ସହ ଯାଇ ପ୍ରାର୍ଥିପତ୍ର ଦାଖଲ କଲେ ସନ୍ନି

ଅମୃତସର,୨୯।୪: ପଞ୍ଜାବର ଗୁରୁଦାସପୁର ନିର୍ବାଚନ ମଣ୍ଡଳୀ ଲାଗି ସୋମବାର ଅଭିନେତାରୁ ନେତା ହେଇଥିବା ସନ୍ନି ଦେଓଲ ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ୬୨ ବର୍ଷୀୟ ସନ୍ନି...

ମୋଦିଙ୍କ ସମୟରେ ଉତ୍ତରପ୍ରଦେଶରେ ଅଧିକ ହିଂସାକାଣ୍ଡ ଘଟିଛି: ମାୟାବତୀ

ଲକ୍ଷ୍ନୌ,୧୫।୫: କେନ୍ଦ୍ରରେ ମୋଦି ସରକାର ଥିବା ସମୟରେ ଉତ୍ତରପ୍ରଦେଶରେ ଅଧିକ ହିଂସାକାଣ୍ଡ ଘଟିଥିବା ଅଭିଯୋଗ କରିଛନ୍ତି ବିଏସ୍‌ପି ଅଧ୍ୟକ୍ଷା ମାୟାବତୀ। ଏନେଇ ମାୟାବତୀ ବୁଧବାର ସୂଚନା...

‘ପପୁ ନୁହେଁ ସ୍ମାର୍ଟ ନେତା ରାହୁଲ ଗାନ୍ଧୀ’ : ରଘୁରାମ ରାଜନ

ନୂଆଦିଲ୍ଲୀ,୧୯ ।୧: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)ର ପୂର୍ବତନ ଗଭର୍ନର ରଘୁରାମ ରାଜନ ପୁଣିଥରେ ରାହୁଲ ଗାନ୍ଧୀଙ୍କର ପ୍ରଶଂସା କରିଛନ୍ତି । ରାଜନ କହିଛନ୍ତି ରାହୁଲ ଗାନ୍ଧୀ...

ପ୍ରତିଶୋଧ ନେଲା ଭାରତୀୟ ସେନା: ୮ ପାକ୍ ସେନା ନିହତ

ଶ୍ରୀନଗର,୧୩ ।୧୧: ପାକିସ୍ତାନ ପକ୍ଷରୁ ଶୁକ୍ରବାର ସୀମାରେ ପୁଣିଥରେ ଅନ୍ତ୍ରବିରତି ଉଲ୍ଲଂଘନ କରାଯାଇଛି । ନର୍ଥ କଶ୍ମୀରରେ ଏଲ୍‌ଓସିକୁ ଲାଗି ରହିଥିବା ୩ଟି ସେକ୍ଟରରେ ପାକିସ୍ତାନ...

ଇଟାଲୀ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୋଦି: ଦୁଇ ଦେଶ ମଧ୍ୟରେ ଷ୍ଟାର୍ଟଅପ ସେତୁ ହେବ ପ୍ରତିଷ୍ଠା

ନୂଆଦିଲ୍ଲୀ,୨।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କୁ ଭେଟିଛନ୍ତି। ଏହି ସମୟରେ ଦୁଇ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ ହୋଇଥିଲା।...

ପୁରସ୍କାର ପାଇଁ ନ୍ୟୁୟର୍କ ଯିବାକୁ ଦିଆଯାଇ ନ ଥିଲା

ନୂଆଦିଲ୍ଲୀ,୧୯ା୧୦: ପୁଲିଜର ପୁରସ୍କାର ବିଜେତା କଶ୍ମୀରୀ ଫଟୋଗ୍ରାଫର ସାନ୍ନା ଇର୍ସାଦ ମାଟ୍ଟୁଙ୍କୁ ଚଳିତ ବର୍ଷ ଦିଲ୍ଲୀ ବିମାନବନ୍ଦରରୁ ଦୁଇଥର ବିଦେଶ ଯିବାକୁ ଦିଆଯାଇ ନ ଥିବା...

Advertisement
Archives

Model This Week