Odisha Elections 2024

ଉତ୍ତର ପ୍ରଦେଶ ନିର୍ବାଚନ

ବିହାରରୁ ମୁହଁ ଫେରାଉଛନ୍ତି ଷ୍ଟାର ପ୍ରଚାରକ

ପାଟନା,୧୬ା୫: ଗୋଟିଏ ପଟେ ଲୋକ ସଭା ନିର୍ବାଚନରେ ଦେଶରେ ସରକାର ଗଠନ କରିବାକୁ କଂଗ୍ରେସ ଦାବି କରୁଛି, କିନ୍ତୁ ଅନ୍ୟପକ୍ଷରେ କଂଗ୍ରେସର ଷ୍ଟାର ପ୍ରଚାରକମାନେ କେଉଁଆଡ଼େ ଅନ୍ତର୍ଦ୍ଧାନ ହୋଇଯାଇଛନ୍ତି। ବିହାରର ୪୦ଟି ଆସନରେ ଅନୁଷ୍ଠିତ ନିର୍ବାଚନରେ କଂଗ୍ରେସ ମିଳିତ ମେଣ୍ଟ...

କଂଗ୍ରେସର ୯୭ ପ୍ରତିଶତ-ବିଏସ୍‌ପିର ୭୨ ପ୍ରତିଶତ ପ୍ରାର୍ଥୀ ଅମାନତ ହରାଇଲେ…

ଲକ୍ଷ୍ନୌ, ୧୨।୩ : ଉତ୍ତରପ୍ରଦେଶରେ ଅନୁଷ୍ଠିତ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ବହୁମତ ହାସଲ କରିଛି, ସମାଜବାଦୀ ପାର୍ଟି ଏହାକୁ ପ୍ରତ୍ୟେକ ଆସନରେ କଡ଼ା ମୁକାବିଲା କରିଛି। କିନ୍ତୁ ଦୀର୍ଘ ଦିନ ଧରି ଉତ୍ତରପ୍ରଦେଶର ରାଜନୀତିକୁ ଫେରିବାକୁ ଚେଷ୍ଟା କରୁଥିବା...

ଇଭିଏମ୍‌, ବାଲଟରେ ମଧ୍ୟ କେଶବ ପଛରେ

ଲକ୍ଷ୍ନୌ,୧୨।୩: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଭାଜପା ୨୭୩ ଆସନ ହାସଲ କରି ସରକାର ଗଢ଼ିବାକୁ ଯାଉଛି। ଇତିମଧ୍ୟରେ ଭାଜପାକୁ ଏକ ବଡ଼ ଝଟ୍‌କା ଲାଗିଛି। ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କୁ ନିଜ ଗଡ଼ରେ ହିଁ ପରାଜୟର ସାମ୍ନା କରିବାକୁ ପଡ଼ିଛି।...

ହୋଲି ପରେ ଶପଥ ଗ୍ରହଣ

ଲକ୍ଷ୍ନୌ,୧୨ ।୩: ଚଳିତ ବର୍ଷ ବିଧାନସଭା ନିର୍ବାଚନରେ ଉତ୍ତର ପ୍ରଦେଶରେ ଭାରତୀୟ ଜନତା ପାର୍ଟି(ଭାଜପା) ବହୁମତରେ ବିଜୟ ଲାଭ କରିଛି । ଏହାସହ ମୁଖ୍ୟମନ୍ତ୍ରୀ ଥିବା ଯୋଗୀ ଆଦିତ୍ୟନାଥ ଏହାକୁ ନେଇ କିଛି ରେକର୍ଡ କରିଛନ୍ତି । ୩୭ ବର୍ଷ...

ବିଧାୟକ ପଦରୁ ଇସ୍ତଫା ଦେଇପାରନ୍ତି ଅଖିଳେଶ-ଆଜମ

ଲକ୍ଷ୍ନୌ,୧୨।୩: ଚଳିତ ବର୍ଷ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ବହୁମତ ସହ ସଂଖ୍ୟାଗରିଷ୍ଠତାରେ ଭାଜପା ଐତିହାସିକ ବିଜୟ ଲାଭ କରିଛି। ପୁଣି ଥରେ ରାଜ୍ୟରେ ସରକାର ଗଢ଼ିବ ଭାଜପା। କିନ୍ତୁ ସମାଜବାଦୀ ପାର୍ଟି(ଏସ୍‌ପି)ର ମୁୁଖ୍ୟ ଅଖିଳେଶ ଯାଦବଙ୍କୁ କ୍ଷମତାକୁ ଫେରିବା ପାଇଁ...

ୟୁପି ବିଧାନସଭାକୁ ୩୬ ମୁସଲମାନ ପ୍ରାର୍ଥୀ ନିର୍ବାଚିତ

ଲକ୍ଷ୍ନୌ,୧୨ା୩(ଆଇଏଏନ୍‌ଏସ୍‌): ଚଳିତ ନିର୍ବାଚନରେ ଅଷ୍ଟାଦଶ ଉତ୍ତରପ୍ରଦେଶ ବିଧାନସଭାକୁ ୩୬ ମୁସଲମାନ ପ୍ରାର୍ଥୀ ନିର୍ବାଚିତ ହୋଇଛନ୍ତି। ଏହା ପୂର୍ବ ବିଧାନସଭା ତୁଳନାରେ ୨ ଅଧିକ। ଉତ୍ତରପ୍ରଦେଶ ଜନସଂଖ୍ୟାର ୨୦ ପ୍ରତିଶତ ମୁସଲମାନ ହୋଇଥିବାବେଳେ ନବନିର୍ବାଚିତ ବିଧାନସଭାରେ ସେମାନଙ୍କ ପ୍ରତିନିଧିତ୍ୱ ହାର ୮.୯୩...

ୟୁପିରେ ଭାଜପା, ପଞ୍ଜାବରେ ଏଏପିର ରେକର୍ଡ

ନୂଆଦିଲ୍ଲୀ,୧୨ା୩: ଉତ୍ତରପ୍ରଦେଶରେ ଭାଜପା ଏବଂ ପଞ୍ଜାବରେ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ବିଧାନସଭା ନିର୍ବାଚନରେ କେବଳ ଜବରଦସ୍ତ ବିଜୟ ହାସଲ କରିନାହାନ୍ତି, ବରଂ କିଛି ଦଶନ୍ଧିର ରେକର୍ଡ ଭାଙ୍ଗିଛନ୍ତି। ଉତ୍ତରପ୍ରଦେଶରେ ୧୯୭୭ ପରେ ଭାଜପା ଏକମାତ୍ର ଦଳ ଭାବେ ୪୦%...

୧୫ରେ ଯୋଗୀ ନେବେ ଶପଥ

ଲକ୍ଷ୍ନୌ,୧୧।୩: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ବହୁମତରେ ସଂଖ୍ୟାଗରିଷ୍ଠତାରେ ଭାଜପା ବିଜୟୀ ହେବା ପରେ ଏବେ ମନ୍ତ୍ରିମଣ୍ଡଳର ଶପଥ ଉତ୍ସବକୁ ନେଇ ଚର୍ଚ୍ଚା ଜୋର ଧରିଛି। ହୋଲି ପୂର୍ବରୁ କ୍ଷମତାକୁ ଫେରିଥିବା ନୂତନ ଭାଜପା ସରକାର ଶପଥ ଗ୍ରହଣ କରିପାରନ୍ତି। ଯୋଗୀ...

ଜେଲ୍‌ରେ ଥାଇ ଜିତିଲେ ନିର୍ବାଚନ

ଲକ୍ଷ୍ନୌ,୧୧।୩: ଉତ୍ତର ପ୍ରଦେଶର ବିଧାନସଭା ନିର୍ବାଚନରେ ଭାଜପା ବହୁମତ ହାସଲ କରି ସରକାର ଗଢିବାକୁ ଯାଉଛି। ତେବେ ରାଜ୍ୟର ସବୁଠୁ ହଟ୍‌ ଆସନ କୁହାଯାଉଥିବା ରାମପୁରରେ ସମାଜବାଦୀ ପାର୍ଟି ନେତା ଆଜମ ଖାନ୍‌ ବିଜୟ ହାସଲ କରିଛନ୍ତି। ଆଜମ ଏବେ...

ବିଏସ୍‌ପିକୁ ଗୋଟିଏ ସିଟ୍‌

ଲକ୍ଷ୍ନୌ,୧୦।୩: ଉତ୍ତରପ୍ରଦେଶର ରାଜନୀତିରେ ୩ଦଶନ୍ଧି ଧରି ପ୍ରଭାବଶାଳୀ ଭୂମିକା ଗ୍ରହଣ କରିଥିବା ମୟାବତୀଙ୍କ ନେତୃତ୍ୱାଧୀନ ବହୁଜନ ସମାଜ ପାର୍ଟି (ବିଏସ୍‌ପି)କୁ ୨୦୨୨ ବିଧାନସଭା ନିର୍ବାଚନରେ ମାଟି କାମୁଡ଼ିବାକୁ ପଡ଼ିଛି। ଦଳିତ ରାଜନୀତିରେ ଏକଦା ଆଗରେ ରହିଥିବା ମାୟାବତୀ ଓ ତାଙ୍କ...

ଆସନ ବଞ୍ଚାଇପାରିଲେନି ଉପମୁଖ୍ୟମନ୍ତ୍ରୀ

ଲକ୍ଷ୍ନୌ,୧୦।୩ : ଉତ୍ତରପ୍ରଦେଶ ଜନାଦେଶର ଚିତ୍ର ଏବେ ଧିରେ ଧିରେ ସ୍ପଷ୍ଟ ହେବାରେ ଲାଗିଛି। ଭାଜପା ସରକାରରେ ଉପମୁଖ୍ୟମନ୍ତ୍ରୀ ଥିବା କେଶବ ପ୍ରସାଦ ମୌର୍ଯ୍ୟ ସିରାଥୁ ବିଧାନସଭା ଆସନରୁ ପରାଜିତ ହୋଇଛନ୍ତି। ୭୩୩୭ ଭୋଟରେ ଏସ୍‌ପି ପ୍ରାର୍ଥୀ ପଲ୍ଲବୀ ପଟେଲ...

୨୦୨୨ ୟୁପି ଫଳାଫଳ ୨୦୨୪କୁ ଆମନ୍ତ୍ରଣ କରୁଛି

ନୂଆଦିଲ୍ଲୀ,୧୦।୩: ୨୦୨୨ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଐତିହାସିକ ଫଳାଫଳ ୨୦୨୪ ଲୋକ ସଭା ନିର୍ବାଚନର ଫଳାଫଳକୁ ଆମନ୍ତ୍ରଣ କରୁଛି। ଦିଲ୍ଲୀ ସ୍ଥିତ ଭାଜପା କାର୍ଯ୍ୟାଳୟରେ ଉଦ୍‌ବୋଧନ ଦେବା ବେଳେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉତ୍ତରପ୍ରଦେଶ, ଗୋଆ,...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri