ଭାରତ ସହ ସ୍ୱର ମିଳାଇଲା ଆମେରିକା, କହିଲା ୟୁକ୍ରେନରେ ଶାନ୍ତି ଫେରାଇ ଆଣିବ ଜରୁରୀ

ୱାଶିଂଟନ,୭ ।୧: ଆମେରିକା ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ନେଡ ପ୍ରାଇସ କହିଛନ୍ତି, ଆମେ ଭାରତ ସହ ସହମତ ଯେ ୟୁକ୍ରେନରେ ଶାନ୍ତି ଫେରି ଆସିବା ଜରୁରୀ । ୟୁକ୍ରେନବାସୀଙ୍କ ପାଇଁ ଭାରତର ସମର୍ଥନକୁ ଆମେ ସ୍ୱାଗତ କରୁଛୁ । ସେ ଆହୁରି ମଧ୍ୟ କହିଛନ୍ତି, ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସେହି କଥା ସହ ସହମତ ଯେ ବର୍ତ୍ତମାନର ଯୁଗ ଯୁଦ୍ଧର ଯୁଗ ନୁହେଁ । ଜି୨୦ ସମ୍ମିଳନୀରେ ବି ଏହି ସ୍ୱର ଉଠିଥିଲା ।
ନେଡ ପ୍ରାଇସ କହିଛନ୍ତି, ରୁଷିଆକୁ ଯୁଦ୍ଧ ପାଇଁ ଦାୟୀ ବୋଲି କହିବାକୁ ଆମେ କ’ଣ କରିବା ଦରକାର ସେ ନେଇ ଆମେରିକା ନିୟମିତ ଭାରତର ସମ୍ପର୍କରେ ରହିଛି । ଭାରତ ଓ ଆମେରିକା ଉଭୟ ଏକ ନିୟମ-ଆଧାରିତ ଅନ୍ତରାଷ୍ଟ୍ରୀୟ ବ୍ୟବସ୍ଥାକୁ ବଜାୟ ରଖିବାକୁ ପ୍ରତିବଦ୍ଧ, ଯାହା କ୍ଷେତ୍ରୀୟ ଅଖଣ୍ଡତା ଓ ସଂପ୍ରଭୁତାକୁ ସମ୍ମାନ କରିଥାଏ । ସେ କହିଛନ୍ତି, ଏହା ଆମର ଭାରତ ସହ ବିଶ୍ୱସ୍ତରୀୟ ରାଜନୈତିକ ଚୁକ୍ତିର କେନ୍ଦ୍ର ଅଟେ ।


Enter your email to get our daily news in your inbox.

All Right Reserved By Dharitri.Com

ଆଇଏମ୍‌ଏଫ୍‌ ପରିଚାଳନା ନିର୍ଦ୍ଦେଶକ ପଦବୀ: ଦୌଡ଼ରେ ରଘୁରାମ ରାଜନ ଆଗରେ

ଲଣ୍ଡନ,୨୨।୭: ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ରଘୁରାମ ରାଜନ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌)ର ପରିଚାଳନା ନିର୍ଦ୍ଦେଶକ ପଦବୀରେ ନିଯୁକ୍ତ ହେବା ଆଶା ଉଜ୍ବଳ ହୋଇଛି।...

ଥରିଲା ବାଂଲାଦେଶ

ଢାକା, ୨୪।୧୦: ବାଂଲାଦେଶରେ ଶନିବାର ସକାଳ ୮ଟା ୫୧ରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ଥିଲା ବୋଲି ଭୂକମ୍ପ ଗବେଷଣା...

ନାନ୍ସି ପେଲୋସିଙ୍କ ସ୍ବାମୀଙ୍କୁ ଆକ୍ରମଣ

ଓ୍ବାଶିଂଟନ,୨୯ା୧୦: ଆମେରିକା ହାଉସ୍‌ ସ୍ପିକର ନାନ୍ସି ପେଲୋସିଙ୍କ ସ୍ବାମୀ ପଲ୍‌ ପେଲୋସି(୮୨)ଙ୍କୁ ଶୁକ୍ରବାର ସକାଳେ ହିଂସାତ୍ମକ ଆକ୍ରମଣ ହୋଇଛି। ଆକ୍ରମଣକାରୀ ଜଣକ ଦମ୍ପତିଙ୍କ ସାନ୍‌ ଫ୍ରାନ୍ସିସ୍କୋ...

ଇଟାଲିରେ ଯୁବବର୍ଗଙ୍କ ପାଇଁ ଆବଶ୍ୟକ ପଡୁଛି ଭେଣ୍ଟିଲେଟର: ମାସ୍କ୍‌-ଗ୍ଳୋଭସ୍ ପିନ୍ଧିଥିବା ଡାକ୍ତର ବି କରୋନା ପଜିଟିଭ୍‌

ରୋମ, ୪ ।୪: ଇଟାଲିରେ କରୋନା ମୃତ୍ୟୁର ତାଣ୍ଡବ ରଚିଛି । ଏଠାରେ ସଂକ୍ରମିତ ଯୁବବର୍ଗଙ୍କ ପାଇଁ ମଧ୍ୟ ଭେଣ୍ଟିଲେଟରର ଆବଶ୍ୟକତା ପଡୁଥିବାରୁ ସରକାରଙ୍କ ଚିନ୍ତା...

ଟ୍ରମ୍ପ୍‌ ଉଠାଇବେ ଧର୍ମୀୟ ସ୍ବାଧୀନତା ପ୍ରସଙ୍ଗ

ଓ୍ବାଶିଂଟନ,୨୩ା୨(ପି.ଟି.): ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଦୁଇଦିନିଆ ଭାରତ ଗସ୍ତରେ ସୋମବାର ଆସୁଛନ୍ତି। ଅହମଦାବାଦରେ ତାଙ୍କୁ ସ୍ବାଗତ ପାଇଁ ବ୍ୟାପକ ଆୟୋଜନ କରାଯାଇଛି। ମଙ୍ଗଳବାର ନୂଆଦିଲ୍ଲୀରେ...

ୟୁକ୍ରେନ ପତାକାକୁ ଚୁମ୍ବନ ଦେଲେ ପୋପ

ଭାଟିକାନ୍‌ ସିଟି,୬।୪: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ୪୦ରୁ ଅଧିକ ଦିନ ହେବ ଯୁଦ୍ଧ ଚାଲିଛି। ନିକଟ ଅତୀତରେ ୟୁକ୍ରେନର ବୁଚା ସହରରୁ ଅନେକ ମୃତଦେହ...

ସୁରକ୍ଷା-ଶାନ୍ତି କେଉଁଠି ? ସୁରକ୍ଷା ପରିଷଦରେ ଜେଲେନସ୍କିଙ୍କ ପ୍ରଶ୍ନ…

ଜେନେଭା, ୬।୪ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ  ଯୁଦ୍ଧ ଜାରି ରହିଛି। ଅପରପକ୍ଷରେ, କ୍ୱିଭ୍‌ର ବୁଚାଠାରେ ହୋଇଥିବା ହତ୍ୟାକାଣ୍ଡର ଫଟୋ ଏବେ ସୋସିଆଲ ମିଡ଼ିଆରେ...

ଚଳନ୍ତା କାର୍‌ରେ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଲେ ଯୁବକ, ଘଟିଲା ଏମିତି…

ଓ୍ବାଶିଂଟନ,୧୯ା୬: ଆମେରିକାର କାଲିଫର୍ନିଆର ସେନ୍‌ ଜୋସ ସହରରେ ଜଣେ ଡ୍ରାଇଭର ଜଣେ ମହିଳାଙ୍କୁ ଦୁର୍ଘଟଣା ଘଟାଇ ମାରିବା ସହ ଦୁଇ ଲୋକଙ୍କୁ ଆହତ କରିଥିବା ଅଭିଯୋଗ...

Advertisement
Archives

Model This Week