Advertisement

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୩୦, ୨୦୨୨)

ଏକ୍ସପ୍ୟାରୀ ହୋଇ ଥିବା ଖାଦ୍ୟ ପ୍ୟାକେଟ କୁ ଶିଶୁ ଭବନ ରିଙ୍ଗ ରୋଡ ପାର୍ଶ୍ୱରେ ଫିଙ୍ଗା ଯାଉଥିବା ବେଳେ ବୁଲା ଗୋରୁ ଗାଈ ପଲିଥିନ ପ୍ୟାକେଟ କୁ ଖାଉଛନ୍ତି

ବିହାରୀ ସମ୍ପ୍ରଦାୟର ଲୋକମାନେ ଭୁବନେଶ୍ୱରର କୁଆଖାଇ ନଦୀ କୂଳରେ ସୂର୍ଯ୍ୟ ଦେବତାଙ୍କୁ ପୂଜା କରୁଛନ୍ତି

 

ସି.ଆର.ପି.ଏଫ ଯବାନମାନେ ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ମୋଟରସାଇକେଲ୍ ରାଲିରେ ଭୁବନେଶ୍ୱରରୁ କଟକ ଯାଉଛନ୍ତି

 

ବିହାରୀ ସମ୍ପ୍ରଦାୟର ମହିଳାମାନେ କଟକସ୍ଥିତ କାଠଯୋଡ଼ି ଦେବୀଗଡା ଠାରେ ସୂର୍ଯ୍ୟ ଦେବତାଙ୍କୁ ପୂଜା କରୁଛନ୍ତି

କଟକଠାରେ ବାଲିଯାତ୍ରା ପାଇଁ ପ୍ରସ୍ତୁତି ଚାଲିଛି

 

ଆଗକୁ କାର୍ତ୍ତିକ ପୂର୍ଣ୍ଣିମା କଟକସ୍ଥିତ ଚୌଧୁରୀ ବଜାର ଅଞ୍ଚଳରେ ଜଣେ ବ୍ୟକ୍ତି କାଗଜ ଡଙ୍ଗା ପ୍ରସ୍ତୁତ କରୁଛନ୍ତି

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (ଜୁଲାଇ ୮, ୨୦୨୧)

ଭୁବନେଶ୍ୱରର ବାପୁଜୀନଗର ଠାରେ ପ୍ରବଳ ଭିଡ ଯୋବ୍ରା ରେଳ ବ୍ରିଜ୍, କଟକ ଠାରେ ମହାନଦୀରେ ମତ୍ସ୍ୟଜୀବୀ ମାନେ ମାଛ ଧରୁଛନ୍ତି ଜଣେ ଶାରୀରିକ ଅକ୍ଷମ ବ୍ୟକ୍ତି...

ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୧୦, ୨୦୨୦)

କଟକ ସହର ଶଟ୍‌ଡାଉନ ଫଳରେ ଜୋବ୍ରା ଆନିକଟ ବ୍ୟାରେଜ ଶୂନ୍‌ଶାନ୍‌   ମାଲ ଗୋଦାମ ଓଭରବ୍ରିଜ ରାସ୍ତା ପାର୍ଶ୍ୱରେ ଆତ କିଣୁଥିବା ଗ୍ରାହକ   ଆସନ୍ତା...

ଓଡ଼ିଶା: ଆଜିର ଫଟୋ ( ନଭେମ୍ବର ୨୬, ୨୦୨୨)

ଭୁବନେଶ୍ୱର କଲିଙ୍ଗ ଷ୍ଟାଡିୟମରେ ଓଡିଶା ମହିଳା ଲିଗ୍ ଫୁଟବଲର ଜର୍ସି ଉନ୍ମୋଚନ ସମାରୋହରେ ଓଡିଶା କ୍ରୀଡା ମନ୍ତ୍ରୀ ତୁଷାରକାନ୍ତ ବେହେରା, ଏଫଏଓ ସଚିବ ଆଶୀର୍ବାଦ ବେହେରା...

ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୮, ୨୦୨୧)

ହଷ୍ଟେଲ ତୁରନ୍ତ ଖୋଲିବାକୁ ଦାବି କରି ଏସସିବି କଲେଜ ଏବଂ ନର୍ସିଂ ଛାତ୍ରୀଛାତ୍ରମାନେ ମୁଖ୍ୟ ଫାଟକ ବାହାରେ ବିକ୍ଷୋଭ ପ୍ରଦର୍ଶନ ପ୍ରଦର୍ଶନ କରୁଛନ୍ତି କଲେଜ ଖୋଲିବାର...

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୨୩, ୨୦୨୦)

କାଠଯୋଡ଼ି ବନ୍ୟା ଜଳରେ ମାଛ ଧରିବା ପାଇଁ ଦୁଇଜଣ ମତ୍ସ୍ୟଜୀବୀ ଲୋକମାନେ ଗଣେଶ ମୂର୍ତ୍ତିଗୁଡ଼ିକୁ କୁଆଖାଇ ନଦୀରେ ବିସର୍ଜନ କରୁଛନ୍ତି ପୋଟାପୋଖରୀ ରାସ୍ତାରେ ଥିବା ଏକ...

ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୬, ୨୦୨୧)

କଟକରେ ଜଳାଶୟ ଉପରେ ଉଡିଯାଉଛନ୍ତି ପକ୍ଷୀ   କଟକ ନୂଆପାଟଣା ରାସ୍ତାରେ ଜମି ରହିଛି ବାଲି   କଟକ ଶୈଳବାଳା ମହିଳା ସ୍ବୟଂଶାସିତ ମହାବିଦ୍ୟାଳୟରେ ଆୟୋଜିତ...

ଓଡ଼ିଶା: ଆଜିର ଫଟୋ (ଡିସେମ୍ବର ୫, ୨୦୨୦)

ଭୁବନେଶ୍ୱର କୋର୍ଟ ସମ୍ମୁଖରେ ଶିଶୁକୁ ଧରି ଯାଉଛନ୍ତି ଜଣେ ମହିଳା ଭୁବନେଶ୍ୱରରେ ଦୁଇ ବାଳିକା ବିକ୍ରି ଉଦ୍ଦେଶ୍ୟରେ ଛାଞ୍ଚୁଣୀ ଧରି ରାସ୍ତାରେ ଯାଉଛନ୍ତି ପ୍ରଥମାଷ୍ଟମୀ ଉପଲକ୍ଷେ...

ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୨୩, ୨୦୨୧)

ଭୁବନେଶ୍ୱର ବରମୁଣ୍ଡାରେ ବିଡିଏ ପକ୍ଷରୁ ବେଆଇନ ନିର୍ମାଣ ଉଚ୍ଛେଦ   କଟକରେ ନକଲି ସିମେଣ୍ଟ କାରଖାନା

Advertisement
Archives

Model This Week