‘ଟମାଟୋ ଫ୍ଲୁ’: ଖୁବଶୀଘ୍ର ଜାରି ହେବ ଗାଇଡ୍‌ଲାଇନ

ଭୁବନେଶ୍ବର,୨୦।୫(ବ୍ୟୁରୋ) : ‘ଟମାଟୋ ଫ୍ଲୁ’କୁ ନେଇ ଆଗୁଆ ସତର୍କ ହୋଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ। ରାଜ୍ୟର ଶିଶୁରୋଗ ବିଶେଜ୍ଞମାନଙ୍କ ସହିତ ଗୁରୁବାର ଏ ସଂପର୍କରେ ଆଲୋଚନା କରାଯାଇଥିଲା। ତେବେ ଯେଉଁ ଶିଶୁମାନେ ଏଥିରେ ଆକ୍ରାନ୍ତ ହେବେ ଦେମାନଙ୍କର ନମୁନା ପଠାଇବାକୁ ଜିଲାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତେବେ କିଭଳି ଢଙ୍ଗରେ ନମୁନା ସଂଗ୍ରହ କରାଯିବ ସେନେଇ ଏକ ସବିଶେଷ ଗାଇଡ୍‌ଲାଇନ ଖୁବଶୀଘ୍ର ଜାରି କରାଯିବ ବୋଲି ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା.ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫-ଟିରେ ଅନୁଗୋଳର ୫୦ ହାଇସ୍କୁଲ

ଅନୁଗୋଳ ଅଫିସ,୧୭ା୪ ଅନୁଗୋଳ ଜିଲାରେ ବଦଳିବ ହାଇସ୍କୁଲ ଶିକ୍ଷାର ଭିତ୍ତିଭୂମି। ଶୈକ୍ଷିକ ବ୍ୟବସ୍ଥାରେ କରାଯିବ ବଡ଼ ପରିବର୍ତ୍ତନ। ନୂଆ ରୂପରେଖ ସହ ଗୁଣାତ୍ମକ ଶିକ୍ଷା ପାଇଁ...

ହୀରାକୁଦ ଡ୍ୟାମ୍‌ର ଗୋଟିଏ ଗେଟ୍‌ ଖୋଲା

ସମ୍ବଲପୁର,୬।୭ (ବ୍ୟୁରୋ): ହୀରାକୁଦ ଡ୍ୟାମ୍‌ର ଜଳସ୍ତର ରବିବାର ରାତି ୯ଟା ସୁଦ୍ଧା ୫୯୯.୯୩ ଫୁଟ୍‌ ରହିଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୨୭,୬୯୦ କ୍ୟୁସେକ ଜଳ...

ଟାଟା ଷ୍ଟିଲର ଭ୍ରାମ୍ୟମାଣ ମେଡିକାଲ ୟୁନିଟ କ୍ରିୟାଶୀଳ

ଡୁବୁରୀ,୨୪।୮(ଡି.ଏନ୍‌.ଏ.)- ସୁକିନ୍ଦା ଓ ଦାନଗଦୀ ବ୍ଲକ ଆଦିବାସୀ ତଥା ଦୁର୍ଗମ ଅଞ୍ଚଳର ଲୋକଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟସେବା ପ୍ରଦାନ ଲକ୍ଷ୍ୟରେ ଟାଟାଷ୍ଟିଲ୍‌ କଳିଙ୍ଗନଗର ପକ୍ଷରୁ ୨୦୧୩ରୁ ଆରମ୍ଭ...

ବସନ୍ତମଞ୍ଜରୀ ହସ୍ପିିଟାଲର ଉନ୍ନତୀକରଣ ପାଇଁ ବୈଠକ

ଭୁବନେଶ୍ୱର,୫ା୧୧(ବ୍ୟୁରୋ): ନୟାଗଡ଼ ଜିଲା ରଣପୁର ଚାନ୍ଦିପୁରସ୍ଥିତ ବସନ୍ତ ମଞ୍ଜରୀ ହସ୍ପିଟାଲର ଉନ୍ନତୀକରଣ ଦିଗରେ ସୋମବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କ...

ସାରା ରାଜ୍ୟକୁ ଛୁଇଁଲା ମୌସୁମୀ ବାୟୁ

ଭୁବନେଶ୍ୱର,୨୦।୬(ବ୍ୟୁରୋ): ସାରା ରାଜ୍ୟକୁ ଅଗ୍ରସର ହେଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଟୁଇଟ୍‌ କରି ସୂଚନା...

ବନ୍ଧୁ ବିନା ଜୀବନ ରଙ୍ଗହୀନ

ଭୁବନେଶ୍ୱର, ୪ା୮(ବ୍ୟୁରୋ)/ କଟକ ଅଫିସ: ‘ବନ୍ଧୁ’ – ତୁମ ଖୁସିରେ ଯିଏ ଖୁସି ହୁଏ। ତୁମକୁ ସବୁ ବେଳେ ଆଗକୁ ବଢିବାରେ ପ୍ରେରଣା ଦିଏ। ଯିଏ...

ସାଇଡ୍‌ମରାରୁ ଗଣ୍ଡଗୋଳ, ପାଟି ବନ୍ଦ କରିବାକୁ କହିବାରୁ ହତ୍ୟା

ଭୁବନେଶ୍ୱର,୧୩।୧(ବ୍ୟୁରୋ): ସୁନ୍ଦରପଦାର ଦୀପକ କୁମାର ରାଉତରାୟଙ୍କ ହତ୍ୟା ମାମଲାରେ ଏୟାରଫିଲ୍ଡ ଥାନା ପୋଲିସ ଆଉ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏଥିସହ ଘଟଣାର ରହସ୍ୟ ଉନ୍ମୋଚନ...

ନାଁ ବଦଳାଇ ପୁଣି ଜବରଦଖଲ: ରଙ୍ଗିଲା ହଟିଲା, ତାରିଣୀ ଲାଗିଲା

ଭୁବନେଶ୍ୱର, ୨୬।୯(ବ୍ୟୁରୋ): ପ୍ରବଳ ଉତ୍ତେଜନା ଓ ଆନ୍ଦୋଳନ ପରେ ଉଚ୍ଛେଦ ହୋଇଥିଲା ମାଷ୍ଟରକ୍ୟାଣ୍ଟିନ ବସ୍‌ ଟର୍ମିନାଲ ନିକଟରେ ଜବରଦଖଲରେ ଥିବା ରଙ୍ଗିଲା ଢାବା। ମୁଖ୍ୟ ଶାସନ...

Advertisement
Archives

Model This Week