ଓଡିଶା: ଆଜିର ଫଟୋ ( ଜୁଲାଇ ୯, ୨୦୨୨)

ପୁରୀରେ ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା ସମୟର କିଛି ଦୃଶ୍ୟ

 

ମହାପ୍ରଭୁଙ୍କ ଲୀଳାକ୍ଷେତ୍ର ଗଡ଼ ଖୋର୍ଦ୍ଧାରେ ବାହୁଡ଼ା ଯାତ୍ରା

 

କଟକ ଚାନ୍ଦିନୀ ଚୌକରେ ବାହୁଡ଼ା ଯାତ୍ରା

କଟକ ଦୋଳମୁଣ୍ଡାଇ ଜଗନ୍ନାଥ ମନ୍ଦିର ସମ୍ମୁଖରେ ପହଞ୍ଚିଛି ତିନି ରଥ

 

ଭୁବନେଶ୍ୱର ରସୁଲଗଡ଼ ଗାଁରେ ବାହୁଡ଼ା ଯାତ୍ରା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ଜାନୁୟାରୀ ୧, ୨୦୨୨)

ଭୁବନେଶ୍ୱର ରାମମନ୍ଦିରରେ ନୂଆବର୍ଷ ଲାଗି ଦୀପ ପ୍ରଜ୍ୱଳନ   ଭୁବନେଶ୍ୱର ସୁନ୍ଦରପଦାରେ ବଗଙ୍କ ମନୋରମ ସମାବେଶ   କଟକ ସିଲଭର ସିଟି ବୋଟିଂ କ୍ଲବରେ ନୂଆବର୍ଷ ପାଇଁ...

ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୨୭ , ୨୦୨୨)

ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ତୈଳଚିତ୍ର କଟକସ୍ଥିତ ମଧୁପାଟଣା-ଲିଙ୍କ୍ ରୋଡ୍ ଓଭରବ୍ରିଜ୍ ସ୍ତମ୍ଭରେ ଚିତ୍ରିତ କରାଯାଇଛି କଟକ ନିକଟରେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଥିବାବେଳେ...

ଓଡ଼ିଶା: ଆଜିର ଫଟୋ (ମେ ୧୩, ୨୦୨୨)

ଭୁବନେଶ୍ୱର ବରମୁଣ୍ଡା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ପିଲାଙ୍କ ଜଳକ୍ରୀଡା   ପ୍ରବଳ ଖରା: ଦୁଇ ଯୁବତୀ  ଛତା ଧରି ରାସ୍ତାରେ ଯାଉଛନ୍ତି   ଭୁବନେଶ୍ୱର...

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୨୧, ୨୦୨୧)

 ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିର ଐତିହ୍ୟ କରିଡ଼ର ପାଇଁ ଗଜପତି ମହାରାଜ ଶ୍ରୀନହରରେ ଗୁଆ ଟେକି କାର୍ଯ୍ୟର ଶୁଭାରମ୍ଭ କରୁଛନ୍ତି ଛାଡଖାଇ ଉପଲକ୍ଷେ ଭୁବନେଶ୍ୱରରେ ମାଛ, ମାଂସ କିଣିବାପାଇଁ ...

ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୨୮, ୨୦୨୧)

କଟକର ନୟା ସଡକ ଛକ ସ୍କୋୟାରରେ ମାରୱାରୀ ସମ୍ପ୍ରଦାୟ ପକ୍ଷ୍ୟରୁ ଅନୁଷ୍ଠିତ ହୋଲି କା ଡାହାଣ ପୂଜା   କଟକସ୍ଥିତ ବକ୍ସି ବଜାର ବଢ଼େଇ ସାହିରେ...

ଓଡ଼ିଶା: ଆଜିର ଫଟୋ (ଜୁନ ୧୩ , ୨୦୨୧)

ଭୁବନେଶ୍ୱର ରେ ଲଘୁଚାପ ଜନିତ ବର୍ଷା    ସାପ୍ତାହିକ ସଟଡାଉନ ଗାଡି ମୋଟର ବନ୍ଧ ରେଳ ଷ୍ଟେସନ ବାହାରେ ଲୋକ ମାନେ ତଳେ ବସିଛନ୍ତି ଏଜି...

ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୨୫, ୨୦୨୧)

କୋଭିଡ-୧୯ ଭୟ ମଧ୍ୟରେ ଛାତ୍ରମାନେ କଟକ ରେଭେନ୍ସା ୟୁନିଭରସିଟି ହଷ୍ଟେଲ ଖାଲି କରୁଛନ୍ତି    ଗୁରୁ କେଳୁ ଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଗୁଞ୍ଜନ...

ଓଡ଼ିଶା: ଆଜିର ଫଟୋ (ଜାନୁୟାରୀ ୨୨, ୨୦୨୨)

ଭୁବନେଶ୍ୱରରେ ରାସ୍ତା ପାର୍ଶ୍ଵ ପ୍ରାଚୀର ସୌନ୍ଦର୍ଯ୍ୟକରଣ ଲାଗି ଚିତ୍ର ଆଙ୍କୁଛନ୍ତି ଚିତ୍ରକର   ଭୁବନେଶ୍ୱରରେ ଗଣତନ୍ତ୍ର ଦିବସ ପ୍ୟାରେଡ଼ ଲାଗି ଅଭ୍ୟାସ   ଭୁବନେଶ୍ୱର ରବିନ୍ଦ୍ର...

Advertisement
Archives

Model This Week