ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୩୦, ୨୦୨୧)

କଟକ ରାଣୀହାଟ ପୋଲ ଫୁଟପାଥରେ ବିକ୍ରୟ ପାଇଁ ଧାନ ବେଣ୍ଟକୁ ଟାଙ୍ଗୁଛନ୍ତି ବ୍ୟବସାୟୀ

 

ଏଡ୍ସ ଓ କରୋନା ଲାଗି ଭୁବନେଶ୍ୱରରେ ପଥପ୍ରାନ୍ତ ସଚେତନତା ବାର୍ତ୍ତା

 

ଜୁନିୟର ହକି ବିଶ୍ୱକପ ଲାଗି ଭୁବନେଶ୍ୱରରେ ପାଚେରୀକୁ ଚିତ୍ରିତ କରାଯାଉଛି

  ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚ ଓଡିଶା ହକି ପୁରୁଷ ଜୁନିୟର ବିଶ୍ୱକପରେ ପାକିସ୍ତାନ ଓ ୟୁନାଇଟେଡ ଷ୍ଟେଟ୍ସ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ – ପାକିସ୍ତାନ ୧୮-୨ରେ ବିଜୟୀ

ଏଫଆଇଏଚ ଓଡିଶା ହକି ପୁରୁଷ ଜୁନିୟର ବିଶ୍ୱକପରେ ପୋଲାଣ୍ଡ ଓ ଚିଲି ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ – ପୋଲାଣ୍ଡ ୨- ୧ରେ ବିଜୟୀ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୧୦ ଅକ୍ଟୋବର, ୨୦୨୬ )

ଛାତ୍ର ସଂସଦ ନିର୍ବାଚନରେ ପ୍ରାର୍ଥୀପତ୍ର ନାକଚ ହେବା ପ୍ରତିବାଦରେ ରେଭେନ୍ସା ବିଶ୍ୱବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ   ଛାତ୍ର ସଂସଦ ନିର୍ବାଚନରେ ନାମାଙ୍କନପତ୍ର ନାକଚ…

ଓଡ଼ିଶା: ଆଜିର ଫଟୋ ( ୭ ଅକ୍ଟୋବର, ୨୦୨୬ )

ଛାତ୍ର ସଂସଦ ନିର୍ବାଚନ ପରିପ୍ରେକ୍ଷୀରେ କଟକ ଶୈଳବାଳା ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ଏବିଭିପିର ଛାତ୍ରୀ ପ୍ରତିନିଧିମାନେ     କଟକର ବିଭିନ୍ନ ଦେବୀପୀଠରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?