ଖାଲଖମାରେ ପୂରିଛି ରାସ୍ତା, ଯାତାୟାତରେ ସମସ୍ୟା

ସିଂହପୁର,୧୪ା୫(ଡି.ଏନ୍‌.ଏ.): ଯାଜପୁର ଜିଲା ବିଞ୍ଝାରପୁର ଜଳସମ୍ପଦ ବିଭାଗ ଅନ୍ତର୍ଗତ ସିଂହପୁର ସେକ୍ସନର ନୂଆମାହାରା ଦକ୍ଷିଣ ପାର୍ଶ୍ୱର ଜରିଠାରୁ ଛୋଟାଗଡ଼ି ପର୍ଯ୍ୟନ୍ତ ୭ କିମି ରାସ୍ତା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଅଦିନିଆ ବର୍ଷା ହେଲେ ମଧ୍ୟ ଯାତାୟାତ କରିବା କଷ୍ଟକର। ଏହି ରାସ୍ତାରେ ଚାରିବର୍ଷ ତଳେ ମୋରମ ପଡ଼ିଥିଲା। ଏବେ ମୋରମ ଉଠିଯାଇ ଖାଲଖମାରେ ପୂରିଯାଇଛି। ଫଳରେ ପ୍ରତିଦିନ ଦୁର୍ଘଟଣା ଘଟୁଛି। ସ୍କୁଲ କଲେଜ ଯିବାରେ ଛାତ୍ରୀଛାତ୍ର ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ଷାଦିନ ପୂର୍ବରୁ ଉକ୍ତ ରାସ୍ତା ମରାମତି ଜରୁରୀ ହୋଇପଡ଼ିଛି। ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀଗୁଣ୍ଡିଚା ମନ୍ଦିର ଭିତର ଫଟୋ ଭାଇରାଲ

ପୁରୀ ଅଫିସ,୮।୭: ପୁଣି ଶ୍ରୀଗୁଣ୍ଡିଚା ମନ୍ଦିର ଭିତର ଫଟୋ ଭାଇରାଲ ହୋଇଛି। ଜଣେ ବଙ୍ଗୀୟ ପର୍ଯ୍ୟଟକ ଏହି ଫଟୋ ଭାଇରାଲ କରିଥିବା ଚର୍ଚ୍ଚା ହେଉଛି ।...

ଗଁ।ରେ ରଖିବାକୁ ବାସନ୍ଦ ପରିବାରଙ୍କ ନିବେଦନ

ହିଞ୍ଜିଳିକାଟୁ,୨୦ା୧୦(ଡି.ଏନ୍‌.ଏ.)-ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ବଡ଼ଖଣ୍ଡି ଗ୍ରାମରେ ଜଣେ ବିବାହିତା ମହିଳା ଚାକିରୀ ନ ଛାଡ଼ିବାରୁ ଗ୍ରାମ୍ୟ କମିଟି କଙ୍ଗାରୁ କୋର୍ଟ କରି ମହିଳାଙ୍କ ମା’...

ହାସ୍ୟ ଅଭିନେତା ଶିବୁ ଦାଦାଙ୍କ ପରଲୋକ

ଯାଜପୁର ଟାଉନ,୬ା୧ (ଡି.ଏନ.ଏ.): ଯାଜପୁର ଜିଲାର ଜଣେ ଜଣାଶୁଣା ହାସ୍ୟ ଅଭିନେତା ଦେବାଶିଷ ବୋଷ ଓରଫ ଶିବୁଦାଦାଙ୍କ ମଙ୍ଗଳବାର ପରଲୋକ ହୋଇଯାଇଛି ା ତାଙ୍କୁ ୪୨...

କାମ ନ ସରି ରାସ୍ତା ଫାଟିଲା

ନିଶ୍ଚିନ୍ତକୋଇଲି,୨୬। ୬(ଅଶୋକ କୁମାର ମହାପାତ୍ର): ନିଶ୍ଚିନ୍ତକୋଇଲି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଖନ୍ଦଳ ଠାରୁ ଝାଡ଼େଶ୍ୱପୁର ଭାୟା ଉମର ରାସ୍ତା...

ଗୋଷ୍ଠୀ ସଂକ୍ରମଣ ଆଶଙ୍କା: ଖୋର୍ଦ୍ଧାରେ ପାଳନ ହେବନି ରଜ, ଶୁକ୍ରବାରଠାରୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ଜାରି

ଖୋର୍ଦ୍ଧା ଅଫିସ,୧୨।୬: କରୋନା ଲାଗି ଫିକା ପଡିବ ଓଡ଼ିଆଙ୍କ ଗଣ ପର୍ବ ରଜ। ବାହାରେ ହୋଇ ପାରିବ ନାହିଁ ସାମୁହିକ କାର୍ଯ୍ୟକ୍ରମ। ଶୁକ୍ରବାରଠାରୁ ଆସନ୍ତା ୨୦...

ଜଳବନ୍ଦୀରେ ୩୨ ପରିବାର

ପିପିଲି,୬।୮(ଦୁର୍ଗାମାଧବ ମିଶ୍ର)ବନ୍ୟାଜଳ ଆସିବା ପରେ ପିପିଲି ବ୍ଲକ ପୋପରଙ୍ଗା ପଞ୍ଚାୟତର ପାଚଲପୁର ଗାଁର ୩୦ ପରିବାର ଜଳବନ୍ଦୀରେ ଅଛନ୍ତି। ଗଙ୍ଗୁଆ ନାଳପାଣି ଗାଁରେ ଜଳବନ୍ଦୀ ଅବସ୍ଥା...

ଅଗ୍ନିକାଣ୍ଡରେ ଜଳିଗଲା ୬ ବଖରା

ବୌଦ୍ଧ,୧୧।୪(ସ୍ବ.ପ୍ର): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଛତରଙ୍ଗ ପଞ୍ଚାୟତର ମହୁମୁଣ୍ଡିଆରେ ଶନିବାର ଆକସ୍ମିକ ଅଗ୍ନିକାଣ୍ଡ ଘଟି ୩ଟି ପରିବାରର ୬ ବଖରା ଘର ଜଳି ଭସ୍ମୀଭୂତ...

ଦର ବୃଦ୍ଧି ନ କଲେ ଆଖୁ ଦେବେନି ଚାଷୀ

ଆସିକା,୧ା୨(ଡି.ଏନ୍‌.ଏ.)-ଆସିକା ସମବାୟ ଚିନିଶିଳ୍ପରେ ଚଳିତ ବର୍ଷ ପାଇଁ ଶୁକ୍ରବାର ମଧ୍ୟାହ୍ନରେ ଆଖୁପେଡା ଆରମ୍ଭ ହୋଇଛି। ଶୁଭ ମୂହୁର୍ତ୍ତ ଦିନ ପ୍ରାୟ ୧ଟାବେଳେ କାରଖାନା ଆଖୁ ନାଳିରେ...

Advertisement
Archives

Model This Week