Posted inଫୁରସତ

‘ଆଇ ପ୍ରମିଜ୍‌ ଟୁ ବି ଓ୍ବିଥ୍‌ ୟୁ’…

ଭୁବନେଶ୍ୱର, ୧୧। ୨(ବନ୍ଦନା ସେଠୀ)‘ଆଇ ପ୍ରମିଜ୍‌ ଟୁ ବି ଓ୍ବିଥ୍‌ ୟୁ ଫର୍‌ ଲାଇଫ୍‌ଟାଇମ୍‌, ମାଇଁ ଲଭ୍‌’…। ପ୍ରେମ ସପ୍ତାହର ପଞ୍ଚମ ଦିନ ଅର୍ଥାତ୍‌ ରବିବାର ଏଭଳି କିଛି ପ୍ରତିଶ୍ରୁତି ଦିଆନିଆ କରିବେ ପ୍ରେମୀଯୁଗଳ। ସମ୍ପର୍କ ସେତେବେଳେ ତିଷ୍ଠି ରହେ, ଯେତେବେଳେ ସେଥିରେ ବିଶ୍ୱାସ, ଭରସା ଆଉ ପରସ୍ପରକୁ ଦିଆଯାଇଥିବା ପ୍ରତଶ୍ରୁତିକୁ ପୂରଣ କରାଯାଏ। ସେଥିପାଇଁ ପ୍ରେମୀଯୁଗଳ ଏହି ଦିନଟିକୁ ଚାହିଁ ରହିଥାନ୍ତି, ଯେତେବେଳେ ସେମାନେ ନିଜନିଜ ପାର୍ଟନରଙ୍କଠାରୁ ପ୍ରେମକୁ ଆହୁରି ମଜଭୁତ କରିବାକୁ ପ୍ରତିଶ୍ରୁତି ନେବେ। ଦୂରରେ ରୁହନ୍ତୁ କି ପାଖରେ ପରସ୍ପର ପ୍ରତି ବିଶ୍ୱସ୍ତ ରହିବେ। ଯେ କୌଣସି ପ୍ରତିକୂଳ ପରିସ୍ଥିତି ଆସିଲେ ବି କେହି କାହାର ହାତ ଛାଡ଼ିବେ ନାହିଁ। କେବଳ ପ୍ରତିଶ୍ରୁତି ନୁହେଁ, ସୋସିଆଲ ମିଡିଆରୁ କୋଟେସନ୍‌, ଶାୟରୀ ନେଇ ସେଥିରେ ନିଜର ଭାବନାକୁ ରଖି ପରସ୍ପରକୁ ମେସେଜ୍‌ ଦିଆନିଆ ମଧ୍ୟ ଚାଲିବ। ଖାଲି ସେତିକି ନୁହେଁ, ପୂର୍ବ ବର୍ଷ ପ୍ରୋମିଜ୍‌ ଡେ’ରେ ଯାହା ପ୍ରତିଶ୍ରୁତି ଦିଆ ହୋଇଥିଲା ତାହା କେତେଦୂର ପାଳନ ହୋଇଛି ତା’ର ମଧ୍ୟ ହିସାବ କିତାବ ହେବ। ଆଉ ଏହା ଭିତରେ ମିଛିମିଛିକା ରାଗରୁଷା, ଅଭିମାନକୁ ମନାଇବାକୁ ଯାଇ ପ୍ରେମୀଯୁଗଳ ନିଜର ପ୍ରେମରେ ଆଉ ଟିକେ ନିବିଡ଼ତା ଭରିବାକୁ ଚେଷ୍ଟା କରିବେ। ରବିବାର ପ୍ରୋମିଜ୍‌ ଡେ’ ପଡୁଥିବାରୁ ବିଭିନ୍ନ ପାର୍କ, ରେଷ୍ଟୁରାଣ୍ଟ, ସିନେମା ହଲ୍‌ ଓ ପର୍ଯ୍ୟଟନସ୍ଥଳରେ ପ୍ରେମୀଯୁଗଳଙ୍କ ଭିଡ଼ ଦେଖିବାକୁ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ପ୍ରବଳ ବର୍ଷିବ: ୩ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ

ଭୁବନେଶ୍ୱର,୧୮।୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେବା ପରେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା…

ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରାଯିବ କାମ: ଛତ୍ରପୁର ବିଧାୟକ ଦେଲେ କଡ଼ା ନିର୍ଦ୍ଦେଶ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ): ଆର୍ଯ୍ୟପଲ୍ଲୀ ପ୍ରଭାବିତ ଅଞ୍ଚଳରେ ସମୁଦ୍ର କୂଳ ସୁରକ୍ଷା ଓ କ୍ଷୟ ରୋକିବା ଦାବିରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ସୋମବାର ସନ୍ଧ୍ୟାରେ ଗଞ୍ଜାମ ଜିଲାପାଳଙ୍କ ସମ୍ମିଳନୀ…

ଶୋଇଥିଲେ ୭ ବର୍ଷର ଶିଶୁ, କାମୁଡ଼ିଲା ସାପ: ଆଉ ତା’ପରେ…

ନର୍ଲା,୧୭।୮(ସନ୍ତୋଷ ପାତ୍ର)-କଳାହାଣ୍ଡି ଜିଲା ନର୍ଲା ଥାନା ଅନ୍ତର୍ଗତ କମର୍ଦ୍ଧା ପଞ୍ଚାୟତ ଉଲିଗୁଞ୍ଜେର ଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ସାପ କାମୁଡାରେ ଜଣେ ୭…

JSSC CGL ପରୀକ୍ଷା ବାତିଲ: ଶେଷରେ ଛାତ୍ରଙ୍କ ଆଗରେ ନଇଁଲେ ମୁଖ୍ୟମନ୍ତ୍ରୀ

ରାଞ୍ଚି,୧୭।୮: ରାଞ୍ଚିରେ ଛାତ୍ର ବିରୋଧ ମଧ୍ୟରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, କ୍ୟାବିନେଟ JSSC-CGL ପରୀକ୍ଷା ବାତିଲ କରିବାକୁ…

ଘାଟିରେ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ: ବୁଲାଣିରେ ଘଟିଲା…

ଦାରିଙ୍ଗବାଡି, ୧୭।୮(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ଜିଲା ସିମା ଗାଜଲବାଡି ଘାଟିରେ ଏକ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି…

କେନାଲ ପାର ହୋଇ ମୃତଦେହ ଦାହ ପ୍ରସଙ୍ଗ, ଗାଁରେ ପହଞ୍ଚିଲା କଂଗ୍ରେସ ଟିମ୍‌

ଗଞ୍ଜାମ,୧୭ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୁମା ପଞ୍ଚାୟତ ବାଉଁଶିଆପଡା ଗ୍ରାମ ଶ୍ମଶାନକୁ ରାସ୍ତା ନ ଥିବାରୁ ଲୋକେ ମୃତଦେହ ଦାହ ପାଇଁ…

ଭାରତ-ଆମେରିକା ମଧ୍ୟରେ ବଡ଼ ଡିଲ୍‌: ଟେନ୍‌ସନ୍‌ରେ ଚାଇନା

ନୂଆଦିଲ୍ଲୀ,୧୭।୮:ଇରାନ ସହିତ ସଂଘର୍ଷ ମଧ୍ୟରେ ଭାରତ ପୁଣି ଥରେ ଦୁଇଟି MQ-9 ସି ଗାର୍ଡିଆନ ଡ୍ରୋନ ଲିଜ କରିବା ପାଇଁ ଆମେରିକା ସହିତ ଏକ ଚୁକ୍ତି ସ୍ବାକ୍ଷର…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ତେଜିଲା ଆନ୍ଦୋଳନ

ପୁରୁଷୋତ୍ତମପୁର,୧୭ା୮(ସବିତା ମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଇଧର ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଡାଲାଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri