Posted inଜାତୀୟ

୨୫ କିଲୋମିଟର ପାଇଁ ସରକାରୀ ହେଲିକପ୍ଟର ବ୍ୟବହାର କରି ବିବାଦରେ ଚନ୍ନି

ଚଣ୍ଡିଗଡ଼,୭ ।୧୦: ଏବେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ସମସ୍ତଙ୍କ ନଜରରେ ଥିବା ବେଳେ ହଠାତ୍ ବିବାଦ ମଧ୍ୟକୁ ଚାଲି ଆସିଛନ୍ତି । ଫଳ ସ୍ୱରୂପ ଏହାର ସଫେଇ ଦେବାକୁ ପଡିଛି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ । ନିକଟରେ ଚନ୍ନି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବାର ଥିଲା । ଦିଲ୍ଲୀ ଯିବାପାଇଁ ପ୍ରଥମେ ସେ ମୋହାଲି ବିମାନ ବନ୍ଦରରେ ପହଞ୍ଚି ସେଠାରୁ ଦିଲ୍ଲୀ ଗସ୍ତ କରିଥାଆନ୍ତେ । ତେବେ ମୋହାଲି ବିମାନ ବନ୍ଦର ଯିବାକୁ ଚନ୍ନି ସରକାରୀ ହେଲିକପ୍ଟର ବ୍ୟବହାର କରିଥିଲେ । ତାଙ୍କ ଘର ନିକଟରୁ ମୋହାଲି ବିମାନ ବନ୍ଦର ମାତ୍ର ୨୫ କିଲୋମିଟର ହୋଇଥିବା ବେଳେ ସେ କାହିଁକି ସରକାରୀ ହେଲିକପ୍ଟର ବ୍ୟବହାର କରିଛନ୍ତି ବୋଲି ବିରୋଧି ପ୍ରଶ୍ନ କରିଛି । ଯାହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଉଛି କି ଚନ୍ନିଙ୍କ ପାଖରେ ସମୟ କମ୍ ଥିଲା ଓ ସେ ଚାର୍ଟଡ ପ୍ଲେନରେ ଗସ୍ତ କରିବାର ଥିବାରୁ ତାଙ୍କ ଘର ନିକଟରେ ଥିବା ରାଜିନ୍ଦର ପାର୍କରୁ ସରକାରୀ ହେଲିକପ୍ଟର ନେଇ ମୋହାଲି ଅନ୍ତର୍ଜାତୀୟ ବିମାନ ବନ୍ଦର ଯାତ୍ରା କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

କାମୁଡିଥିବା ସାପକୁ ନେଇ ଡାକ୍ତରଖାନାରେ ପହଞ୍ଚିଲେ ମହିଳା

ମୁମ୍ବାଇ, ୯।୭: ମୁମ୍ବାଇର ସୋନେଇ ବସ୍ତିରେ ଏକ ଅଭାବନୀୟ ଘଟଣା ଘଟିଛି। ରାତିରେ ଶୋଇଥିଲାବେଳେ ଜଣେ ମହିଳା ଏବଂ ତାଙ୍କ ଝିଅକୁ ସାପ କାମୁଡିଦେଇଥିଲା। ଉକ୍ତ...

ଏସ୍‌ଟି ତାଲିକାରେ ବିଭିନ୍ନ ସମ୍ପ୍ରଦାୟଙ୍କୁ ସାମିଲ କରାଯାଉ

ନୂଆଦିଲ୍ଲୀ,୨୯।୩: ଅନୁସୂଚିତ ଜନଜାତି (ଏସ୍‌ଟି) ତାଲିକାରେ ଓଡ଼ିଶାର ବିଭିନ୍ନ ଜାତିକୁ ସାମିଲ କରିବା ନିମନ୍ତେ ରାଜ୍ୟର ଏମ୍‌ପିମାନେ ସୋମବାର ଦାବି କରିଛନ୍ତି। ଲୋକ ସଭାରେ ସମ୍ବିଧାନ...

ଭାକ୍ସିନ୍‌ ବୋହିନେବ ଡ୍ରୋନ୍‌: ମିଳିଲା ମଞ୍ଜୁରୀ…

ହାଇଦ୍ରାବାଦ୍‌,୮।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ତାଣ୍ଡବ ରଚିିଛି। ଏପରିସ୍ଥଳେ ଭାକ୍ସିନ୍‌ ଯୋଗାଣ କାର୍ଯ୍ୟ ଡ୍ରୋନ୍‌ ଦ୍ୱାରା କରାଯିବା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ବିମାନ ଚଳାଚଳ...

ଗୁଲାମ୍‌ନବୀ ଆଜାଦ୍‌ଙ୍କ କଶ୍ମୀର ଗସ୍ତ ବିଫଳ: ଶ୍ରୀନଗର ବିମାନ ବନ୍ଦରରେ ଅଟକ

ନୂଆଦିଲ୍ଲୀ,୮।୮: କଂଗ୍ରେସ ବରିଷ୍ଠ ନେତା ଗୁଲାମ୍‌ନବୀ ଆଜାଦ୍‌ ଗୁରୁବାର କଶ୍ମୀର ଗସ୍ତରେ ଯାଇଛନ୍ତି। ତେବେ ଏହା ବିଫଳ ହୋଇଛି। ତାଙ୍କୁ ଶ୍ରୀନଗର ବିମାନ ବନ୍ଦରରେ ଅଟକ...

ହିନ୍ଦୀ ଲଦିଦେବା ଗଣତାନ୍ତ୍ରିକ ନୀତି ବିରୋଧୀ

ନୂଆଦିଲ୍ଲୀ,୧୭।୧୦ : ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖି ଅଣହିନ୍ଦୁ ଭାଷାଭାଷୀ ଲୋକଙ୍କ ଉପରେ ହିନ୍ଦୀ ଲଦିଦେବା ଲାଗି...

ଜବାବ ଦେଲା ଟୁଇଟର: ୫୦୦ ବିବାଦୀୟ ଆକାଉଣ୍ଟ୍‌ ବନ୍ଦ

ନୂଆଦିଲ୍ଲୀ,୧୦।୨: କେନ୍ଦ୍ର ସରକାର ୧୧୭୮ ଟୁଇଟର ଆକାଉଣ୍ଟ ବନ୍ଦ ପାଇଁ ନିର୍ଦ୍ଦେଶ ଜାରି କରିଥିଲେ। ତେବେ ଏହାର ଉତ୍ତରରେ ଟୁଇଟରର ପକ୍ଷରୁ କୁହାଯାଇଛି ଯେ, ପ୍ରତିବନ୍ଧକ...

କରୋନା ଦ୍ୱିତୀୟ ଲହର ୭୧୯ଡାକ୍ତରଙ୍କ ନେଇଛି ଜୀବନ

ନୂଆଦିଲ୍ଲୀ,୧୨।୬: କରୋନା ସଂକମ୍ରଣର ଦ୍ୱିତୀୟ ଲହର ସାରା ଦେଶରେ ଆତଙ୍କ ଖେଳାଇଛି। ବର୍ତ୍ତମାନ ଦୈନିକ ସଂକ୍ରମଣରେ ହ୍ରାସ ଘଟୁଥିବା ବେଳେ ମୃତ୍ୟୁସଂଖ୍ୟା କିନ୍ତୁ ଥମିବାର ନା...

ବଢ଼ିଲା ଚିଦାମ୍ବରମଙ୍କ ରିମାଣ୍ଡ ଅବଧି

ନୂଆଦିଲ୍ଲୀ,୨୬।୮: ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ସିବିଆଇ କୋର୍ଟ ପକ୍ଷରୁ ଲାଗିଛି ଝଟ୍‌କା। ସିବିଆଇ କୋର୍ଟ ତାଙ୍କ ରିମାଣ୍ଡ ଅବଧିକୁ ଆଉ ୪ ଦିନ ଅର୍ଥାତ୍‌...

Advertisement
Archives

Model This Week