Posted inଜାତୀୟ

ଗିରଫ ହେଲେ ଟିଏମ୍‌ସି ନେତ୍ରୀ ଶାୟନି ଘୋଷ

କୋଲକାତା,୨୨ ।୧୧: ପଶ୍ଚିମବଙ୍ଗ ତ୍ରୁଣମୂଳ କଂଗ୍ରେସ(ଟିଏମ୍‌ସି)ର ରାଜ୍ୟ ସଚିବ ଶାୟନି ଘୋଷଙ୍କୁ ଗିରଫ କରାଯାଇଛି । ଏକ ସଭାରେ ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବଙ୍କୁ ଧମକ ଦେବା ଓ ହତ୍ୟା ଉଦ୍ୟମ କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ପ୍ରଥମେ ତାଙ୍କୁ ପଚରା ଉଚରା ପାଇଁ ଥାନାକୁ ଡକାଯାଇଥିବା ବେଳେ ପରେ ତାଙ୍କୁ ଗିରଫ କରାଯାଇଛି । ଟିଏମ୍‌ସି ରାଷ୍ଟ୍ରୀୟ ମହାସଚିବ ଅଭିଶେଷ ବାନାର୍ଜିଙ୍କ ଉତ୍ତର ପୂର୍ବ ରାଜ୍ୟ ଗସ୍ତ ପୂର୍ବରୁ ଶାୟନିଙ୍କୁ ଗିରଫ କରାଯାଇଛି । ସବଡିଭିଜନାଲ ପୋଲିସ ଅଧିକାରୀ(ସଦର) ରମେଶ ଯାଦବ କହିଛନ୍ତି ଶାୟନି ଘୋଷଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ବୟାନ ଓ ହତ୍ୟା ଉଦ୍ୟମର ଧାରା ୩୦୭ ଓ ଦୁଇ ସମ୍ପ୍ରଦାୟ ମଧ୍ୟରେ ଶତ୍ରୁତା ଉପୁଜାଇବା ଅଭିଯୋଗ ଧାରା ୧୫୩ଏ ଲଗାଯାଇଛି । ସୂଚନାଯୋଗ୍ୟ, ତାଙ୍କ ସହ ଥିବା କେତେଜଣ ଲୋକ ମୁଖ୍ୟମନ୍ତ୍ରୀଙ୍କ ସଭାରେ ପଥର ଫିଙ୍ଗିଥିବା ଅଭିଯୋଗ ରହିଛି । ଅନ୍ୟଜଣେ ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଶାୟନି ଘୋଷ ମୁଖ୍ୟମନ୍ତ୍ରୀଙ୍କ ସଭାସ୍ଥଳରେ ପହଞ୍ଚି ‘ଖେଲା ହୋବେ’ ସ୍ଲୋଗାନ ଦେଇଥିଲେ । ଏହାପରେ ସେଠାରେ ପରିସ୍ଥିତି ଖରାପ ହୋଇଯାଇଥିଲା । ଗତ ଏପ୍ରିଲରେ ପଶ୍ଚିମବଙ୍ଗରେ ହୋଇଥିବା ନିର୍ବାଚନରେ ତୁଣମୂଳ କଂଗ୍ରେସ ‘ଲୋ ହୋବେ’ ସ୍ଲୋଗନ ବ୍ୟବହାର କରିଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଇଟାଲୀ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୋଦି: ଦୁଇ ଦେଶ ମଧ୍ୟରେ ଷ୍ଟାର୍ଟଅପ ସେତୁ ହେବ ପ୍ରତିଷ୍ଠା

ନୂଆଦିଲ୍ଲୀ,୨।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କୁ ଭେଟିଛନ୍ତି। ଏହି ସମୟରେ ଦୁଇ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ ହୋଇଥିଲା।...

ହାଥରସ ବଳାତ୍କାର ପୀଡ଼ିତାଙ୍କ ପରିବାରର ଦୁଃଖ ଦେଖୁଛି ଦେଶ: ରାହୁଲ

ଚଣ୍ଡିଗଡ଼,୬ ।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍କଳବାର ହାଥରସ ବଳାତ୍କାର ଘଟଣାକୁ ନେଇ ପୁଣିଥରେ କେନ୍ଦ୍ରର ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି । ଏକ...

କର୍ନାଟକରେ ହେବେ କଂଗ୍ରେସ ମୁଖ୍ୟମନ୍ତ୍ରୀ: ଶିବକୁମାର

ବେଙ୍ଗାଲୁରୁ,୨୨।୭: କର୍ନାଟକ ବିଧାନସଭାରେ ସୋମବାର ଏଚ୍‌ ଡି କୁମାରସ୍ବାମୀ ସରକାର ଆସ୍ଥା ଭୋଟର ସାମ୍ନା କରିବେ। ହେଲେ ଏହା ପୂର୍ବରୁ କଂଗ୍ରେସ ନେତା ଡିକେ ଶିବକୁମାର...

ଭିଏଲ-ଏସଆରଏସଏଏମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ…

ନୂଆଦିଲ୍ଲୀ/ବାଲେଶ୍ୱର(ବ୍ୟୁରୋ), ୨୩।୮ : ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ଏବଂ ଭାରତୀୟ ନୌସେନା ମଙ୍ଗଳବାର ଭର୍ଟିକାଲ ଶର୍ଟ ରେଞ୍ଜ ସର୍ଫେସ ଟୁ ଏୟାର...

ରାଗିଂ କରି ବିଶ୍ୱବିଦ୍ୟାଳୟ ହଷ୍ଟେଲରୁ ୧୮ ଛାତ୍ର ବହିଷ୍କୃତ

ଦିବ୍ରୁଗଡ଼,୩୦।୧୧: ବରିଷ୍ଠ ଛାତ୍ରମାନଙ୍କ ର଼୍ୟାଗିଂ ଯୋଗୁ ରବିବାର ଦିବ୍ରୁଗଡ଼ ବିଶ୍ୱବିଦ୍ୟାଳୟର ପ୍ରଥମ ସେମିଷ୍ଟର ଛାତ୍ର ହଷ୍ଟେଲ୍‌ ବିଲ୍ଡିଂରୁ ଡେଇଁ ଗୁରୁତର ହୋଇଥିଲେ। ଏହି ଘଟଣାରେ ସମ୍ପୃକ୍ତ...

ରାହୁଲ ଚାଇନା-ପାକିସ୍ତାନକୁ କରୁଛନ୍ତି ସମର୍ଥନ: ନଡ୍ଡା…

ନୂଆଦିଲ୍ଲୀ,୧୭।୧୨ : ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଶନିବାର ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ରାହୁଲ ଚାଇନା...

ଅଫିସରେ ଝଗଡ଼ା, ଘରକୁ ଡାକି କାଟିଦେଲେ ସହକର୍ମୀଙ୍କ ମୁଣ୍ଡ

ନୂଆଦିଲ୍ଲୀ,୮।୧୨: ଜଣେ ବ୍ୟକ୍ତି ତାଙ୍କ ସହକର୍ମୀଙ୍କୁ ଘରକୁ ଡାକି ହତ୍ୟା କରିବା ପରେ ମୃତଦେହର ପାଖରେ ଶୋଇଥିଲେ। ପର ଦିନ ସକାଳେ ଶବରୁ ମୁଣ୍ଡ ଅଲଗା...

ଶୋପିଆନ ଏନ୍‌କାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର,୧୯।୨: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ସେନା ଏବଂ ସୁରକ୍ଷା ବାହିନୀ ପକ୍ଷରୁ ଅଭିଯାନ ଜାରି ରହିଛି। ଏହିକ୍ରମରେ ଶନିବାର ଶୋପିୟାନରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହଁି...

Advertisement
Archives

Model This Week