ଭୁଲ ଫଟୋ ପାଇଁ ଟ୍ରୋଲ ହେଲେ ବଲିଉଡ୍‌ ଆକ୍ଟ୍ରେସ

ନୂଆଦିଲ୍ଲୀ, ୨୫ା୭: : ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତି ଭାରତ ପାଇଁ ପଦକ ଖାତା ଖୋଲିଛନ୍ତି ଓ୍ବେଟଲିଫ୍ଟର ମୀରାବାଇ ଚାନ୍ନୁ। ଏହି ଅବସରରେ ଚାନ୍ନୁଙ୍କୁ କଙ୍ଗନା ରାଣାଓ୍ବତ, ଫର୍ହାନ ଆଖତର, ଅଭିଷେକ ବଚ୍ଚନଙ୍କ ଭଳି ଅନେକ ବଲିଉଡ୍‌ ଷ୍ଟାର ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇଥିଲେ। ଏମାନଙ୍କ ଭଳି ଐତିହାସିକ ସଫଳତା ପାଇଁ ଚାନ୍ନୁଙ୍କୁ ଶୁଭେଚ୍ଛା ଜଣାଇଥିଲେ ବଲିଉଡ୍‌ ଅଭିନେତ୍ରୀ ଟିସ୍କା ଚୋପ୍ରା। କିନ୍ତୁ ସେ ଭୁଲବଶତଃ ମୀରାବାଇଙ୍କ ସ୍ଥାନରେ ଇଣ୍ଡୋନେସିଆର ଓ୍ବେଟଲିଫ୍ଟର ଆଇସା ଓ୍ବିଣ୍ଡି କାଣ୍ଟିକା (ବ୍ରୋଞ୍ଜ ପଦକଧାରୀ)ଙ୍କ ଫଟୋ ଶେୟାର କରିଥିଲେ।

ଏଭଳି ତ୍ରୁଟି ପାଇଁ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ ହେବାକୁ ପଡ଼ିଥିଲା। ବହୁ ୟୁଜର୍ସ ଭୁଲ ପାଇଁ ଟିସ୍କାଙ୍କୁ ସମାଲୋଚନା କରିଛନ୍ତି। ପ୍ରବଳ ଟ୍ରୋଲ ହେବା ପରେ ଅଭିନେତ୍ରୀ ଟୁଇଟ୍‌ କରି କ୍ଷମା ମାଗିଛନ୍ତି। ‘ଆପଣଙ୍କୁ ମଜା ଆସିଥିବାରୁ ମୁଁ ଖୁସି। ଏହା ଏକ ବଡ଼ ଭୁଲ ଥିଲା। ଏଥି ଲାଗି ମୁଁ ଦଃଖିତ। ଏହାର ଅର୍ଥ ନୁହେଁ ମୀରାବାଇ ଚାନ୍ନୁଙ୍କ ପାଇଁ ମୁଁ ଗର୍ବିତ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ମୁହେଁ ମୁହେଁ କହି ହଇରାଣ ହୋଇଛି

କେବେ ସେ ନାୟକ ସାଜି ଦର୍ଶକଙ୍କ ମନ ଜିତିଛନ୍ତି ତ କେବେ ଖଳନାୟକ ସାଜି ନିଜର ଭିନ୍ନ ରୂପ ଦେଖାଇଛନ୍ତି। ଯେକୌଣସି ଚରିତ୍ରକୁ ନିଖୁଣ ଭାବେ...

ସ୍ବାମୀଙ୍କ ଦେହରେ ଭୁଲରେ ଗୁଳି ଲାଗିବାରୁ ବିଧବା ହୋଇଯାଇଥିଲେ ଏହି ସଫଳ ଅଭିନେତ୍ରୀ

ବିଗତ ଦିନର ବଲିଉଡ୍‌ର ସଫଳ ତଥା ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି ଲୀନା ଚନ୍ଦାଭରକର। ୨୯ ଅଗଷ୍ଟ ୧୯୫୦ରେ କର୍ନାଟକରେ ଜନ୍ମଗ୍ରହଣ କରିଥିବା ଲୀନାଙ୍କର ଆଜି ହେଉଛି...

ସାଉଥ୍‌ ସୁପରଷ୍ଟାର ରବି ତେଜାଙ୍କ ପ୍ରକୃତ ନାମ କ’ଣ ଜାଣନ୍ତି

ସାଉଥ୍‌ ସୁପରଷ୍ଟାର ରବି ତେଜା ଆଜି ୫୪ ବର୍ଷରେ ପଦାର୍ପଣ କରିଛନ୍ତି।ସେ ତିନି ଦଶନ୍ଧି ଧରି ଟଲିଉଡ ଇଣ୍ଡଷ୍ଟ୍ରିରେ ରାଜ୍‌ କରୁଛନ୍ତି। ସେ ଆକ୍ସନ ଏବଂ...

‘ମୁଁ କେବଳ ଜଣେ ଭଲ ମଣିଷ ହେବାକୁ ଚାହେଁ’

ସାଉଥ ସୁପରଷ୍ଟାର୍‌ କମଲ ହାସନଙ୍କ ଫିଲ୍ମ ‘ବିକ୍ରମ’ ବକ୍ସ ଅଫିସରେ ସୁପରହିଟ୍‌ ହୋଇଛି। ଏହି ଆକ୍ସନ ପ୍ୟାକ ଫିଲ୍ମ ପ୍ରାୟ ୩୦୦ କୋଟିରୁ ଅଧିକ ଆୟ...

ପୁଣିଥରେ ଶୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି କ୍ୟାଟ୍ରିନା-ସଲମାନ

ମୁମ୍ବାଇ: ବଲିଉଡ୍‌ର ସୁପରହିଟ୍ ଯୋଡିଙ୍କ ମଧ୍ୟରୁ ଅନ୍ୟତମ ହେଉଛନ୍ତି କ୍ୟାଟ୍ରିନା କୈଫ ଓ ସଲମାନ ଖାଁ । ଉଭୟ ମେନେ କ୍ୟୁଁ ପ୍ୟାର କିୟା, ୟୁବରାଜ,...

ଭାଲେଟାଇନ୍ସ ଡେ’ରେ ମନ ଦୁଃଖ କଲେ କ୍ୟାଟ୍ରିନା

ବଲିଉଡ୍‌ ଅଭିନେତା ବିକି କୌଶଲ-କ୍ୟାଟ୍ରିନା କୈଫଙ୍କ ବିବାହ ପରେ ସେମାନଙ୍କର ପ୍ରଥମ ‘ଭାଲେଣ୍ଟାଇନ୍ସ ଡେ’ ପାଳନ କରୁଛନ୍ତି। ଏହି ବିଶେଷ ଦିନରେ ଉଭୟଙ୍କୁ ଲଣ୍ଡନରୁ ଫେରୁଥିବାବେଳେ...

ପରଲୋକରେ ହ୍ରିତିକ୍‌ଙ୍କ ଆଈ

ମୁମ୍ବାଇ: ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କ ଆଈ ପଦ୍ମା ରାଣୀ ଓମପ୍ରକାଶଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା। ସେ...

ଏକଦା କରିନାଙ୍କୁ ମ୍ୟାମ ଡାକୁଥିଲେ ସୈଫ୍‌: ଆଉ ତା’ ପରେ

ଅଭିନେତା ସୈଫ୍‌ ଅଲ୍ଲୀଖାନ ଏବଂ ଅଭିନେତ୍ରୀ କରିନା କପୁର ହେଉଛନ୍ତି ବଲିଉଡର ଲୋକପ୍ରିୟ ଯୋଡି। ୨୦୧୨ ରେ ସୈଫ୍‌-କରିନା ବିବାହ କରିଥିଲେ। ଉଭୟ ଏକାଠି ଅନେକ...

Advertisement
Archives

Model This Week