Posted inଫୁରସତ

ନିଆଁକୁ ଭଲପାଆନ୍ତି ଏହି ମହିଳା, କେବେ ନ ଥାଏ ମୃତ୍ୟୁକୁ ଭୟ; କାରଣ ଜାଣିଲେ…

ଦୁନିଆରେ ଏମିତି କେହି ନାହିଁ ଯିଏ ନିଆଁକୁ ନ ଡରେ। ନିଆଁ ଦେଖିଲେ ହିଁ ଭୟରେ ଦେହ ଥରି ଉଠେ। ଏହାର ଭୟାବହତା କେତେ ଯେ ମାରାତ୍ମକ ତା’ର ଅନେକ ଉଦାହରଣ ରହିଛି। ମାତ୍ର ଜଣେ ମହିଳା କୁହନ୍ତି, ତାଙ୍କୁ ନିଆଁ ଭଲ ଲାଗେ। ସେ କେବେ ନିଆଁକୁ ଡରନ୍ତି ନାହିଁ। ଏହା ପଛରେ ଥିବା କାରଣକୁ ନେଇ ସେ ଟିକ୍‌ଟକ୍‌ ମାଧ୍ୟମରେ କହିଛନ୍ତି। ଜାଣନ୍ତୁ ଏ ସମ୍ପର୍କରେ…

ଜଣେ ମହିଳା ଟିକ୍‌ଟକ୍‌ ଭିଡିଓରେ ନିଜକୁ ଡାଆଣୀ ବୋଲି କହିଛନ୍ତି। ତାଙ୍କ ନିକଟରେ ଅନେକ ଅଲୌକିକ ଶକ୍ତି ରହିଛି। ଏହି ଶକ୍ତି ମାଧ୍ୟମରେ ସେ ଅନେକ କିଛି କରି ଦେଇପାରନ୍ତି। ଭାଇରାଲ ଭିଡିଓରେ ଷ୍ଟେଫେନୀ @thecelticsbrew ନାମକ ଜଣେ ମହିଳା କହିଛନ୍ତି, ଯେଉଁ ଲୋକ ଖରାପ ତରିକା ବା ଉପାୟରେ ମରୁଛନ୍ତି ସେମାନେ ‘ପୂର୍ବ ଜନ୍ମ’ ସହ ଜଡ଼ିତ ଥିବା କିଛି କାରଣ ଯୋଗୁ ମରୁଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ପୂର୍ବଜନ୍ମରେ ନିଆଁରେ ପୋଡ଼ି ହୋଇ ମରିଥିବାରୁ ଏ ଜନ୍ମରେ ମୋର ନିଆଁକୁ ଡରଭୟ ନାହିଁ। ନିଆଁ ମୋର ଆପଣାର। ସେ ପୂର୍ବଜନ୍ମରେ ବିଶ୍ୱାସ କରନ୍ତି ବୋଲି ଭିଡିଓ ମାଧ୍ୟମରେ କହିଛନ୍ତି। ଯାହା ଖୁବ୍‌ ଭାଇରାଲ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

‘ଆଉ ଥରେ ଜନ୍ମ ହେଲେ କବିଟିଏ ହୋଇ ଜନ୍ମ ହେବି’

ଏକାଧାରରେ ସେ ଜଣେ କବି, ଗାଳ୍ପିକ ଓ ନାଟ୍ୟକାର। ଦୀର୍ଘ ୪ଦଶନ୍ଧି ଧରି ତାଙ୍କ ଲେଖନୀ ମୁନରେ ଫୁଟେଇଛନ୍ତି ଏକାଧିକ ଗଳ୍ପ, କବିତା ଓ ନାଟକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri