Posted inଖେଳ

ଜାତୀୟ ଶକ୍ତି ଉତ୍ତୋଳନରେ ରାଜ୍ୟର ୫୧ ପ୍ରତିଯୋଗୀ

ଭୁବନେଶ୍ୱର, ୧୮।୩ (କ୍ରୀଡ଼ା ପ୍ରତିନିଧି)- ଜାମସେଦପୁରରେ ବୁଧବାରଠାରୁ ଆରମ୍ଭ ହୋଇଥିବା ୩୮ତମ ମହିଳା ଓ ୪୬ତମ ପୁରୁଷ ଜାତୀୟ ଶକ୍ତି ଉତ୍ତୋଳନ ପ୍ରତିଯୋଗିତାରେ ରାଜ୍ୟର ୫୧ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ଓଡ଼ିଶା ଦଳ ସହ ଜାଓ୍ବେଦ ଅର୍ଶାଦ ଓ ସୋମନାଥ ପଟ୍ଟନାୟକ ଯଥାକ୍ରମେ ପୁରୁଷ ଓ ମହିଳା ଦଳର କୋଚ୍‌ ଭାବେ ଯାତ୍ରା କରିଛନ୍ତି। ଓଡ଼ିଶା ପ୍ରତିଯୋଗୀମାନେ ମହିଳା, ପୁରୁଷ, ମାଷ୍ଟର-୧ ଓ ମାଷ୍ଟର-୨ କାଟେଗୋରିରେ ଶକ୍ତି ଉତ୍ତୋଳନର ଇକ୍ୱିପଡ ଓ ଅନ୍‌ଇକ୍ୱିପଡ ଇଭେଣ୍ଟରେ ଭାଗନେବେ। ସେହିପରି ଦଳ ମହିଳା, ପୁରୁଷ, ଜୁନିୟର ଏବଂ ମାଷ୍ଟର-୨ କାଟେଗୋରିରେ ଜାତୀୟ ବେଞ୍ଚପ୍ରେସ୍‌ର ଇକ୍ୱିପଡ ଓ ଅନ୍‌ଇକ୍ୱିପଡ ଇଭେଣ୍ଟରେ ଅଂଶଗ୍ରହଣ କରିବେ। ପ୍ରତିଯୋଗିତାରେ ୧୧ ରାଜ୍ୟର ୫୭୫ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶଗ୍ରହଣ କରୁଛନ୍ତି ବୋଲି ପାଓ୍ବାରଲିଫ୍ଟିଂ ଆସୋସିଏଶନ ଅଫ୍‌ ଓଡ଼ିଶାର ସମ୍ପାଦକ ସଙ୍ଗୀତା ସିଂ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏସିଆନ ଚାମ୍ପିୟନଶିପ୍‌ ଟ୍ରଫି ବଜାୟ ରଖିପାରିଲା ନାହିଁ ଭାରତ

ଢାକା,୨୧।୧୨: ଏଠାରେ ଚାଲିଥିବା ଏସିଆନ ଚାମ୍ପିୟନଶିପ୍‌ ଟ୍ରଫି ହକି ଟୁର୍ନାମେଣ୍ଟରେ ଭାରତ ସେମିଫାଇନାଲ ବାଧା ଅତିକ୍ରମ କରିବାରେ ବିଫଳ ହୋଇଛି। ଇଭେଣ୍ଟରେ ଅପରାଜିତ ଥିବା ଟିମ୍‌...

ପ୍ରଶଂସକଙ୍କୁ ଏଭଳି ପ୍ରଶ୍ନ ପଚାରିବା ପଡ଼ିଲା ମହଙ୍ଗା; ଓ୍ବାର୍ନରଙ୍କୁ ଟ୍ରୋଲ କଲେ ହିଟ୍‌ମ୍ୟାନ୍‌

ନୂଆଦିଲ୍ଲୀ,୩।୪: ଏପ୍ରିଲ ୯ରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)-୨୦୨୧। ଏହାପୂର୍ବରୁ ଖେଳାଳିମାନେ ନିଜ ନିଜ ଫ୍ରାଞ୍ଚାଇଜ ସହ ଯୋଡ଼ି ହେଉଛନ୍ତି। ସନରାଇଜର୍ସ ହାଇଦ୍ରାବାଦର...

ଆଇପିଏଲ୍‌ ପାଇଁ ନୂଆ ବ୍ୟାଟ୍‌ କିଣିଲେ ରାଇନା, ପନ୍ତ

ମିରଟ, ୨୬।୭: ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି୨୦ କ୍ରିକେଟ୍‌ ଟୁର୍ନାମେଣ୍ଟ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣ ଆରମ୍ଭ ନେଇ ତାରିଖ ସ୍ପଷ୍ଟ ହୋଇଯିବା...

ରିତିକାଙ୍କ ସହ ପ୍ରଥମ ସାକ୍ଷାତବେଳେ ରୋହିତ ଶର୍ମାଙ୍କୁ ମିଳିଥିଲା ଚେତାବନୀ: ଜାଣନ୍ତୁ କିଏ ଦେଇଥିଲେ

ଭାରତୀୟ ଓପନର୍‌ ରୋହିତ ଶର୍ମା ଏବଂ ତାଙ୍କ ସ୍ତ୍ରୀ ରିତିକା ସଜଦେହ ଷ୍ଟାର୍‌ ଦମ୍ପତି ଭାବରେ ଜଣାଶୁଣା। ଯେତେବେଳେ ବି ରୋହିତ ପଡ଼ିଆରେ ଥାଆନ୍ତି, ସେତେବେଳେ...

ଅଗଷ୍ଟ ୧୮ରୁ ଆରମ୍ଭ ହେବ ଏହି ଟି୨୦ ଲିଗ୍‌

ତାରୌବା,୨୮।୭(ଏପି): ଆସନ୍ତା ମାସରୁ ଆରମ୍ଭ ହେବାକୁ ଯାଉଛି ୩୩ ମ୍ୟାଚ୍‌ ବିଶିଷ୍ଟ କାରିବିୟାନ ପ୍ରିମିୟର ଲିଗ୍‌ (ସିପିଏଲ୍‌) ଟୁର୍ନାମେଣ୍ଟ। ଗତଥରର ଚାମ୍ପିୟନ ବାର୍ବାଡୋସ ଟ୍ରାଇଡେଣ୍ଟ ଓ...

ଦିନେ ଥିଲେ ଚେସ୍‌ ଚାମ୍ପିଅନ୍‌, ଏବେ କ୍ରିକେଟ୍‌ରେ କରୁଛନ୍ତି ରାଜ୍‌

ଭାରତୀୟ କ୍ରିକେଟର୍‌ ୟୁଜବେନ୍ଦ୍ର ଚହଲ ଆଜି ୩୧ ବର୍ଷରେ ପଦାର୍ପଣ କରିଛନ୍ତି। ସେ ଜୁଲାଇ ୨୩, ୧୯୯୦ରେ ଜନ୍ମଗ୍ରହଣ କରିଥିଲେ। ସୋସିଆଲ ମିଡିଆରେ ତାଙ୍କୁ ଶୁଭେଚ୍ଛାର...

କାହିଁକି ଟିମ୍‌ ଇଣ୍ଡିଆକୁ ମେଣ୍ଟରଙ୍କ ଆବଶ୍ୟକତା ପଡ଼ିଲା

ନୂଆଦିଲ୍ଲୀ,୧୨।୯: ରାତାରାତି ଏମିତି କ’ଣ ଘଟିଲା ଯେ, ଆଇସିସି ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆକୁ ମେଣ୍ଟରଙ୍କ ଆବଶ୍ୟକତା ପଡ଼ିଲା? ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ...

କୋହଲିଙ୍କ ଲଜ୍ଜାଜନକ ରେକର୍ଡ

ଅହମ୍ମଦାବାଦ,୨୮।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୨ ବିରାଟ କୋହଲିଙ୍କ ଲାଗି ବେଶ ନୈରାଶ୍ୟଜନକ ରହିଥିଲା। ତାଙ୍କ ଦଳ ଫାଇନାଲ ଖେଳିବାରେ ବିଫଳ ହୋଇଥିବା ବେଳେ ବ୍ୟକ୍ତିଗତ...

Advertisement
Archives

Model This Week