Posted inଜାତୀୟ

ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ହେଲା ଟ୍ରାଭେଲ ଗାଇଡ୍‌ଲାଇନ

ନୂଆଦିଲ୍ଲୀ,୧୦।୨: ଅନ୍ତର୍ଜାତୀୟ ଟ୍ରାଭେଲରଙ୍କ ପାଇଁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନୂଆ ଟ୍ରାଭେଲ ଗାଇଡ୍‌ଲାଇନ୍‌ ଜାରି ହୋଇଛି। ଫେବୃୟାରୀ ୧୪ରୁ ନୂଆ ଗାଇଡ୍‌ଲାଇନ୍‌ ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏୟାର ସୁବିଧା ପୋର୍ଟାଲରେ ସେଲ୍‌ଫ ଡିକ୍ସାରେଶନକୁ ବାଧ୍ୟତାମୂଳକ କରାଯାଇଛି। ତେବେ ୭୨ ଘଣ୍ଟା ପୂର୍ବରୁ ଆରଟିପିସିଆର ନେଗେଟିଭ୍‌ ରିପୋର୍ଟ କିମ୍ବା ଟିକା ସାର୍ଟିଫିକେଟ୍‌ ଅପଲୋଡ୍‌ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଆଜମ ଖାନଙ୍କୁ ୩ ବର୍ଷ ଜେଲ୍‌

ଲକ୍ଷ୍ନୌ,୨୭।୧୦: ସମାଜବାଦି ପାର୍ଟିର ବରିଷ୍ଠ ନେତା ତଥା ରାମପୁରର ବିଧାୟକ ଆଜମ ଖାନଙ୍କୁ ଉତ୍ତେଜନାମୂଳକ ଭାଷଣ ଦେବା ଅଭିଯୋଗରେ କୋର୍ଟ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ...

ଦିଲ୍ଲୀର ସରକାରୀ ସ୍କୁଲ ଗେଟରେ ଲାଗିଲା ‘ଆଇ ଲଭ ମନିଷ ସିସୋଡିଆ’ ବ୍ୟାନର

ନୂଆଦିଲ୍ଲୀ,୫ ।୩: ଦିଲ୍ଲୀର ଏକ ସରକାରୀ ସ୍କୁଲ ଗେଟରେ ‘ଆଇ ଲଭ ମନିଷ ସିସୋଡିଆ’ ଲେଖାଥିବା ବ୍ୟାନର ଲାଗିବା ଘଟଣାରେ ଦିଲ୍ଲୀ ପୋଲିସ ମାମଲା ଦାୟର...

ଦେଶପ୍ରେମର କାହାଣୀ ଶୁଣିବେ ଲୋକେ

ଗ୍ବାଲିଅର,୧୧।୧: ହିନ୍ଦୁ ମହାସଭାରେ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରିଥିବା ନାଥୁରାମ ଗଡସେଙ୍କ ଉପରେ ଏକ ଅଧ୍ୟୟନ କେନ୍ଦ୍ର ଖୋଲିଛି। ହିନ୍ଦୁ ମହାସଭା ସୂଚନା ଅନୁସାରେ ଏହା...

ବିକ୍ରମ ମିସ୍ରି ଡେପୁଟି ଏନ୍‌ଏସ୍‌ଏ

ନୂଆଦିଲ୍ଲୀ, ୨୯।୧୨: ଗତ ସପ୍ତାହରେ ଚାଇନାରୁ ରାଷ୍ଟ୍ରଦୂତ ଭାବେ କାର୍ଯ୍ୟକାଳ ଶେଷ କରି ଫେରିଥିବା ବରିଷ୍ଠ କୂଟନୀତିଜ୍ଞ ବିକ୍ରମ ମିସ୍ରି ଭାରତର ଜାତୀୟ ସୁରକ୍ଷା ଉପପରାମର୍ଶଦାତା...

ଜାହାଙ୍ଗୀରପୁରୀରେ ବୁଲଡୋଜର ଉପରେ ରୋକ ଲଗାଇଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ, ୨୦।୪ : ହନୁମାନ ଜୟନ୍ତୀ ଅବସରରେ ଜାହାଙ୍ଗୀରପୁରୀରେ ଶୋଭାଯାତ୍ରା ଉପରେ ପଥର ଫିଙ୍ଗିବା କାରଣରୁ ହିଂସା ଘଟିଥିଲା। ଏପ୍ରିଲ ୧୬ ରେ ହୋଇଥିବା ହିଂସା...

ପ୍ରକାଶ ପାଇଲା ସିବିଏସ୍‌ଇ ଦଶମ ପରୀକ୍ଷା ଫଳ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୨।୭(ବ୍ୟୁରୋ): ସିବିଏସ୍‌ଇ ଦଶମ ପରୀକ୍ଷାଫଳ ଶୁକ୍ରବାର ପ୍ରକାଶ ପାଇଛି। www.cbse.nic.in ଓ୍ବେବ୍‌ସାଇଟ୍‌ ମାଧ୍ୟମରେ ଛାତ୍ରୀଛାତ୍ର ପରୀକ୍ଷାଫଳ ଦେଖିପାରିବେ । ଚଳିତ ବର୍ଷ ୯୪.୪୦% ପାସ୍‌ ହାର...

ପ୍ରଶାନ୍ତ କିଶୋରଙ୍କ ପଟକଥା ବୁଝିବାକୁ ହେଲେ କୌଣସି ରକେଟ ସାଇନ୍ସ ବୁଝିବା ଜରୁରୀ ନୁହେଁ: ମନୋଜ ଝା

ପାଟନା,୪ ।୧୦: ବିହାର ରାଜନୀତିରେ ଆଜିକାଲି କଥା କଟାକଟି ଯୋରସୋରରେ ଚାଲିଛି । ଶବ୍ଦର ଏହି ଯୁଦ୍ଧ ମଧ୍ୟରେ ରାଷ୍ଟ୍ରୀୟ ଜନତା ଦଳ ନେତା ମନୋଜ...

ନୂଆ ସହଯୋଗୀଙ୍କ ବିନା ନିର୍ବାଚନ ଲଢ଼ିବା ରାସ୍ତାରେ କଂଗ୍ରେସ…

କନ୍ୟାକୁମାରୀ, ୮।୯ : ଗୁରୁବାର ଠାରୁ ଆରମ୍ଭ ହୋଇଥିବା କଂଗ୍ରେସର ଭାରତ ଯୋଡ ପଦଯାତ୍ରା ସହିତ ଦଳ ବଡ଼ ଯୋଜନା କରିବା ଆରମ୍ଭ କରିଛି। ଏହା...

Advertisement
Archives

Model This Week