Advertisement

ମୃତ ଗାଈକୁ ଘୋଷାଡ଼ିଲା ଏନ୍‌ଏଚ୍‌ଏଆଇ ଗାଡ଼ି

ଛତ୍ରପୁର,୨୬ା୧୦(ଡି.ଏନ୍‌.ଏ.): ହିନ୍ଦୁ ଧର୍ମରେ ଗୋମାତାଙ୍କୁ ପୂଜା କରାଯାଉଥିବା ବେଳେ ଏକ ମୃତ ଗାଈକୁ ଗାଡ଼ି ପଛରେ ବାନ୍ଧି ଘୋଷାଡ଼ି ନିଆଯିବା ଦୃଶ୍ୟ ଆଘାତ ଦେଇଛି। ଗଞ୍ଜାମ ଜିଲା ଛତ୍ରପୁର ବାଇପାସ୍‌ ଜାତୀୟ ରାଜପଥରେ ଏପରି ଦୃଶ୍ୟ ଦେଖାଯାଇଛି। ଏହାର ଭିଡିଓ ପାଇବା ପରେ ଗାଡ଼ି ଚାଳକ ଓ ରାଜପଥ ସଫେଇ ଦାୟିତ୍ୱ ନେଇଥିବା ସୁପରଭାଇଜରଙ୍କୁ ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ ବହିଷ୍କାର କରିଛନ୍ତି। ଛତ୍ରପୁର ବାଇପାସ୍‌ ଜାତୀୟ ରାଜପଥରେ ରବିବାର ରାତିରେ କୌଣସି ଗାଡି ଧକ୍କାରେ ଏକ ଗାଈର ମୃତ୍ୟୁ ଘଟିଥିଲା। ସୋମବାର ସକାଳେ ରାସ୍ତାରୁ ମୃତ ଗାଈ ହଟାଇବା ପାଇଁ ହାଇୱେ ପାଟ୍ରୋଲିଂ ଗାଡ଼ି ଆସିଥିଲା। ଉକ୍ତ ଗାଡ଼ି ପଛପଟେ ଦଉଡ଼ିରେ ମୃତ ଗାଈ ବାନ୍ଧି ଜାତୀୟ ରାଜପଥରେ ପ୍ରାୟ ୫୦୦ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନିଆଯାଇଥିଲା। ଏହାକୁ ବୁଦ୍ଧିଜୀବୀ ଓ ବଜରଙ୍ଗ ଦଳ ପକ୍ଷରୁ ବିରୋଧ କରାଯିବାରୁ ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଆଗକୁ ଏପରି ଘଟଣାର ପୁନରାବୃତ୍ତି ହେବନି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟାହ୍ନ ଭୋଜନ ଖାଇ ୨୨ ଛାତ୍ରୀଛାତ୍ର ଅସୁସ୍ଥ

ସମ୍ବଲପୁର/କୁଚିଣ୍ଡା,୧୬।୯ (ବ୍ୟୁରୋ/ଡି.ଏନ.ଏ.):ସମ୍ବଲପୁର ଜିଲା ବାମରା ବ୍ଲକ ଜରାବଗା ଗ୍ରାମ ପଞ୍ଚାୟତ ଚାଲଟିକ୍ରା ପ୍ରାଥମିକ ବିଦ୍ୟାଳୟରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି । ୨୨ ଜଣ...

କଟକବାସୀଙ୍କ ଲାଗି ପାଇଲଟ ପ୍ରୋଜେକ୍ଟ, ପ୍ରତି ଘରକୁ ମିଳିବ ଗୋଟିଏ ବାଲ୍‌ଟି: ପ୍ରତାପ ଜେନା

କଟକ ଅଫିସ,୧୨।୬: କଟକବାସୀଙ୍କ ଲାଗି ସରକାରଙ୍କ ନୂଆ ଯୋଜନା। ଅଳିଆ ଆବର୍ଜନାକୁ ଏଣେ ତେଣେ କିମ୍ବା ନାଳ ନର୍ଦ୍ଦମାରେ ନ ଫିଙ୍ଗିବା ଲାଗି ନୂଆ ପନ୍ଥା...

ପାଳିରେ ଯୋଗାଯାଉଛି ବିଜୁଳି

ତାଳଚେର,୨ା୩(ନି.ପ୍ର.) ତାଳଚେର ବ୍ଲକ ଚାଇଁପାଳ ଡିଭିଜିନ ଅନ୍ତର୍ଗତ ପାଲଲହଡ଼ା ସବ୍‌ଡିଭିଜନର କଣିହାଁ ବ୍ଲକ ପରାବିଲ ସେକ୍ସନରେ ଥିବା ପାୱାର ଟ୍ରାନ୍ସଫର୍ମର ୨ ଦିନ ହେଲା ପୋଡିଯାଇଛି। ଫଳରେ...

‘ନଦୀ ସୁରକ୍ଷିତ ରହିଲେ ଜୀବଜଗତ ବଞ୍ଚିରହିବ’

ଭୁବନ,୧୨।୧୨(ଡି.ଏନ୍‌.ଏ.): ଢେଙ୍କାନାଳ ବନଖଣ୍ଡ ଭୁବନ ବନାଞ୍ଚଳ ପକ୍ଷରୁ ଗୁରୁବାର ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଆୟୋଜିତ ସବୁଜ ମହାନଦୀ ମିଶନର ବ୍ରାହ୍ମଣୀ...

ଯୁବତୀଙ୍କୁ ପ୍ରତାରଣା ଅଭିଯୋଗ

ବଡ଼ଗାଁ, ୧୯।୬ (ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଅନ୍ତର୍ଗତ ପାମରା ଗ୍ରାମର ଜନୈକା ଯୁବତୀଙ୍କୁ ପ୍ରତାରଣା କରାଯାଇଥିବା ବୁଧବାର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗରେ...

ନଦୀ ସୁରକ୍ଷା ସମିତି ପକ୍ଷରୁ ଦାବିପତ୍ର

କେନ୍ଦୁଝର/ଚମ୍ପୁଆ/ ବାଲେଶ୍ୱର ଅଫିସ/ ନୀଳଗିରି, ୧୧।୫(ସ୍ବ.ପ୍ର./ଡି.ଏନ.ଏ.) – କେନ୍ଦୁଝର ସଦର ସବ୍‌ଡିଭିଜନରେ ବାଲି ମାଫିଆମାନଙ୍କ ଚୋରା ବାଲିଚାଲାଣ ଚରମ ସୀମାରେ ପହଞ୍ଚିଛି। ଏପରିକି ଦିନ ଦ୍ୱିପହରରେ...

ରାଜ୍ୟରେ ସୁସ୍ଥ ହେଲେ ଆଉ ୨୧୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୭।୭(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୨୧୮ ଜଣ ସୁସ୍ଥ ହୋଇଛନ୍ତି। ଏଯାବତ୍‌ ଏହାକୁ ମିଶାଇ ୧୨ଲକ୍ଷ ୮୦ହଜାର ୭୫୦ ଜଣ ସୁସ୍ଥ ହୋଇଛନ୍ତି।...

ସାନିଟାଇଜ ହେଲା ସ୍ବାସ୍ଥ୍ୟକେନ୍ଦ୍ର ପରିସର

ଚିତ୍ରଡା, ୧୨।୪(ଡି.ଏନ.ଏ.)-କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ବ୍ଲକ ପ୍ରଶାସନ ତରଫରୁ ଶନିବାର କିଷାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସାନିଟାଇଜ କରାଯାଇଛି। ଏହି ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଥିବା...

Advertisement
Archives

Model This Week