Posted inଜାତୀୟ

ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ,୧୮।୨: ଆମ ଆଦମୀ ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍‌ରିୱାଲଙ୍କ ଉପରେ କୁମାର ବିଶ୍ୱାସଙ୍କ ଦ୍ୱାରା ଲଗାଯାଇଥିବା ଅଭିଯୋଗକୁ ନେଇ ରାଜନୀତି ତୀବ୍ର ହୋଇଛି। କେଜ୍‌ରିୱାଲଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ପାଇଁ ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂ ଚନ୍ନି କହିଛନ୍ତି। ସେ କହିଛନ୍ତି, ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବରେ ମୁଁ କୁମାର ବିଶ୍ୱାସଙ୍କ ଭିଡିଓ ମାମଲାରେ ନ୍ୟାୟପୂର୍ଣ୍ଣ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରୁଛି। ରାଜନୀତିକୁ ଛାଡି ପଞ୍ଜାବର ଲୋକମାନେ ବିଚ୍ଛିନ୍ନତାବାଦ ବିରୋଧରେ ଲଢେଇ କରିଛନ୍ତି। ମାନ୍ୟବର ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ପଞ୍ଜାବୀର ସମସ୍ୟାର ସମାଧାନ କରିବା ଆବଶ୍ୟକ ରହିଛି।
ସୂଚନାଯୋଗ୍ୟ, ନିକଟରେ କୁମାର ବିଶ୍ୱାସ ପ୍ରକାଶ କରିଛନ୍ତି ଯେ, ଅରବିନ୍ଦ କେଜ୍‌ରିୱାଲ ଜଣେ ବିଚ୍ଛିନ୍ନତାବାଦୀ ସମର୍ଥକ। ତାଙ୍କ ସ୍ବପ୍ନ ହେଉଛି ଯେକୌଣସି ଉପାୟରେ ପଞ୍ଜାବର ଶକ୍ତି ହାସଲ କରିବା। କେଜ୍‌ରିୱାଲ ମୋତେ ଥରେ କହିଥିଲେ ଯେ ମୁଁ ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛି କିମ୍ବା ମୁଁ ଖଲିସ୍ତାନର ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଛି।
ନିକଟରେ ଆବୋହରରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିବାକୁ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବତନ ଆମ ଆଦମୀ ଦଳର ନେତା କୁମାର ବିଶ୍ୱାସଙ୍କ ଅଭିଯୋଗ ଉପରେ କେଜ୍‌ରିଓ୍ବାଲଙ୍କୁ ଘେରି ଥିଲେ। ତାଙ୍କ ଉଦ୍ଦେଶ୍ୟ ଅଧିକ ବିପଜ୍ଜନକ ବୋଲି ମୋଦି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜମ୍ମୁ-କଶ୍ମୀର: ୭ ମାସ ପରେ ସୋସିଆଲ ମିଡିଆ ଉପରୁ ହଟିଲା କଟକଣା

ଶ୍ରୀନଗର,୪।୩: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଯିବା ପରେ ଘାଟିରେ ସୋସିଆଲ ମିଡିଆ ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ହଟାଇ ଦିଆଯାଇଛି। ବୁଧବାର ଦୀର୍ଘ ୭ମାସ ପରେ ଘାଟିରୁ...

ବୃଦ୍ଧଙ୍କୁ ଫ୍ରିଜ୍‌ରେ ରଖି ପରିବାର ଲୋକେ ମୃତ୍ୟୁକୁ କରିଥିଲେ ଅପେକ୍ଷା: ଆଉ ତାପରେ…

ଚେନ୍ନାଇ, ୧୫।୧୦: ତାମିଲନାଡ଼ୁର ସାଲେମ ଜିଲାରୁ ୭୪ ବର୍ଷୀୟ ଜଣେ ବୃଦ୍ଧଙ୍କୁ ଜୀବିତ ଅବସ୍ଥାରେ ଫ୍ରିଜ୍‌ ମଧ୍ୟରୁ ଉଦ୍ଧାର କରାଯାଇଛି। ସେ ହେଲେ ବାଲ ସୁବ୍ରମଣ୍ୟମ...

ଲଗେଜ ଖୋଜିବା ପାଇଁ ଇଣ୍ଡିଗୋ ଓ୍ବେବସାଇଟ୍‌କୁ ହ୍ୟାକ କଲେ ଯାତ୍ରୀ

ମୁମ୍ବାଇ,୩୧।୩: ଜଣେ ଇଣ୍ଡିଗୋ ଯାତ୍ରୀ ହଜି ଯାଇଥିବା ଲଗେଜ ଖୋଜିବା ପାଇଁ ଏୟାରଲାଇନ ସିଷ୍ଟମକୁ ହ୍ୟାକ କରି ଦେଇଥିବା ଘଟଣା ସାମ୍ନାକୁ ଆସିଛି। ଟୁଇଟର ପ୍ରୋଫାଇଲ...

ଏଲ୍‌ଏସି ସ୍ଥିତିର ଉଲ୍ଲଂଘନ କରୁଛି ଚାଇନା: ଯେ କୌଣସି ସ୍ଥିତି ପାଇଁ ଭାରତୀୟ ସେନା ପ୍ରସ୍ତୁତ

ନୂଆଦିଲ୍ଲୀ, ୧୭।୯: ଭାରତ ଚାଇନା ମଧ୍ୟରେ ପୂର୍ବ ଲଦାଖରେ ସ୍ଥିତି ଧୀରେଧୀରେ ଉତ୍ତେଜନାପୂର୍ଣ୍ଣ ହେବାରେ ଲାଗିଛି। ଚାଇନା ଏଲ୍‌ଏସି ବାସ୍ତବିକ ସ୍ଥିତିର ଉଲ୍ଲଂଘନ କରୁଛି। ତେବେ...

‘ଆତଙ୍କବାଦ ସବୁଠୁ ବଡ଼ ଆଞ୍ଚଳିକ ଚ୍ୟାଲେଞ୍ଜ’

ନୂଆଦିଲ୍ଲୀ, ୧।୧୨(ପି.ଟି.): ଆତଙ୍କବାଦ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ଚ୍ୟାଲେଞ୍ଜ ବୋଲି ସାଙ୍ଘାଇ ସହଯୋଗ ସଂଗଠନ (ଏସ୍‌ସିଓ)ରେ ଭାରତ କହିଛି। ଏହି ଭର୍ଚୁଆଲ ବୈଠକରେ ଭାଗନେଇ ଉପରାଷ୍ଟ୍ରପତି...

ସେନା ଯବାନଙ୍କ ପାଇଁ ପଠାଯିବ ୪୦ ହଜାର ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ୍‌: ଏକେ-୪୭ ଗୁଳିମାଡ଼କୁ ଆଉ ରହିବନି ଭୟ

ଶ୍ରୀନଗର,୧୯।୧୦: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ସହିତ ମୁକାବିଲା କରୁଥିବା ଯବାନଙ୍କ ସୁରକ୍ଷା ପାଇଁ ଖୁବ୍‌ ଶୀଘ୍ର ୪୦ ହଜାର ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ୍‌ ପଠାଯିବ। ଏହି ଜ୍ୟାକେଟ୍‌ର...

ବନ୍ୟାରେ ବେହାଲ କର୍ନାଟକ: ଛାତ ଉପରେ ବିରାଟ କୁମ୍ଭୀର, ଭିଡିଓ ଭାଇରାଲ

ବେଲଗାମ,୧୨।୮: ଦେଶର ବହୁ ରାଜ୍ୟ ଏବେ ପାଣି ଘେରରେ। କର୍ନାଟକରେ ଲଗାଣ ବର୍ଷା ଯୋଗୁ ରାଜ୍ୟର ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି...

ପାଇଲଟଙ୍କ ଉପରେ ବର୍ଷିଲେ ଗେହଲଟ

ନୂଆଦିଲ୍ଲୀ,୨୦।୭: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ପୁଣିଥରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ଉପରେ ଖୁବ୍‌ ବର୍ଷିଛନ୍ତି। ଗେହଲଟ କହିଛନ୍ତି ପାଇଟଲ କଂଗ୍ରେସ ପିଠିରେ ଛୁରି...

Advertisement
Archives

Model This Week