ସ୍ତ୍ରୀ ପିଲାଙ୍କ ଖର୍ଚ୍ଚ ଉଠାଇ ପାରୁ ନ ଥିଲେ ଏହି ଲୋକପ୍ରିୟ ଅଭିନେତା

କପୁର ପରିବାର ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏପରି ଏକ ପରିବାର ଯିଏକି ଅନେକ ଦଶନ୍ଧି ଧରି ଦର୍ଶକଙ୍କ ମନୋରଞ୍ଜନ କରି ଆସୁଛନ୍ତି। ଅଭିନେତ୍ରୀ କରିସ୍ମାଙ୍କ ବାପା ରଣଧୀର କପୁରଙ୍କ ସହ ନିକଟରେ କପିଲ ଶର୍ମାଙ୍କ ଶୋ’ରେ ପହଞ୍ଚିଥିଲେ। ଯେଉଁଠାରେ ରଣଧୀର ତାଙ୍କ ସଂଘର୍ଷମୟ ଜୀବନର କାହାଣୀ ବଖାଣିଥିଲେ।
ସେ ଏହା ମଧ୍ୟ କହିଛନ୍ତି ଯେ, ତାଙ୍କ ସମୟରେ ଟଙ୍କା ରୋଜଗାର କରିବା ଆଦୌ ସହଜ ନ ଥିଲା। ତାଙ୍କ ଜୀବନରେ ଏପରି ଏକ ସମୟ ଥିଲା ଯେତେବେଳେ ତାଙ୍କ ପିଲାମାନଙ୍କର ଖର୍ଚ୍ଚ ବହନ କରିବାକୁ ଟଙ୍କା ନ ଥିଲା। ସେହି ସମୟରେ ତାଙ୍କ ଜୀବନର ବହୁତ କଷ୍ଟସାଧ୍ୟ ଥିଲା ।
ଏହା ସହ ସେ କହିଥିଲେ ଆଜିର କଳାକାରମାନଙ୍କ ପାଇଁ ଟଙ୍କା ରୋଜଗାର କରିବା ସହଜ ଅଟେ। ବର୍ତ୍ତମାନ କୌଣସି ଅଭିନେତ୍ରୀ କିମ୍ବା ଅଭିନେତାଙ୍କ ପାଇଁ ଟଙ୍କା ରୋଜଗାର କରିବା ଅତ୍ୟନ୍ତ ସହଜ ହୋଇଯାଇଛି। ଆମ ସମୟରେ ଏହା ହେଉ ନଥିଲା। ମୋ ଝିଅମାନଙ୍କୁ ଟ୍ୟୁଶନ ପଠାଇବାକୁ ମୋର ଟଙ୍କା ମଧ୍ୟ ନଥିଲା। ଟଙ୍କା ରୋଜଗାର କରିବା ପାଇଁ ଆମେ ବହୁତ କଠିନ ପରିଶ୍ରମ କରୁଥିଲୁ, ସେହି ଅବଧି ମୋ ପାଇଁ ଏତେ କଷ୍ଟସାଧ୍ୟ ଥିଲା ଯେ ମୁଁ ମୋ ରୋଜଗାରରେ ସ୍ତ୍ରୀ ବବିତାଙ୍କ ଖର୍ଚ୍ଚ ମଧ୍ୟ ପୂରଣ କରିପାରି ନ ଥିଲି।

 


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୁତିଙ୍କୁ ୪୩ : ଏକ ଅନ୍ତରଙ୍ଗ ସିନ୍‌ରେ ଶୁଟିଂ ସେଟ୍‌ରେ ହରାଇଥିଲେ ନିୟନ୍ତ୍ରଣ

ମୁମ୍ବାଇ,୧୮।୧୨: ବଲିଉଡ୍‌ ଅଭିନେତ୍ରୀ ଶ୍ରୁତି ସେଠ୍‌ ଶୁକ୍ରବାର ୪୩ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୭ ଡିସେମ୍ବର ୧୮ରେ ସେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ୨୦୦୩ଠାରୁ ୨୬...

ହାତକୁ ଦୁଇ ହାତ ହେବେ ଶାହିଦଙ୍କ ଭଉଣୀ

ବମ୍ବେ: ହାତକୁ ଦୁଇ ହାତ ହେବାକୁ ଯାଉଛନ୍ତି ବଲିଉଡ୍‌ ଅଭିନେତା ଶାହିଦ କପୁରଙ୍କ ସାବତ ଭଉଣୀ ସନାା। ଖ୍ୟାତନାମା କଳାକାର ମନୋଜ ପାହବା-ସୀମା ପାହବାଙ୍କ ପୁଅ...

ସଲମାନଙ୍କ ପାଦ ଧୋଇବାକୁ ଚାହାନ୍ତି ଏହି ଅଭିନେତ୍ରୀ, କାରଣ ଜାଣିଲେ କରିବେ ପ୍ରଶଂସା

ମୁମ୍ବାଇ: ଡ୍ରାମା କୁଇନ୍‌ ରାକ୍ଷୀ ସ୍ବାଓନ୍ତ ସଲମାନ ଏବଂ ତାଙ୍କ ପରିବାରକୁ ସବୁବେଳେ ଶ୍ରେୟ ଦେଇଥାନ୍ତି। ରାକ୍ଷୀ ଏକ ସାକ୍ଷାତକାରରେ କହିଛନ୍ତି ଯେ, ସେ ସଲମାନ...

ଟ୍ରୋଲ ହେଉଛନ୍ତି ଆଲିଆ-ରଣବୀର

ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ ଓ ତାଙ୍କ ବୟଫ୍ରେଣ୍ଡ ତଥା ଅଭିନେତା ରଣବୀର କପୁରଙ୍କୁ ସୋସିଆଲ ମିଡିଆରେ ପ୍ରବଳ ଟ୍ରୋଲ କରାଯାଉଛି। ଏହାର କାରଣ କ’ଣ...

ଆଜି ରିଲିଜ୍‌ ହେବ ବହୁ ପ୍ରତୀକ୍ଷିତ ଫିଲ୍ମ‘ ଗଙ୍ଗୁବାଇ କାଠିଓ୍ବାବାଡି’

ମୁମ୍ବାଇ: ଅପେକ୍ଷାର ଘଟିବ ଅନ୍ତ। ବହୁ ବାଦ ବିବାଦ ପରେ ଆଜି ରିଲିଜ୍‌ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ଫିଲ୍ମ‘ ଗଙ୍ଗୁବାଇ କାଠିଓ୍ବାବାଡି’। ଫିଲ୍ମକୁ ନେଇ...

ରିଷି କହୁଥିଲେ ନିଚ୍ଛକ କଥା: ପିତା ରାଜକପୁରଙ୍କ ବିବାହ ପରର ସମ୍ପର୍କରେ ନିଜ ପୁସ୍ତକରେ କରିଥିଲେ ଉଲ୍ଲେଖ

ମୁମ୍ବାଇ,୩୦।୪: ବଲିଉଡ୍‌ର ରୋମାଣ୍ଟିକ୍‌ ଅଭିନେତା ରିଷି କପୁର ସବୁବେଳେ ନିଚ୍ଛକ  କଥା ହିଁ କହୁଥିଲେ। ଏଥିପ୍ରତି ତାଙ୍କର ଭୟ ବି ନ ଥିଲା। ଯାହା ସତ...

କାନାଡାରୁ ଭାରତ ଆସିବାବେଳେ ମାତ୍ର ୫ ହଜାର ଟଙ୍କା ଆଣି ଆସିଥିଲେ ଏହି ଅଭିନେତ୍ରୀ, ଏବେ କୋଟିପତି

କାନାଡାର ଜଣେ ଅଭିନେତ୍ରୀ ଯେତେବେଳେ ଭାରତ ଆସିଥିଲେ ସେତେବେଳେ ସାଥୀରେ ଚଳିବା ପାଇଁ କିଛି ଟଙ୍କା ଆଣିଥିଲେ। ଯେଉଁ ଟଙ୍କାରେ ଚଳିବା ତାଙ୍କ ପାଇଁ କଷ୍ଟକର...

କିଲରଙ୍କ ସନ୍ଧାନରେ ଅନ୍ଧ ପୋଲିସ

ନୂଆଦିଲ୍ଲୀ,୧୫ା୨: ବଲିଉଡ୍‌ ଷ୍ଟାର ସୋନମ କପୁରଙ୍କ ଆଗାମୀ କ୍ରାଇମ୍‌ ଥ୍ରିଲର ‘ବ୍ଲାଇଣ୍ଡ୍‌’ର ଶୁଟିଂ ଶନିବାର ସ୍କଟ୍‌ଲାଣ୍ଡରେ ଶେଷ ହୋଇଛି। ୩୯ ଦିନରେ ଏହାର ଶୁଟିଂ ସରିଥିବା...

Advertisement
Archives

Model This Week