Advertisement
Posted inଫୁରସତ

ବିଶ୍ୱର ସବୁଠୁ ବୟସ୍କ ବିଲେଇ

ନିକଟରେ ବ୍ରିଟେନରେ ରହୁଥିବା ଏକ ବିଲେଇ ନିଜର ୨୭ତମ ଜନ୍ମଦିନ ପାଳନ କରିବାକୁ ଯାଉଛି। ବିଶ୍ୱର ସବୁଠାରୁ ବୟସ୍କ ବିଲେଇ ଭାବେ ଏହି ବିଲେଇର ନାଁ ଗିନିଜ ୱାଲର୍‌ଡ ରେକର୍ଡରେ ସାମିଲ କରାଯାଇଛି। ୧୯୯୫ରେ ଜନ୍ମ ହୋଇଥିବା ଏହି ବିଲେଇର ବୟସ ୨୬ ବର୍ଷ ୩୧୬ ଦିନ। ସେ ବ୍ରିଟେନରେ ରୁହେ ଏବଂ ତାର ନାମ ଫ୍ଲୋସି। ଗିନିଜ ରେକର୍ଡ ଅନୁଯାୟୀ, ଯଦି ଏହାର ବୟସ ମନୁଷ୍ୟ ସହିତ ତୁଳନା କରାଯାଏ, ତେବେ ଏହା ୧୨୦ ବର୍ଷ ସହିତ ସମାନ।
ସବୁଠୁ ଆଶ୍ଚର୍ଯ୍ୟ ବିଷୟ ହେଉଛି ଫ୍ଲୋସି ଏବେ ସୁସ୍ଥ ଅଛି। ଯଦିଓ ତାର ଦୃଷ୍ଟି ଶକ୍ତି ଏବଂ ଶୁଣିବା ଶକ୍ତି ଟିକେ ହ୍ରାସ ପାଇଛି କିନ୍ତୁ ସେ ଏବେ ସକ୍ରିୟ ଅଛି।
ଫ୍ଲୋସି ଦେଖିବାକୁ ବାଦାମୀ ଏବଂ କଳା ମିଶ୍ରଣ। ସେ ଖାଇବାକୁ ଭଲ ପାଏ। ତାର ମାଲିକ ଅନେକ ଥର ବଦଳିଛନ୍ତି ଏବଂ ବର୍ତ୍ତମାନ ସେ ବ୍ରିଟେନର ଏକ ପୋଷା କେନ୍ଦ୍ରରେ ରୁହେ। ଅଗଷ୍ଟ ୨୦୨୨ରେ ଫ୍ଲୋସିକୁ ବ୍ରିଟେନର ଅଗ୍ରଣୀ ବିଲେଇ ସୁରକ୍ଷା କେନ୍ଦ୍ରକୁ ହସ୍ତାନ୍ତର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ହାତୀକୁ ଏମିତି ସ୍ବାଗତ ଜଣାଉଛନ୍ତି ହାତୀପଲ, ଭିଡିଓ ଦେଖିଲେ…

ପରସ୍ପର ପ୍ରତି ପ୍ରେମ ଏବଂ ଭାବନାକୁ ପ୍ରକାଶ କରିବାର ଉପାୟ ସମସ୍ତଙ୍କର ଭିନ୍ନଭିନ୍ନ ହୋଇଥାଏ। ଠିକ୍‌ ହାତୀମାନେ ମଧ୍ୟ ସେମାନଙ୍କ ଦଳରେ ନୂତନ ସଦସ୍ୟଙ୍କୁ ସ୍ବାଗତ...

ଜନ୍ମ ପ୍ରମାଣପତ୍ରରେ ଗୋଟିଏ ପିଲାର ୩ ପିତା, ଖର୍ଚ୍ଚ ହୋଇଛି ୮୮ ଲକ୍ଷ

ଓ୍ବାଶିଂଟନ,୭।୩: ଆମେରିକାର ତିନିଜଣ ପୁରୁଷ ‘ପ୍ରଥମ ଥର ପାଇଁ ଗୋଟିଏ ପରିବାରର ପିତା’ ହୋଇ ଇତିହାସ ରଚିଛନ୍ତି। ଏଥିପାଇଁ ଏହି ୩ ପୁରୁଷଙ୍କୁ ଦୀର୍ଘଦିନ ପର୍ଯ୍ୟନ୍ତ...

ସାବଧାନ! ହେଲ୍‌ମେଟ ଘରକୁ କରୋନା ଆଣୁନାହିଁ ତ

ଆପଣଙ୍କ ହେଲମେଟ ଘରକୁ କରୋନା ଭାଇରସ୍‌ ଆଣୁ ନାହିଁ ତ? ଏହି ପ୍ରଶ୍ନ ଶୁଣି ଆପଣ ଟିକେ ଅଜବ ଅନୁଭବ କରିପାରନ୍ତି, କିନ୍ତୁ ବର୍ତ୍ତମାନ ଏହି...

ମହାତ୍ମା ଗାନ୍ଧୀଙ୍କୁ ନିଜ ଅଟୋଗ୍ରାଫକୁ ୫ଟଙ୍କାରେ ବିକ୍ରି କରିବାକୁ ପଡ଼ିଥିଲା

ଚଳିତ ବର୍ଷ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ କରାଯାଉଛି। ଏହି ଅବସରରେ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବହୁ ଆଡ଼ମ୍ବରରେ ପାଳନ...

ଓଲଟା ପିରାମିଡ୍‌ ସଦୃଶ ଲାଇବ୍ରେରୀ, ଜାଣନ୍ତୁ କେଉଁଠି…

ବିଶ୍ୱରେ ଏମିତି ଏକ ଲାଇବ୍ରେରୀ ଅଛି ଯାହା ଦେଖିବାକୁ ଓଲଟା ପିରାମିଡ୍‌ ସଦୃଶ। ବିଶ୍ୱାସ ହେଉ ନ ଥିଲେ ବି ସତ। ଜର୍ମାନୀର ଷ୍ଟଟ୍‌ଗାର୍ଟ ସିଟି...

ନାଟ୍ୟକାର ମନ୍ମଥ

ଦର୍ଶକଙ୍କୁ ନାଟକ କେବଳ ମନୋରଞ୍ଜନ ଦିଏ ତା’ନୁହେଁ ବରଂ ଏହା ଜନଜାଗରଣର ଏକ ବଳିଷ୍ଠ ମାଧ୍ୟମ। ସମାଜର ନିଚ୍ଛକ ଛବି ନିଖୁଣଭାବେ ନାଟକରେ ହିଁ ପ୍ରତିଫଳିତ...

ଯୁଦ୍ଧବିମାନ ଉଡାଇ ପାରନ୍ତି ରତନ ଟାଟା: ରହିଛି ଏଭଳି ସଉକ

ଟାଟା ଗ୍ରୁପ୍‌ ଚେୟାରମ୍ୟାନ୍‌ ଥିବା ରତନ ଟାଟା ନୈତିକତାର ଏକ ଜ୍ୱଳନ୍ତ ଉଦାହରଣ। ସେ ନିଜର ସେବା ମନବୃତ୍ତିକୁ ନେଇ ବେଶ୍‌ ଲୋକପ୍ରିୟ। ୧୯୯୧ରେ ଟାଟା...

ଯଜ୍ଞରେ ଆହୁତି ଦେଲେ ମୁସଲମାନ୍‌ ମହିଳା ସରପଞ୍ଚ

ଭୋପାଳ, ୨୭।୨: ଦେଶରେ ଭିନ୍ନ ଭିନ୍ନ ସମ୍ପ୍ରଦାୟ ମଧ୍ୟରେ ହିଂସା ଜାରି ଥିବାବେଳେ ମଧ୍ୟପ୍ରଦେଶର ଜଣେ ମହିଳା ସରପଞ୍ଚ ମନ୍ଦିରରେ ଆୟୋଜିତ ଏକ ଯଜ୍ଞରେ ଆହୁତି...

Advertisement
Archives

Model This Week