ଚାଇନାର ମୁକାବିଲା ପାଇଁ ଜାପାନ ୧,୦୦୦ ଦୂରଗାମୀ ମିଶାଇଲ ମୁତୟନ କରିବ

ଟୋକିଓ,୨୨ା୮: ଆମେରିକା ହାଉସ୍‌ ସ୍ପିକର ନାନ୍ସି ପେଲୋସିଙ୍କ ତାଇପେଇ ଗସ୍ତ ପରେ ଚାଇନାର ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ) ପକ୍ଷରୁ ସମରାଭ୍ୟାସ କରାଯାଇଥିଲା। ସମରାଭ୍ୟାସ ବେଳେ ଜାପାନର ଏକ୍ସକ୍ଲୁସିଭ୍‌ ଇକୋନୋମିକ୍‌ ଜୋନ୍‌(ଇଇଜେଡ୍‌)ରେ ୫ଟି କ୍ଷେପଣାସ୍ତ୍ର ପଡ଼ିଥିବା ସୂଚନା ମିଳିଛି। ଏହାକୁ ନେଇ ଜାପାନ କ୍ଷୁବ୍ଧ ହୋଇପଡିଛି। ଜାପାନ ଚାଇନାର ମୁକାବିଲା ପାଇଁ ୧,୦୦୦ ଦୂରଗାମୀ କ୍ଷେପଣାସ୍ତ୍ର ମୁତୟନ କରିବାକୁ ପ୍ରସ୍ତୁତି ଚଳାଇଛି। ଗଣମାଧ୍ୟମ ରିପୋର୍ଟ ମୁତାବକ, ଉତ୍ତର କୋରିଆ ଓ ଚାଇନା ସଂଲଗ୍ନ ନାନ୍‌ସେଇ ଦ୍ୱୀପରେ ଅନୂ୍ୟନ ୧ ହଜାର କ୍ରୁଜ୍‌ ମିଶାଇଲ ମୁତୟନ କରାଯିବ। ଜାହାଜ ଓ ବିମାନଗୁଡ଼ିକରୁ ଏହି ମିଶାଇଲ ୧୦୦ କି.ମି. ଦୂର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ମରିୟମଙ୍କୁ ବିଦେଶ ଯାତ୍ରା ଅନୁମତି ଦେଲେ ନାହିଁ ଇମ୍ରାନ ସରକାର

ଇସ୍‌ଲାମାବାଦ,୨୩।୧୨: ପାକିସ୍ତାନର ଇମ୍ରାନ୍‌ ଖାନ୍‌ ସରକାର ପାକିସ୍ତାନ ମୁସଲିମ ଲିଗ୍‌ ନଓ୍ବାଜ (PML-N)ର ଉପାଧ୍ୟକ୍ଷ ମରିୟମ ନଓ୍ବାଜଙ୍କୁ ବିଦେଶ ଗସ୍ତ କରିବାକୁ ମନୁମତି ଦେଇ ନାହାନ୍ତି।...

ଓମିକ୍ରନର ଆଉ ୨ ନୂଆ ଲକ୍ଷଣ, ଯାହା କରୋନାଠାରୁ ସମ୍ପୂର୍ଣ୍ଣ ଭିନ୍ନ

ଲଣ୍ଡନ,୩୧ ।୧୦: ସାରା ବିଶ୍ୱ ପାଇଁ ଏବେ ଚିନ୍ତାର କାରଣ ପାଲଟିଛି କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍ । ଏବେ ଏହା ଦ୍ରୁତ ବେଗରେ ବ୍ୟାପୁଥିବାରୁ...

‘ରୁଷିଆ-ୟୁକ୍ରେନ୍‌ ଉତ୍ତେଜନା ଯୁଦ୍ଧର ରୂପ ନେଲେ ବିଶ୍ୱ ପାଇଁ ବିପଦ’

ଜାତିସଂଘ,୧୯ା୨: ରୁଷିଆ ଓ ୟୁକ୍ରେନ୍‌ ମଧ୍ୟରେ ଲାଗିରହିଥିବା ଉତ୍ତେଜନା ଯୁଦ୍ଧର ରୂପ ନେଲେ ବିଶ୍ୱ ପାଇଁ ବିପତ୍ତି ଆସିବ ବୋଲି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌...

ନେପାଳରେ ରାଜନୈତିକ ଅସ୍ଥିରତା, ଆମେରିକା-ଚାଇନା ମୁହାଁମୁହିଁ, ପ୍ରଚଣ୍ଡଙ୍କ ଧମକ…

କାଠମାଣ୍ଡୁ,୧୭।୨ : ଭାରତର ପଡୋଶୀ ଦେଶ ନେପାଳ ପୁଣି ଥରେ ରାଜନୈତିକ ଅସ୍ଥିରତା ସୃଷ୍ଟି ହୋଇଛି। ଏଥର ମଧ୍ୟ ନେପାଳରେ ଚାଲିଥିବା ରାଜନୈତିକ ଅଡୁଆରେ ଚାଇନା...

ଗ୍ରହାଣୁରୁ ମୃତ୍ତିକା ଆଣୁଛି ଜାପାନ

ଟୋକିଓ, ୬।୧୨: ଜାପାନର ହାୟାବୁସା୨ ମହାକାଶ ଯାନ ଏକ କ୍ୟାପସୁଲ୍‌କୁ ସଫଳତାର ସହ ଅଲଗା କରି ପୃଥିବୀ ଅଭିମୁଖେ ପଠାଇଛି। ଏଥିରେ ଏକ ଦୂରନ୍ତ ଗ୍ରହାଣୁ...

ଆମେରିକାରେ କାୟା ବିସ୍ତାର କରୁଛି ଓମିକ୍ରନ୍‌: ପିଲାଙ୍କ ପାଇଁ ଘାତକ ସାଜିଛି ନୂଆ ଭାରିଏଣ୍ଟ

ୱାଶିଂଟନ,୨୭ ।୧୨: ଯେବେଠାରୁ କରୋନାର ନୂଆ ଭାରିଲଣ୍ଟ ଓମିକ୍ରନ୍‌ର ସୂଚନା ମିଳିଲାଣି ସେବେଠାରୁ ସାରା ବିଶ୍ୱରେ ଏହାକୁ ନେଇ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି...

ବ୍ରାଜିଲରେ ରେକର୍ଡ କଲା କରୋନା

ରିଓ ଡି ଜେନେରିଓ,୨୮ ।୧: ବିଶ୍ୱର କିଛି ଦେଶରେ କରୋନା ପିକରେ ଥିବା ବେଳେ କିଛି ଦେଶରେ ଏହାର ଗ୍ରାଫ ତଳମୁହାଁ ହୋଇଛି । ହେଲେ...

ଦିନକୁ ୧୧୫ ସିଙ୍ଗଡ଼ା, ୧୨ ଲିଟର କୋଲ୍ଡଡ୍ରିଙ୍କସ୍‌ ପିଉଥିଲେ ଏହି ବ୍ୟକ୍ତି, ଶେଷରେ ଘଟିଲା ଏମିତି …

ଆଜିର ସମୟରେ ମେଦବହୁଳତା ଲୋକଙ୍କ ପାଇଁ ବଡ଼ ସମସ୍ୟା ହୋଇଗଲାଣି। ଅନେକ ଲୋକ ମେଦବହୁଳତା ଯୋଗୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିଛି ଲୋକ ଏହି କାରଣରୁ...

Advertisement
Archives

Model This Week