ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ ବିଧାୟକ

ବଇଣ୍ଡା,୧୦ା୨(ଡି.ଏନ.ଏ.)  ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ଗାଁ ଗହଳିରେ ଏବେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି। ପ୍ରତ୍ୟେକ ଗାଁରେ ପ୍ରଚାର ଜମୁଥିବାବେଳେ ବୁଧବାର କିଶୋରନଗର ବ୍ଲକ ୧୨ ନମ୍ବର ଜୋନ୍‌ ବିଜେଡି ଜିଲା ପରିଷଦ ପ୍ରାର୍ଥୀ ଅନୁପମା ସାହୁଙ୍କ ପାଇଁ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ। ୧୨ ନମ୍ବର ଜୋନର ସଞ୍ଜାମୁରା ପଞ୍ଚାୟତରେ ପ୍ରଥମେ ଗାଁ ଠାକୁରାଣୀଙ୍କଠାରେ ପୂଜାର୍ଚ୍ଚନା କରି ବିଧାୟକ ସଞ୍ଜାମୁରା, ଗମ୍ଭାରୀମଳିହା, କୁମ୍ଭାରମୁଣ୍ଡା, ବ୍ରାହ୍ମଣୀଦେଇ ଆଦି ଗ୍ରାମରେ ପ୍ରଚାର କରିଥିଲେ। ବିଜେଡି ପ୍ରାର୍ଥୀ ଅନୁପମା ସାହୁଙ୍କୁ ଭୋଟ ଦେବାକୁ ବିଧାୟକ ଗ୍ରାମବାସୀଙ୍କୁ ନିବେଦନ କରିଥିଲେ। ବିଧାୟକଙ୍କ ସହ ବିଜେଡି ନେତ୍ରୀ ଝରଣା ନାୟକ, ବିବଚ୍ଛ ସାହୁ, କୁଶ ନାୟକ, ଅଭିମନ୍ୟୁ ନାୟକ, କ୍ଷୀରୋଦ ନାୟକ, ଗଙ୍ଗାଧର ପ୍ରଧାନ ପ୍ରମୁଖ ଯୋଗଦେଇ ଭୋଟ ପାଇଁ ପ୍ରଚାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭିତ୍ତିଭୂମିକୁ ଗୁରୁତ୍ୱ ନାହିଁ

ଛେଣ୍ଡିପଦା,୨୮।୪(ସ୍ବ.ପ୍ର.):  ରୋଗୀ ସେବାକୁ ନେଇ ଦିନେ ଯେଉଁ ସ୍ବାସ୍ଥ୍ୟକେନ୍ଦ୍ର ସୁନାମ ଅର୍ଜନ କରିଥିଲା, ଦୀର୍ଘବର୍ଷ ହେଲା ତାହାକୁ ଅଣଦେଖା କରାଯାଉଛି। ଏପରି କି ଦୁର୍ବଳ ଭିତ୍ତିଭୂମିରେ ପରିବର୍ତ୍ତନ...

୩ ଘଣ୍ଟା ଉଡିଲା ପାଉଁଶ

କଣିହାଁ, ୨୮ା୫(ଡି.ଏନ.ଏ.)- ଅନୁଗୋଳ ଜିଲା କଣିହାଁ ବ୍ଲକ ଅଞ୍ଚଳରେ ଗୁରୁବାର ଅପରାହ୍ନରେ ୩ ଘଣ୍ଟା ଧରି ଏନ୍‌ଟିପିସି ପ୍ରକଳ୍ପରୁ ପ୍ରବଳ ମାତ୍ରାରେ ପାଉଁଶ ଉଡିଥିଲା। ଏଥିଯୋଗୁ...

୧୪ ଦିନରେ ୧୨ ସ୍ଥାନରୁ ଚୋରି

ବଇଣ୍ଡା,୧୦।୧(ଡି.ଏନ.ଏ.): ଅନୁଗୋଳ ଜିଲା ହଣ୍ଡପା ଥାନା ଅଞ୍ଚଳରେ ବଢ଼ୁଛି ଚୋରି। ଠିକ୍‌ ଭାବେ ପାଟ୍ରୋଲିଂ କରାଯାଉ ନ ଥିବାରୁ ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ବ୍ୟବସାୟିକ ପ୍ରତିଷ୍ଠାନ,...

ଭୋଟରଙ୍କ ନିକଟତର ହେବାକୁ ଚେଷ୍ଟା ଚଳାଇଛନ୍ତି ସଂଗ୍ରାମ

ବନ୍ତ,୩ା୨ (ଡି.ଏନ.ଏ.) ପଞ୍ଚାୟତ ନିର୍ବାଚନରେ ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋ ପଞ୍ଚାୟତରେ ୪ଜଣ ସରପଞ୍ଚ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। କଂଗ୍ରେସ ସିପିଆଇ ମେଣ୍ଟ, ବିଜେଡି...

ଡଙ୍ଗାପାଳ ଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

ଛେଣ୍ଡିପଦା,୨୭।୪(ସ୍ବ.ପ୍ର): ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକର ନୂଆଗାଁ ଗ୍ରାମ ପଞ୍ଚାୟତର ଡଙ୍ଗାପାଳ ଗାଁକୁ ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ ଭାବେ...

ଆର୍ମି ପରୀକ୍ଷା ହେଉ ନ ଥିବାରୁ ଅସନ୍ତୋଷ

ଅନୁଗୋଳ ଅଫିସ, ୮।୫: ଆର୍ମି ନିଯୁକ୍ତି ମେଳାରେ ଯୋଗଦେଇ ଶାରୀରିକ ଓ ଡାକ୍ତରୀ ପରୀକ୍ଷାରେ କୃତକାର୍ଯ୍ୟ ହେଲେ। କିନ୍ତୁ ଲିଖିତ ପରୀକ୍ଷା ଏଯାଏ ହେଉ ନ ଥିବାରୁ...

ଭୋଟ୍‌ ବାକ୍ସକୁ ମୁଣ୍ଡିଆ ମାରିଲେ ଏମ୍‌ପି ପ୍ରମିଳା ବିଷୋୟୀ

ଗଞ୍ଜାମ,୨୪ା୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଆଜି ଅନ୍ତିମ ତଥା ପଞ୍ଚମ ପର୍ଯ୍ୟାୟ ମତଦାନ ଚାଲିଛି। ବେଗୁନିଆପଡା, ଆସିକା ଓ ଭଞ୍ଜନଗର ପ୍ରମୁଖ ୩ଟି ବ୍ଲକରେ ଭୋଟ୍‌ ଗ୍ରହଣ...

ମଦ ସହ ସ୍କୁଟି ଜବତ, ୩ ଗିରଫ

ବଇଣ୍ଡା,୧୫।୭ (ଡି.ଏନ.ଏ.)-ହଣ୍ଡପା ପୋଲିସ ରବିବାର ରାତିରେ ବିଭିନ୍ନ ଗ୍ରାମରେ ଚଢାଉ କରି ମଦ ସହିତ ସ୍କୁଟି ଗାଡ଼ି ଜବତ କରିଛି। ଏଥିରେ ସମ୍ପୃକ୍ତି ଅଭିଯୋଗରେ ୩...

Advertisement
Archives

Model This Week