Posted inଜାତୀୟ

‘ଇସ୍‌ଲାମରେ ହିଜାବ ଜରୁରୀ ପ୍ରଥା ନୁହେଁ’

ବେଙ୍ଗାଲୁରୁ,୧୮।୨: ଇସ୍‌ଲାମରେ ହିଜାବ ଏକ ଅତ୍ୟାବଶ୍ୟକ ଧର୍ମୀୟ ପ୍ରଥା ନୁହେଁ ବୋଲି କର୍ନାଟକ ସରକାର ଶୁକ୍ରବାର ହାଇକୋର୍ଟଙ୍କୁ କହିଛନ୍ତି। ଏହାର ବ୍ୟବହାରକୁ ରୋକିବା ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୨୫ରେ ଦିଆଯାଇଥିବା ଧର୍ମୀୟ ସ୍ବାଧୀନତାର ଉଲ୍ଲଂଘନ ନୁହେଁ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ମହାଧିବକ୍ତା ପ୍ରଭୁଲିଙ୍ଗ ନଭଦଗି ଅଦାଲତରେ ଯୁକ୍ତି ଉପସ୍ଥାପନ କରିଛନ୍ତି। ଜଷ୍ଟିସ୍‌ ଋତୁରାଜ ଅଓ୍ବସ୍ତି, ଜଷ୍ଟିସ୍‌ ଜେ.ଏମ୍‌. ଖାଜି ଏବଂ ଜଷ୍ଟିସ କ୍ରିଷ୍ଣା ଏମ୍‌. ଦୀକ୍ଷିତଙ୍କୁ ନେଇ ଗଠିତ ହାଇକୋର୍ଟର ପୂର୍ଣ୍ଣାଙ୍ଗ ଖଣ୍ଡପୀଠ ହିଜାବ ବିବାଦ ମାମଲାର ଶୁଣାଣି କରୁଛନ୍ତି।

କର୍ନାଟକ ସରକାର ଫେବୃୟାରୀ ୫ରେ ଜାରି କରିଥିବା ନିର୍ଦ୍ଦେଶନାମାରେ ଛାତ୍ରୀମାନଙ୍କ ପାଇଁ ହିଜାବ କିମ୍ବା ଗୈରିକ ଉତ୍ତରୀୟ ବ୍ୟବହାରକୁ ନିଷେଧ କରାଯାଇଥିବାରୁ କେତେଜଣ ମୁସଲମାନ ଛାତ୍ରୀ ଏହାକୁ ଚ୍ୟାଲେଞ୍ଜ କରିଥିଲେ। ଏହା ସମ୍ବିଧାନର ଅନୁଚ୍ଛେଦ ୨୫ର ଉଲ୍ଲଂଘନ ବୋଲି ସେମାନେ ପିଟିଶନରେ ଦର୍ଶାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଲଓ୍ବାମାରେ ଆତଙ୍କବାଦୀଙ୍କ ଆକ୍ରମଣ: ସ୍ଥାନୀୟ ଦୋକାନୀ ମୃତ

ଶ୍ରୀନଗର,୧୩।୧୧: ଜମ୍ମୁ-କଶ୍ମୀର ପୁଲଓ୍ବାମା ଜିଲା ଅବନ୍ତିପୁରା ଅଞ୍ଚଳର ଜଣେ ସ୍ଥାନୀୟ ଦୋକାନୀଙ୍କୁ ବୁଧବାର ସନ୍ଧ୍ୟାରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଛି।...

ଟଳିପଡିଲେ ଜଣେ ଆତଙ୍କବାଦୀ

ଶ୍ରୀନଗର,୨୮।୨: ଦକ୍ଷିଣ କଶ୍ମୀରର ପୁଲୱାମା ଜିଲାର ପଦ୍ମଗୋରାଠାରେ ଏକ ଏନକାଉଣ୍ଟର ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି। ଡିଜିପି ଦିଲବାଗ ସିଂ ଏହି ଏନକାଉଣ୍ଟରକୁ ନିଶ୍ଚିତ କରିଥିଲେ...

ବଢ଼ିଲା ସକ୍ରିୟ ମାମଲା-ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୧୫।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି...

ପ୍ରଧାନମନ୍ତ୍ରୀ ପଦ ଦୌଡ଼ରେ ଆଗରେ ଥିଲେ ବି ଶେଷରେ ହୋଇଥିଲେ ନିରାଶ…

ନୂଆଦିଲ୍ଲୀ,୧୦।୧୦ : ମୁଲାୟମ ସିଂ ଯାଦବଙ୍କ ରାଜନୈତିକ ଜୀବନ ବହୁ ସଂଘର୍ଷ ଦେଇଗତି କରିଥିଲା। ୧୯୯୬ ରେ, ମୁଲାୟମ ସିଂ ଯାଦବ ମେନପୁରୀ ଆସନରୁ ଏକାଦଶ...

ଧ୍ୱଜାବତରଣ ଉତ୍ସବରେ ଯୋଗଦେବେନି ଦର୍ଶକ

ନୂଆଦିଲ୍ଲୀ,୭ା୩(ପି.ଟି.): କରୋନା ସଂକ୍ରମଣ ଭୟରେ ଅଟ୍ଟାରୀ-ଓ୍ବାଘା ସୀମାରେ ପ୍ରତିଦିନ ସନ୍ଧ୍ୟାରେ ହେଉଥିବା ଧ୍ୱଜାବତରଣ ଉତ୍ସବରେ ଦର୍ଶକମାନଙ୍କୁ ଭାଗନେବାକୁ ଅନୁମତି ଦିଆଯିବନି। ଶନିବାରଠାରୁ ଏହି ପ୍ରତିକାର ବ୍ୟବସ୍ଥା...

କାର୍‌ ବୁକ୍‌ କରି ପରଟା ଖାଇବାକୁ ଯାଇଥିଲେ, ଘଟିଲା ଏମିତି କାଣ୍ଡ

ନୂଆଦିଲ୍ଲୀ,୩।୯:ଜଣେ କ୍ୟାବ ଡ୍ରାଇଭରଙ୍କଠାରୁ ଲୁଟ୍‌ ଅଭିଯୋଗରେ ଦିଲ୍ଲୀ ପୋଲିସ ଦୁଇ ନାବାଳକଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି। ପୋଲିସର ସୂଚନାନୁସାରେ, ସମସ୍ତ ଅଭିଯୁକ୍ତ ହରିୟାଣାର...

ପେପର ଲିକ୍‌ ଉପରେ ଚର୍ଚ୍ଚା କରନ୍ତୁ ଭାଜପା ସରକାର: ପ୍ରିୟଙ୍କା

ନୂଆଦିଲ୍ଲୀ,୨।୪(ପି.ଟି.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଲାମାନଙ୍କ ସହ ପରୀକ୍ଷାକୁ ନେଇ ଚର୍ଚ୍ଚା କରୁଥିବାବେଳେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉତ୍ତରପ୍ରଦେଶର ଭାଜପା ସରକାରଙ୍କୁ ପେପର...

ଶହୀଦ୍‌ଙ୍କ ନାମରେ ନାମିତ ହେବ ୭୫ ସ୍କୁଲ୍‌-୭୫ ରାସ୍ତା, ସରକାରଙ୍କ ନିଷ୍ପତ୍ତି…

ଶ୍ରୀନଗର,୭।୮: ଭାରତ ସ୍ବାଧୀନତାର ୭୫ ବର୍ଷ ପାଳନ ଅବସରରେ ଜମ୍ମୁ-କଶ୍ମୀର ସରକାର ରାଜ୍ୟର ୭୫ଟି ସ୍କୁଲ ଏବଂ ୭୫ଟି ରାସ୍ତାର ନାମକରଣ ଶହୀଦ୍‌ଙ୍କ ନାମରେ କରିବାକୁ...

Advertisement
Archives

Model This Week