Posted inଫୁରସତ

ସ୍ତ୍ରୀଙ୍କୁ ସନ୍ଦେହ କରୁଥିଲେ ସ୍ବାମୀ: ଯାଞ୍ଚ୍‌ ପାଇଁ ଜଣେ ବ୍ୟକ୍ତିଙ୍କୁ ପଠାଇଲେ ଏମିତି ମେସେଜ୍‌, ଦେଖିଲେ ଉଡିଯିବ ହୋଶ୍‌

ବିବାହ ପରେ ମଧ୍ୟ ଅନେକ ଲୋକ ଅନୈତିକ ସମ୍ପର୍କ ବଜାୟ ରଖନ୍ତି। କିଛି ଲୋକ ଏହାକୁ ଗୁପ୍ତ ରଖୁଥିବାବେଳେ କିଛି ଲୋକ ଏହାକୁ ଖୋଲାଖୋଲି ସ୍ବୀକାର କରନ୍ତି। ଯେଉଁମାନେ ନିଜ ସମ୍ପର୍କକୁ ଗୁପ୍ତ ରଖନ୍ତି, ସେମାନଙ୍କୁ ଅନେକ କଷ୍ଟଦାୟକ ପରିସ୍ଥିତି ଦେଇ ଗତି କରିବାକୁ ପଡେ। ନିକଟରେ ସୋସିଆଲ ମିଡିଆରେ ଏକ ସ୍କ୍ରିନସଟ ଭାଇରାଲ ହେଉଛି। ଏହି ସ୍କ୍ରିନସଟରେ ଏହା ଦେଖାଯାଇପାରେ ଯେ, ଜଣେ ସ୍ବାମୀ ନିଜ ସ୍ତ୍ରୀଙ୍କ ଅନ୍ୟ କାହା ସହ ଖରାପ ସମ୍ପର୍କ ଅଛି କି ନାହିଁ ତାହା ଜାଣିବା ପାଇଁ ଜଣେ ବ୍ୟକ୍ତିଙ୍କୁ ମେସେଜ୍‌ ଦେଇଥାନ୍ତି। ଏହି ସ୍କ୍ରିନସଟ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି।
ପ୍ରଥମେ ବ୍ୟକ୍ତି ଜଣଙ୍କ ନିଜ ସ୍ତ୍ରୀଙ୍କ ମୋବାଇଲରୁ ମେସେଜ୍‌ ପଠାନ୍ତି ଯେ, ମୋ ସ୍ବାମୀ ସନ୍ଦେହ କରୁଛନ୍ତି। ଉତ୍ତରରେ ଅପର ପାର୍ଶ୍ୱର ବ୍ୟକ୍ତି ଲେଖନ୍ତି- ସନ୍ଦେହ କ’ଣ? ମୁ ତୁମକୁ ଜାଣିଛି କି। ତା’ପରେ ଉତ୍ତର ଆସେ – ମୁଁ ଦୁଃଖିତ, ମୋ ସ୍ବାମୀ ମୋ ମୋବାଇଲ ବ୍ୟବହାର କରୁଥିଲେ। ତା’ପରେ ବ୍ୟକ୍ତି ଉତ୍ତର ଦିଅନ୍ତି, ମୁଁ କହିଲି, ମୁଁ ତୁମକୁ ଜାଣେ କି? ସ୍ବାମୀ ଉତ୍ତର ଦିଅନ୍ତି – ମୁଁ ତୁମକୁ ସନ୍ଦେହ କରୁଥିଲି। ଆପଣ ବର୍ତ୍ତମାନ ସନ୍ଦେହ ତାଲିକାରୁ ବାହାରେ ଅଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଏଥର ବି ବଦଳିଯିବ ଏକଜିଟ ପୋଲର ଗଣିତ: ବଙ୍ଗରେ ଫୁଟିପାରିବନି ପଦ୍ମ! ୨୦୨୧ରେ ଘଟିଥିଲା…

କୋଲକାତା,୩୦।୪: ପଶ୍ଚିମବଙ୍ଗ ବ୍ୟତୀତ, ଆସାମ, କେରଳ ଏବଂ ପୁଡୁଚେରୀରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଛି ଏବଂ ଲୋକମାନେ ଏବେ ଫଳାଫଳକୁ ଅପେକ୍ଷା କରିଛନ୍ତି। ମତଦାନ ଶେଷ ହେବା…

ଆଜି ବି ଅନ୍ଧାରରେ ନେହେଲା: ଦୁର୍ଗମ ଅଞ୍ଚଳରେ ସାତସପନ ବିଜୁଳି

ଥୁଆମୂଳ ରାମପୁର,୩୦ା୪ (ଦୁର୍ଗା କୀର୍ତ୍ତି):ସରକାର ସବୁ ଗାଁକୁ ବିଜୁଳିର ନାରା ଦେଉଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଦୁର୍ଗମ ଅଞ୍ଚଳରେ ଏହା ଏବେ ବି…

ଭିନ୍ନକ୍ଷମଙ୍କ ପାଖରେ ସରକାରୀ ସୁବିଧା ଅପହଞ୍ଚ: ଜିଲାପାଳଙ୍କ ଦ୍ୱାରସ୍ଥ

ନୂଆପଡ଼ା,୩୦ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ୍‌ ମାନିଗୁଡ଼ା ପଞ୍ଚାୟତ ନାଏକପଡ଼ା ଗଁାର ଜଣେ ଭିନ୍ନକ୍ଷମ ଯୁବତୀ ବିଭିନ୍ନ ସମସ୍ୟା ନେଇ ବୁଧବାର ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି।…

ସରିଲା ନିର୍ବାଚନ, ବଢିଯିବ ପେଟ୍ରୋଲ-ଡିଜେଲ ଦର? ଭରି ଦିଅନ୍ତୁ ଟାଙ୍କି…

ନୂଆଦିଲ୍ଲୀ,୩୦।୪: ନିର୍ବାଚନ ପରେ ବଢିପାରେ ପେଟ୍ରୋଲ-ଡିଜେଲ ଦର! ଏସବୁ ଆଲୋଚନା ଭିତରେ ନିର୍ୱାଚନ ସରିଛି। ତେବେ ବର୍ତ୍ତମାନ ଚର୍ଚ୍ଚା ହେଉଛି କି ପେଟ୍ରୋଲ ରେଟ୍‌ ବଢିପାରେ। ନିର୍ୱାଚନ…

ଚମକାଇଲା Exit Poll, ବଙ୍ଗରେ ୫ଗୁଣା ବଢିଯିବ କଂଗ୍ରେସ ସିଟ୍‌!

କୋଲକାତା,୩୦।୪: ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ବୁଧବାର (୨୯ ଏପ୍ରିଲ, ୨୦୨୬) ଶେଷ ହୋଇଛି। ସମକାଳୀନ ଭାବରେ, ଏକଜିଟ ପୋଲର ଫଳାଫଳ ମଧ୍ୟ ପ୍ରକାଶ ପାଇଛି। ଏହି…

ବାଛୁରୀକୁ ଖାଇଦେଲା ବାଘ! ଗାଁରେ ଖେଲିଗଲା ଆତଙ୍କ

ବରଗଡ଼,୩୦।୪(ପ୍ରେମାନନ୍ଦ ଖମାରୀ):ବରଗଡ ଜିଲା ଆମ୍ବାଭୋନା ବ୍ଲକ ଅଞ୍ଚଳରେ ବାଘ ଆତଙ୍କ ଖେଳିଯାଇଛି। ବୁଧବାର ବିଳମ୍ବିତ ରାତିରେ ଉକ୍ତ ବ୍ଲକ ଅନ୍ତର୍ଗତ କର୍ଲା ଗ୍ରାମର ଗୋପାଳ ଭୋଇଙ୍କ ଗୁହାଳରେ…

ଜିତୁ ମୁଣ୍ଡାଙ୍କୁ ମାସକର ଦରମା ଦେବେ ରାଜସ୍ଥାନ ଭାଜପା ମନ୍ତ୍ରୀ: କହୁ କହୁ କହିଦେଲେ ଏମିତି କଥା

ଜୟପୁର,୩୦ା୪ (ପି.ଟି.):କେନ୍ଦୁଝର ଜିଲାରେ ଜମା ଟଙ୍କା ପାଇବା ପାଇଁ ବ୍ୟାଙ୍କକୁ ଜଣେ ଆଦିବାସୀ ବ୍ୟକ୍ତି ଭଉଣୀଙ୍କ କଙ୍କାଳ ବୋହି ଆଣିବା ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ…

ସମୃଦ୍ଧିର ପ୍ରତୀକ

ଲକ୍ଷ୍ମୀଙ୍କ ଦୁଇ ପାଖରେ ଦୁଇଟି ହାତୀ ତାଙ୍କ ମୁଣ୍ଡ ଉପରେ ପାଣି ଢାଳୁଥିବାର ଛବି ବା ମୂର୍ତ୍ତି ସାରା ଭାରତରେ ବେଶ୍‌ ଜଣାଶୁଣା। ଏହାକୁ ସମୃଦ୍ଧିର ପ୍ରତୀକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri