ଲୁଚିଲୁଚି ପୁଅଙ୍କ ଫେସ୍‌ବୁକ ପ୍ରୋଫାଇଲରେ ଏହି ୪ଟି ଜିନିଷ ଦେଖନ୍ତି ଝିଅ

ବର୍ତ୍ତମାନ ସୋସିଆଲ ମିଡିଆର ଯୁଗ ଚାଲିଛି। ଯୁବବର୍ଗଙ୍କଠାରୁ ଆରମ୍ଭ କରି ମଧ୍ୟବୟସ୍କ ପ୍ରାୟ ସମସ୍ତେ ଫେସ୍‌ବୁକ ସହ ଜଡିତ। ତେବେ ଅଧିକାଂଶ ନିଜ ପ୍ରୋଫାଇଲକୁ ଇମ୍ପ୍ରେସିଭ କରିବା ପାଇଁ ଚାହିଁଥାନ୍ତି। ସେଥିପାଇଁ ସେମାନେ ନୂଆ ନୂଆ ଫଟୋ ଅପ୍‌ଲୋଡ କରିଥାନ୍ତି। ତେବେ ଏହି କ୍ଷେତ୍ରରେ ପୁଅମାନେ ଟିକେ ଆଗୁଆ। ଝିଅମାନଙ୍କୁ ପ୍ରୋଫାଇଲଦ୍ୱାରା ଇମ୍ପ୍ରେସ କରିବାକୁ ଚାହିଁଥାନ୍ତି। ମାତ୍ର ଝିଅମାନେ ପୁଅଙ୍କ ପ୍ରୋଫାଇଲରେ ଅନେକ ଅଜବ ଅଜବ ଜିନିଷ ଖୋଜିଥାନ୍ତି। ତେବେ ଆପଣ କ’ଣ ଏହା ଜାଣନ୍ତି ତାହା କ’ଣ..

କ’ଣ କରନ୍ତି ଆପଣ: ପ୍ରୋଫାଇଲ ଚେକ୍‌ ସମୟରେ ଝିଅମାନେ ପ୍ରଥମେ ପୁଅ କ’ଣ କରୁଛି। ତାହାର ପ୍ରଫେଶନ କ’ଣ ତାହା ଦେଖିଥାନ୍ତି।

ଫଟୋ ଗ୍ୟାଲେରି : ଝିଅମାନେ ପ୍ରୋଫାଇଲ ଚେକ୍‌ କରିବା ସମୟରେ ଫଟୋ ଗ୍ୟାଲେରି ଛାଡି ନ ଥାନ୍ତି। ସେମାନେ ଫଟୋ ଦେଖି ପୁଅ କିପରି ଜୀବନଯାପନ କରୁଛନ୍ତି ତାହା ଜାଣିପାରନ୍ତି। କିଏ କିଏ ତା’ର ବନ୍ଧୁ ସେ ବିଷୟରେ ମଧ୍ୟ। ବେଳେ ବେଳେ କିଛି ଝିଅ ଫଟୋରେ ଦିଆଯାଇଥିବା କ୍ୟାପ୍‌ଶନରୁ ପୁଅଙ୍କ ଚିନ୍ତାଧାରା ବିଷୟରେ ଜାଣିବାକୁ ଚେଷ୍ଟା କରନ୍ତି ଏବଂ ତାଙ୍କ ଚିନ୍ତାଧାରା ସହ ତାହା ମିଶିବକି ନାହିଁ ତାହାର ହିସାବ କରିଥାନ୍ତି।

ମ୍ୟାରିଟାଲ ଷ୍ଟାଟସ୍‌: ପୁଅ ବିବାହ କରିଛି କି ନାହିଁ ଦେଖିଥାନ୍ତି ଝିଅ। ଯଦି ଆପଣ ବିବାହିତ ତେବେ ସିଙ୍ଗଲ ଷ୍ଟାଟସ ଦେଇ ଭୁଲ କରନ୍ତୁ ନାହିଁ। କାରଣ ଏଥିରୁ ଆପଣଙ୍କ ପ୍ରୋଫାଇଲରେ ଲୋକ ଭରସା କରି ନ ଥାନ୍ତି।

ପେଜ୍‌ ଲାଇକ: ସେମାନେ ଏହା ମଧ୍ୟ ଚେକ୍‌ କରିଥାନ୍ତ କି’ ଆପଣ କେଉଁ ସବୁ ପେଜ୍‌କୁ ଲାଇକ କରୁଛନ୍ତି। ଯଦି ଆପଣ ସମାଜ ସେବା ସମ୍ବନ୍ଧିତ କିଛି ପେଜ୍‌କୁ ଲାଇକ୍‌ କରନ୍ତି ତେବେ ଅଧିକ ଇମ୍ପ୍ରେସିଭ ହୋଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri