ଜୀବନ ବଞ୍ଚାଇବା ପାଇଁ ଗାଁ ଭିତରକୁ ପଶି ଆସିଥିଲା ହରିଣ: ମିଳିଲା ମୃତଦେହ

ଠାକୁରମୁଣ୍ଡା,୨୪।୩(ଡି.ଏନ୍‌.ଏ.): ଜଙ୍ଗଲରେ ନିଆଁ ଲାଗିବାରୁ ଜୀବଜନ୍ତୁ ଗାଁ ମୁହାଁ ହେଉଛନ୍ତି। କେନ୍ଦୁଝର ଜିଲା ଅନନ୍ଦପୁର ବ୍ଲକ ପଣସଡ଼ିହା ପଞ୍ଚାୟତର ଜଞ୍ଜାଳି ଗ୍ରାମକୁ ଏକ ହରିଣ ପଶି ଆସିଥିଲା। ହରିଣଟିର ପାଦରେ କ୍ଷତ ଲାଗିଥିଲା। ତେବେ ତାହାର ମୃତ୍ୟୁ ଘଟିଛି। ଖବରପାଇ ପଣସଡ଼ିହା ଫୋରେଷ୍ଟ ବିଟ୍‌ କର୍ମଚାରୀମାନେ ପହଞ୍ଚି ବ୍ୟବଚ୍ଛେଦ ନିମନ୍ତେ ଆନନ୍ଦପୁର ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଥରରେ ଛେଚି ଯୁବକଙ୍କୁ ହତ୍ୟା !: ନିର୍ମାଣାଧୀନ ଆବାସ ଘରୁ ରକ୍ତାକ୍ତ ମୃତଦେହ

ରାଇରଙ୍ଗପୁର,୧୧।୮: ମୟୂରଭଞ୍ଜ ଜିଲା ବିଶୋଇ ଥାନା ଅଞ୍ଚଳର ବାଢୁଣିଆ ଗାଁରେ ଜଣେ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ସନ୍ଦେହଜନକ ଘଟଣା ସାମ୍ନାକୁ ଆସିଛି। ଗାଁର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri