ଗାଡି ଧକ୍କାରେ ଭାଲୁ ମୃତ

କେନ୍ଦୁଝର,୨୬।୯ (ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ରେଞ୍ଜ ଅନ୍ତର୍ଗତ ନେକଡାଘର ଏନ୍‌ଏଚ ୨୦ରେ ରବିବାର ବିଳମ୍ବିତ ରାତିରେ ଗାଡି ଧକ୍କାରେ ଏକ ଭାଲୁର ମୃତ୍ୟୁ ହୋଇଛି। ଭାଲୁଟିର ବୟସ ୨ ରୁ ୩ ବର୍ଷ ହେବ ବୋଲି ଅନୁମାନ କରାଯାଇଛି। ବନ ବିଭାଗ ଭାଲୁର ମୃତଦେହ ଜବତ କରି ଅଧିକ ତଦନ୍ତ ଚଳାଇଛି। ପୂର୍ବରୁ ମଧ୍ୟ ରାସ୍ତା ପାର ହେବା ସମୟରେ ହାତୀ ଓ ଅନ୍ୟ ଜୀବଜନ୍ତୁଙ୍କ ପ୍ରାଣଯାଇଛି। ଫଳରେ ଏହା ବନ ବିଭାଗର ଚିନ୍ତା ବଢାଇଛିା
ପ୍ରକାଶ ଯେ, ଏନ୍‌ଏଚ ୨୦ ବିଶେଷ କରି ଜଙ୍ଗଲ ଅଞ୍ଚଳ ଦେଇଯାଇଛିା ଏଣୁ ଅନେକ ସମୟରେ ବନ୍ୟପ୍ରାଣୀ ପଥ ଭ୍ରଷ୍ଟ ହୋଇ ରାସ୍ତାକୁ ଚାଲିଆସି ଗାଡି ଧକ୍କାରେ ମୃତ୍ୟୁ ହୋଉଛି। ବର୍ଷା ଦିନରେ ରାସ୍ତା କଡରେ ଅନାବନା ଘାସଗଛ ଉଠିବା ସହ ରାସ୍ତା ମଝିରେ ବାରିକେଡ୍‌ ଥିବାରୁ ଗାଡି ଚାଳକ ଦୂରରୁ ଦେଖି ପାରୁନାହାନ୍ତି। ଫଳରେ ଏଭଳି ଦୁର୍ଘଟଣା ଘଟୁଥାଇପାରେ ବୋଲି ଡିଏଫ୍‌ଓ ଏଚ.ଡି.ଧନରାଜ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆର୍‌ଡବ୍ଲ୍ୟୁଏସ୍‌ଏସ୍‌କୁ ସୁହାଉଛି ପ୍ରାକୃତିକ ବିପର୍ଯ୍ୟୟ

ଯାଜପୁର ଅଫିସ,୧୯ା୨:ଯାଜପୁର ଜିଲା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ (ଆର୍‌ଡବ୍ଲ୍ୟୁଏସ୍‌ଏସ୍‌) ବିଭାଗର ୧୨୦ଟି ପାଇପ ଜଳ ଯୋଗାଣ ପ୍ରକଳ୍ପ (ପିଡବ୍ଲ୍ୟୁଏସ୍‌) ଗତ ଜୁଲାଇ ଓ...

ବୌଦ୍ଧ ଜିଲା ଓକିଲ ସଂଘ ପକ୍ଷରୁ ଆଇନଜୀବୀ ଦିବସ ପାଳିତ

ବୌଦ୍ଧ, ୨୮ା୪(ସ୍ବ.ପ୍ର): ବୌଦ୍ଧ ଜିଲା ଓକିଲ ସଂଘ ପକ୍ଷରୁ ମଙ୍ଗଳବାର ଆଇନଜୀବୀ ଦିବସ ପାଳିତ ହୋଇଯାଇଛି। କରୋନା କଟକଣା ଯୋଗୁ ସଂଘ କାର୍ଯ୍ୟାଳୟ ପରିସରରେ ଜିଲା...

ସର୍ବଭାରତୀୟ ବହୁଭାଷୀ ନାଟକ ପ୍ରତିଯୋଗିତା: ସମ୍ବୋଧନ, ଗାନ୍ଧୀଛକ ନାଟକ ମଞ୍ଚସ୍ଥ

ଦେବଗଡ଼,୧୩ା୧(ଡି.ଏନ.ଏ.) ଦେବଗଡ ଟାଉନ ହଲ୍‌ଠାରେ ନାଟ୍ୟାନୁଷ୍ଠାନ ଜାଗରଣ ଆର୍ଟ ଇଣ୍ଟର୍‌ ନ୍ୟାଶନାଲ ପକ୍ଷରୁ ୧୭ତମ ସର୍ବ ଭାରତୀୟ ବହୁଭାଷୀ କ୍ଷୁଦ୍ର ନାଟକ ଓ ନୃତ୍ୟ ପ୍ରତିଯୋଗିତାର...

କୂଅରୁ ଉଦ୍ଧାର ହେଲା କରୋନା ଆକ୍ରାନ୍ତଙ୍କ ବଡ଼ବାପାଙ୍କ ମୃତଦେହ, ଘଟଣାକୁ ନେଇ ଚର୍ଚ୍ଚା

ବଲାଙ୍ଗୀର ଅଫିସ/ଗୁଡଭେଲା(ଡି.ଏନ୍‌.ଏ.), ୬।୫- ବଲାଙ୍ଗୀର ଜିଲା ଗୁଡଭେଲା ବ୍ଳକ ଅନ୍ତର୍ଗତ ଲିଖିରିଆ ଗାଁରେ ଜଣେ ବ୍ୟକ୍ତିଙ୍କ ମୃତଦେହକୁ କୂଅରୁ ଉଦ୍ଧାର କରାଯାଇଛି। ବ୍ୟକ୍ତି ଜଣକ ଶୁକଦେବ...

ପୂର୍ବ ଶତ୍ରୁତାକୁ ନେଇ କଟକରେ ବୋମାମାଡ଼

କଟକ ଅଫିସ,୨୨ା୮: ଲାଲବାଗ ଥାନା ଅନ୍ତର୍ଗତ ଡଗରପଡା ଭୂତିଆସାହିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୁଧବାର ବୋମାମାଡ ହୋଇଛି। ୩ଜଣ ଦୁର୍ବୃତ୍ତ ଦୁଇଟି ବାଇକ୍‌ରେ ଆସି ଗୋଲକ...

ଦମ୍ପତିଙ୍କ ଉପରେ ଓଲଟିଲା କ୍ରୋମ ବୋଝେଇ ଟିପ୍ପର

କଳିଙ୍ଗନଗର/ଡୁବୁରୀ, ୧୦।୧୨(ଡି.ଏନ.ଏ):ଯାଜପୁର ଜିଲା କଳିଙ୍ଗନଗର ଥାନା ପଙ୍କପାଳ ବଙ୍ଗଳା ଛକ ନିକଟରେ ସୋମବାର ଏକ କ୍ରୋମ ବୋଝେଇ ଟିପ୍ପର ଏକ ବାଇକ୍‌କୁ ଧକ୍କା ଦେଇ ରାସ୍ତାକଡ଼କୁ...

ପୁଅର ମୃତଦେହ ବୋହିନେଲେ ବାପା

ରାୟଗଡ଼ା ଅଫିସ,୨୧ା୩: ମୃତଦେହକୁ ମିଳିଲାନି ମହାପ୍ରୟାଣ ଗାଡ଼ି। ରାୟଗଡ଼ା ସହରରେ ୯ବର୍ଷର ପୁଅ ଆକାଶର ମୃତଦେହକୁ ବାପା ସୁରଧର ବେନିଆ କାନ୍ଧରେ ଦେଢ଼ କ.ମି. ବୋହି...

ବିଚାରାଧୀନ କଏଦୀ ମୃତ

ନୟାଗଡ଼,୧୯।୧(ଡି.ଏନ୍‌.ଏ.): ନୟାଗଡ଼ ଜିଲା ଦଶପଲ୍ଲା ସବ୍‌ଜେଲ୍‌ରେ ବିଚାରାଧୀନ ଥିବା ଜଣେ କଏଦୀଙ୍କ ଶନିବାର ମୃତ୍ୟୁ ଘଟିଛି। ସେ ହେଲେ କୃଷ୍ଣଚନ୍ଦ୍ର ପାତ୍ର (୪୫)। ସୂଚନାଯୋଗ୍ୟ, ଏକ...

Advertisement
Archives

Model This Week