ହାତୀ ସୁରକ୍ଷାଦାତାଙ୍କୁ ମିଳିବ ପୁରସ୍କାର

କେନ୍ଦୁଝର,୨୬।୯ (ସ୍ବ.ପ୍ର.): କେନ୍ଦୁଝର ଜିଲାରେ ହାତୀ ଉପଦ୍ରବ ବୃଦ୍ଧି ପାଇ ହାତୀ-ମଣିଷ ମଧ୍ୟରେ ସଂଘର୍ଷ ଘଟୁଛି ା ଏହାକୁ ହ୍ରାସ କରିବା ସହ ହାତୀ ମୃ୍‌ତ୍ୟୁ ରୋକିବା ପାଇଁ ବନ ବିଭାଗ ବିଭିନ୍ନ ପ୍ରକାରର ପ୍ରୟାସ ଆରମ୍ଭ କରିଛି ା ନିକଟରେ ଲୋକଙ୍କୁ ହାତୀ ଚଳାଚଳର ଆଗୁଆ ସୂଚନା ଦେବାକୁ ପଦକ୍ଷେପ ଆରମ୍ଭ ହୋଇଥିବା ବେଳେ ଏବେ ହାତୀଙ୍କ ସୁରକ୍ଷା ପାଇଁ ପୁରସ୍କାର ଘୋଷଣା କରାଯାଇଛି ା ହାତୀମାନଙ୍କ ଚଳପ୍ରଚଳ ଅଞ୍ଚଳରେ ସୁରକ୍ଷା ଯୋଗାଇବା ନେଇ ଏଭଳି ପଦକ୍ଷେପ ଆରମ୍ଭ ହୋଇ ା ଏ ନେଇ ହାତୀମାନଙ୍କ ସୁରକ୍ଷା ଆମ ଦାୟିତ୍ୱ ଏହି ସ୍ଲୋଗାନ ଦିଆଯାଇଛି। ତେବେ ହାତୀ ସମ୍ପର୍କିତ ଖବର ଦେଲେ ସୂଚନା ପ୍ରଦାନକାରୀଙ୍କୁ ଦୁଇ ଶହ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଛି ା ଏ ନେଇ ବନ ବିଭାଗ ପକ୍ଷରୁ ଫୋନ୍‌ ନମ୍ବର ମଧ୍ୟ ଜାରି ହୋଇଛି ା ଅନ୍ୟପକ୍ଷେ, ସୂଚନାକାରୀଙ୍କ ପରିଚୟ ଗୋପନ ରଖାଯିବ ବୋଲି କୁହାଯାଇଛି ା ସୂଚନାଯେଗ୍ୟ, କେନ୍ଦୁଝର ଡିଭିଜନରେ ସମୁଦାୟ ୧୭ଟି ଦଳରେ ୧୫୮ହାତୀ ବିଭିନ୍ନ ସ୍ଥାନରେ ବିଚରଣ କରୁଛନ୍ତି ା ସେଥିରୁ ୪୯ ଅଣ୍ଡିରା, ୬୮ ମାଈ ଏବଂ ୪୧ ଛୁଆ ହାତୀ ବୋଲି ଜଣାପଡିଛି ା


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲର ଅବହେଳା: ୪୦ ହଜାର ବୃତ୍ତି ଟଙ୍କା କଟିଗଲା

ଜୁନାଗଡ,୧୨।୧୦(ଡି.ଏନ୍‌.ଏ.) କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ୍‌ ମଥୁରା ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ଉମାକାନ୍ତ ନିଆଲ ନାମକ ଜଣେ ଛାତ୍ର ବୃତ୍ତି ବାବଦକୁ...

ମୃତକଙ୍କ ପରିବାରକୁ ଭେଟିଲେ ଭାଜପା ନେତା

ଢେଙ୍କାନାଳ ଅଫିସ, ୯ା୫ – କାମାକ୍ଷାନଗର ବ୍ଲକ ସୋଗର ଗ୍ରାମ ନୂଆସାହିରେ ବାଣ ବିସ୍ଫୋରଣରେ ଗତ ବୁଧବାର ସରୋଜ ସାହୁଙ୍କ ପୁଅ ସାହିଲ(୧୦) ଓ ମନୋଜ...

ବଜ୍ରପାତରେ ଚାଷୀଙ୍କ ପ୍ରାଣ ଗଲା

ଭୋଗରାଇ, ୫।୮(ଡି.ଏନ.ଏ.)-ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁ ସୋମବାର ଅପରାହ୍ନରୁ ଉତ୍ତର ବାଲେଶ୍ୱରରେ ମଧ୍ୟମ ଧରଣର ବର୍ଷା ହୋଇଛି। ଭୋଗରାଇ ବ୍ଲକ କଲ୍ୟାଣପୁର ଗ୍ରାମରେ ବଜ୍ରପାତ ହେବାରୁ...

ବଡ଼ଚଣାରେ ବଢୁଛି ହାତୀ ଉପଦ୍ରବ

ଛତିଆ,୨୮ା୧୨(ଡି.ଏନ.ଏ.): ବଢୁଛି ହାତୀ ଉପଦ୍ରବ। ଦିନକୁ ଦିନ ଆତଙ୍କିତ ଅବସ୍ଥାରେ ଜନସାଧାରଣ। ବନ ବିଭାଗ ଅପାରଗତା ପାଇଁ ଜନବସତି ମୁହାଁ ହେଉଛନ୍ତି ଗଜରାଜ। ଯାଜପୁର ଜିଲା...

ବାହାବଳପୁରରେ କୁଆପଥର ବର୍ଷା

ରୂପସା, ୧୯।୩(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ଅଧୀନ ବାହାବଳପୁର ସାମୁଦ୍ରିକ ଥାନା ଅଞ୍ଚଳରେ ଶନିବାର ପ୍ରବଳ କୁଆପଥର ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ଫଳରେ ରବିଧାନ ଓ...

ସ୍ତ୍ରୀଙ୍କୁ ଯୌତୁକ ନିର୍ଯାତନା, ହତ୍ୟା ଉଦ୍ୟମ: ଜେଲ ଗଲେ ଓଏପିଏଫ୍‌ କନ୍‌ଷ୍ଟେବଳ

ବ୍ରହ୍ମପୁର ଅଫିସ,୯ା୧୨-ସ୍ତ୍ରୀଙ୍କୁ ଯୌତୁକ ନିର୍ଯାତନା ଦେବା ସହ ବଳପୂର୍ବକ ଗର୍ଭପାତ କରାଇବା ଓ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ ଜଣେ ଓଏପିଏଫ କନ୍‌ଷ୍ଟେବଳଙ୍କୁ ବ୍ରହ୍ମପୁର ମହିଳା...

ଭୋଟର ତାଲିକାରୁ ବାଦ୍‌ ୫୪

ଭଦ୍ରକ ଅଫିସ, ୨୫ ।୧ ଭଦ୍ରକ ଜିଲା ସଦର ବ୍ଲକ ଅଧୀନ କେଦାରପୁର ପଞ୍ଚାୟତର ୧ ନଂ. ୱାର୍ଡ ପରିବିନ୍ଧା ରସାଳପୁର ଗ୍ରାମର ୫୪ ଜଣଙ୍କ...

କେସିଙ୍ଗା ପରିଦର୍ଶନ କଲେ ନୂଆ ଜିଲାପାଳ

କେସିଙ୍ଗା,୨୮।୬(ଡିି.ଏନ୍‌ .ଏ.): କଳାହାଣ୍ଡି ଜିଲାର ନୂତନ ଜିଲାପାଳ ପି. ଅନ୍ବେସା ରେଡି ସୋମବାର ଦାୟିତ୍ୱ ଗ୍ରହଣ କରିଥିଲେ। ଦାୟିତ୍ୱ ଗ୍ରହଣ ପରେ ମଙ୍ଗଳବାର ସେ ଜୁଲାଇ...

Advertisement
Archives

Model This Week