ବୋଲ୍ଡ ଲୁକ୍‌ ପାଇଁ ଟ୍ରୋଲ୍‌ ହେଲେ ଏହି ଅଭିନେତ୍ରୀ

ମୁମ୍ବାଇ: ସାଉଥ୍‌ ଅଭିନେତ୍ରୀଙ୍କ ମଧ୍ୟରୁ ସାମନ୍ଥା ରୁଥ୍‌ପ୍ରଭୁ ଅନ୍ୟତମ। ସେ ତାଙ୍କର ଫ୍ୟାଶନ ଏବଂ ଲୁକ୍‌କୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ମାତ୍ର ଏଥର ଅଭିନେତ୍ରୀଙ୍କୁ ଟ୍ରୋଲ୍‌ ହେବାକୁ ପଡ଼ିଛି। ସେ ତାଙ୍କର ବୋଲ୍ଡ ଲୁକ୍‌ ପାଇଁ ଟ୍ରୋଲ୍‌ ହୋଇଛନ୍ତି। ସାମନ୍ଥା ମଧ୍ୟ ଏହି ଟ୍ରୋଲ୍‌ର କଡ଼ା ଜବାବ ଦେଇଛନ୍ତି।

ମୁମ୍ବାଇରେ ଆୟୋଜିତ ଏକ ପୁରସ୍କାର ଉତ୍ସବରେ ଯୋଗ ଦେଇଥିଲେ ସାମନ୍ଥା। ସେ ଏକ ଗ୍ରୀନ୍‌ ରଙ୍ଗର ପ୍ଲିଜିଂ ନେକ୍‌ ଗାଉନ ପିନ୍ଧିଥିଲେ। ଏଥିରେ ସେ ଖୁବ୍‌ ଆକର୍ଷଣୀୟା ଏବଂ ଷ୍ଟାଇଲିଶ ଦେଖାଯାଉଥିଲେ। କିନ୍ତୁ କିଛି ଲୋକଙ୍କୁ ତାଙ୍କ ବୋଲ୍ଡ ଷ୍ଟାଇଲ ପସନ୍ଦ ଆସି ନ ଥିଲା। ସେମାନେ ସୋସିଆଲ ମିଡିଆରେ ଟ୍ରୋଲ୍‌ କରିଥିଲେ। ଏହାର ଜବାବରେ ସାମନ୍ଥା ମଧ୍ୟ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏହାର ଜବାବ ଦେଇଛନ୍ତି।

ସେ ଏକ ଫଟୋ ଶେୟାର କରି ଏଥିରେ କ୍ୟାପଶନ ଲେଖିଛନ୍ତି, ମହିଳାମାନେ ପିନ୍ଧୁଥିବା ପୋଷାକ, ଜାତି, ଶିକ୍ଷା, ସାମାଜିକ ସ୍ଥିତି, ରୂପ, ଚର୍ମ ସ୍ବର ଉପରେ ଆଧାର କରି ଆମେ ବିଚାର କରୁ। ତାଲିକା ଜାରି ରହିଛି। କେବଳ ପୋଷାକ ଉପରେ ଆଧାର କରି ଜଣେ ବ୍ୟକ୍ତିଙ୍କ ବିଷୟରେ ଶୀଘ୍ର ବିଚାର କରିବା ହେଉଛି ସବୁଠାରୁ ସହଜ କାର୍ଯ୍ୟ। କିନ୍ତୁ ଜଣଙ୍କ ବିଷୟରେ ଭଲ ଚିନ୍ତା କରିବା ବହୁତ କଷ୍ଟ।


Enter your email to get our daily news in your inbox.

All Right Reserved By Dharitri.Com

୪୫ ବର୍ଷ ବୟସରେ ମା’ ହେଲେ ଅଭିନେତ୍ରୀ: ଖୁସିରେ ଗଦ୍‌ଗଦ୍‌ ହୋଇ କହିଲେ…

ଭୋଜପୁରୀ ଅଭିନେତ୍ରୀ ସମ୍ଭାବନା ସେଠ୍‌ ୪୫ ବର୍ଷ ବୟସରେ ମା’ ହୋଇଛନ୍ତି। ସେ ଯମଜ ସନ୍ତାନ ଜନ୍ମ ଦେଇଛନ୍ତି। ଏଥିରେ ଗୋଟିଏ ପୁଅ ଏବଂ ଗୋଟିଏ ଝିଅ…

ଭୋଟର କାର୍ଡ ସଂଶୋଧନ ପାଇଁ ଯାଇଥିବାବେଳେ ବିଏଲଓଙ୍କୁ ଠେଲାପେଲା କଲେ ଗାଁ ଲୋକେ, ତହସିଲଦାର ପହଞ୍ଚି….

ପାଟଣା,୪।୬(ବୀର କିଶୋର ଦାଶ ): କେନ୍ଦୁଝର ଜିଲା ପାଟଣା ଥାନା ବେଗନା ଗାଁରେ ଭୋଟର କାର୍ଡ ଠିକଣା ସଂଶୋଧନକୁ ନେଇ ଗୁରୁବାର ତିବ୍ର ଉତ୍ତେଜନା ଦେଖାଦେଇଛି ।…

ପଡ଼ୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜେଲ୍‌ ଗଲେ ବାପ-ପୁଅ

ଦିଗପହଣ୍ଡି,୪ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମର କେ.ଜୟରାମ ଦୋରା ଏବଂ ରବୀନ୍ଦ୍ର ନାହାକ ଦୁଇ ପଡ଼ୋଶୀ। ଘର କାନ୍ଥରେ ଲୁଗା ଶୁଖାଇବାକୁ…

ଦିଦିଙ୍କ ସବୁଠୁ ମଜଭୁତ ଗଡ଼ରେ ଫାଟ! ଏହି ୧୭ ବିଧାୟକ ସ୍ଥିର କରିବେ ମମତାଙ୍କ ରାଜନୈତିକ ଭବିଷ୍ୟତ

ନୂଆଦିଲ୍ଲୀ,୪।୬: ପଶ୍ଚିମବଙ୍ଗ ରାଜନୀତି ପ୍ରାୟତଃ ବିଦ୍ରୋହ, ଗୋଷ୍ଠୀବାଦ ଏବଂ ନେତା ପରିବର୍ତ୍ତନର ମଧ୍ୟ ସାକ୍ଷୀ ହୋଇଛି। କିନ୍ତୁ ଏଥର, ଏହା କେବଳ ଅସନ୍ତୋଷର ବିଷୟ ନୁହେଁ। ତୃଣମୂଳ…

ସିନିୟର ସିଟିଜେନଙ୍କ ପାଇଁ ଖୁସି ଖବର; ଏତିକି ବୟସରେ ମିଳିବ ୧୦୦% ପେନଶନ!

ନୂଆଦିଲ୍‌ଲୀ,୪।୬: ଫିଟମେଣ୍ଟ ଫ୍ୟାକ୍ଟର ଏବଂ ମହଙ୍ଗା ଭତ୍ତା (DA) ବୃଦ୍ଧି ବ୍ୟତୀତ, ଏଥର ୮ମ ବେତନ କମିଶନ (8th Pay Commission) ଆଲୋଚନାରେ ଅବସରପ୍ରାପ୍ତ କେନ୍ଦ୍ରୀୟ କର୍ମଚାରୀଙ୍କ…

ପ୍ଲାଷ୍ଟିକ୍‌ମୁକ୍ତ ହେବ ଦାରିଙ୍ଗବାଡ଼ି, ସ୍ବଚ୍ଛତା ପାଇଁ ଆଗେଇ ଆସିଲେ…

ଦାରିଙ୍ଗବାଡ଼ି,୪ା୬(ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଦାରିଙ୍ଗବାଡ଼ି ପର୍ଯ୍ୟଟନକ୍ଷେତ୍ରକୁ ଏବେ ରାଜ୍ୟ ସରକାର ବିଶ୍ୱସ୍ତରୀୟ କରିବା ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି। ଏଥିପାଇଁ ସାଂଜାସରୁ ଉନ୍ନୟନ ଟ୍ରଷ୍ଟର ଅଧ୍ୟକ୍ଷା…

ଶେଷରେ ମାନିଲେ ଟ୍ରମ୍ପ: ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଯୁକ୍ତିତର୍କକୁ ନେଇ କଲେ ବନ ଖୁଲାସା

ଓ୍ବାଶିଂଟନ୍‌,୪।୬: ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ‘ପାଗଳ’ ବୋଲି କହିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ବୀକାର କରିଛନ୍ତି। ଲେବାନନରେ ଇସ୍ରାଏଲୀ ଆକ୍ରମଣ ପରେ ସେ ନେତାନ୍ୟାହୁଙ୍କ…

ଫେସବୁକରୁ ପ୍ରେମ…ଶାରୀରିକ ସମ୍ପର୍କ ପରେ ପ୍ରତାରଣା, ଉପଜିଲାପାଳଙ୍କ ନାଁରେ ବଳାତ୍କାର ଅଭିଯୋଗ

ଭୋପାଳ,୪।୬: ମଧ୍ୟପ୍ରଦେଶର ମୋରେନାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ଉପଜିଲାପାଳଙ୍କ ବିରୋଧରେ ବିବାହର ପ୍ରଲୋଭନ ଦେଖାଇ ଜଣେ ଯୁବତୀଙ୍କୁ ବଳାତ୍କାର କରିବାର ଗୁରୁତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri