ସୈଫ୍‌ଙ୍କୁ କିଡ୍‌ନାପ କରିବାକୁ ଚାହାନ୍ତି ଏହି ଅଭିନେତ୍ରୀ, କହିଛନ୍ତି କରୀନା ବି ଜାଣନ୍ତି ମୁଁ ତାଙ୍କ ସ୍ବାମୀଙ୍କୁ କେତେ ପସନ୍ଦ କରେ

ବଲିଉଡ୍‌ ଅଭିନେତ୍ରୀ ପରିଣୀତି ଚୋପ୍ରା ଅନେକ ଥର ଏହା ସ୍ପଷ୍ଟ କରିଛନ୍ତି ଯେ, ସୈଫ ଅଲ୍ଲୀ ଖାନ ତାଙ୍କର କ୍ରସ। ଯଦି ତାଙ୍କୁ ସୁଯୋଗ ମିଳେ ତେବେ ସେ ତାଙ୍କୁ ଅପହରଣ କରିନେବେ। ଦି କପିଲ ଶର୍ମା ଶୋ’ର ଏହି ଏପିସୋଡର ଏକ କ୍ଲିପ ୟୁଟ୍ୟୁବରେ ବଲିଉଡ ଗସିପ ଗର୍ଲ ପେଜ ଦ୍ୱାରା ଶେୟାର କରାଯାଇଛି।

ସୈଫ୍‌ ତାଙ୍କର ଗୋଟିଏ ଚଳଚ୍ଚିତ୍ରର ପ୍ରମୋଶନ ପାଇଁ ‘ଦି କପିଲ ଶର୍ମା ଶୋ’ରେ ପହଞ୍ଚିଥିଲେ। ସେହି ସମୟରେ କପିଲ ତାଙ୍କୁ ଏହି କ୍ଲିପ ଦେଖାଇଥିଲେ ଯେତେବେଳେ ପରିଣୀତି ତାଙ୍କ ଶୋ’ରେ ପହଞ୍ଚିଥିଲେ ଏବଂ ସେ ସୈଫଙ୍କ ପ୍ରତି ତାଙ୍କର ପ୍ରେମ ବ୍ୟକ୍ତ କରିଥିଲେ। ପରିଣୀତି କହିଥିଲେ, ଯଦି ତାଙ୍କୁ ସୁଯୋଗ ମିଳେ ତେବେ ସେ ସୈଫଙ୍କୁ ଅପହରଣ କରିବେ। ଏହା ସହିତ ସେ କହିଥିଲେ ଯେ, କରୀନା ଏହା ବିଷୟରେ ପୂର୍ବରୁ ଜାଣିଛନ୍ତି। ସେ ଜାଣନ୍ତି ମୁଁ ସୈଫଙ୍କୁ କେତେ ପସନ୍ଦ କରେ।


Enter your email to get our daily news in your inbox.

All Right Reserved By Dharitri.Com

ଘୋଡ଼ାକୁ ଆଲିଙ୍ଗନ କଲେ ସଲମାନ, ଲେଖିଲେ ଏମିତି…

ମୁମ୍ବାଇ: ବିଗ୍‌ ବସ୍‌ ସିଜନ-୧୫କୁ ନେଇ ଚର୍ଚ୍ଚାରେ ରହୁଥିବା ଅଭିନେତା ସଲମାନ ଖାନ ସୋସିଆଲ ମିଡିଆରେ ଏକ ନୂଆ ଫଟୋ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ...

ଛୁଟି କାଟିବାକୁ ଯାଇ ବଲିଉଡ୍ ‌ବାଦଶାହଙ୍କର ହେଲା ଏମିତି ଅବସ୍ଥା

ବଲିଉଡ୍‌ର ପ୍ରସିଦ୍ଧ ରାପର ବାଦଶାହଙ୍କ ଏକ ଫଟୋ ପ୍ରଶଂସକଙ୍କ ଚିନ୍ତା ବଢ଼ାଇଦେଇଛି। ଫଟୋଟିକୁ ବାଦ୍‌ଶାହ ନିଜେ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଶେୟାର କରିଛନ୍ତି। ଏହି ଫଟୋରେ...

ଭାରତ ୨୦୧୯ ବିଶ୍ୱକପ୍‌ ଜିତିଲେ ନିର୍ମାଣ ହେବ ‘୮୩’ ପରି ଆଉ ଏକ ଫିଲ୍ମ

ବର୍ତ୍ତମାନ ୨୦୧୯ କ୍ରିକେଟ ବିଶ୍ୱକପ୍‌ ଚାଲିଛି। ଇତି ମଧ୍ୟରେ ଭାରତୀୟ ଦଳର ପ୍ରଦର୍ଶନ ଭଲ ରହିଛି। ଏହାକୁ ନେଇ କ୍ରିକେଟପ୍ରେମୀଙ୍କ ସମେତ ସାରା ଭାରତ ଉତ୍ସାହିତ...

ବିବାହର ୪ ମାସ ପରେ ସ୍ବାମୀଙ୍କୁ ମାଡ ମାରି ଘରୁ ବାହାର କରିଦେଲେ ଏହି ଲୋକପ୍ରିୟ ଅଭିନେତ୍ରୀ

ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ଭନିତା ବିଜୟକୁମାର ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ଏବେ ତାଙ୍କୁ ନେଇ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛିି। ବିବାହର...

ଯୁବ ପ୍ରତିଭାଙ୍କୁ ସମର୍ଥନ କରିବ ସୁଶାନ୍ତ ସିଂ ରାଜପୁତ ଫାଉଣ୍ଡେଶନ

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁରଙ୍କ ଆତ୍ମହତ୍ୟା ଘଟଣା ତାଙ୍କ ପ୍ରଶଂସକଙ୍କ ସମେତ ପରିବାରକୁ ଖୁବ୍‌ ଆଘାତ ଦେଇଛି। ଏଥିପାଇଁ ପରିବାର ପୁଅ ନାମରେ ଏକ...

ବମ୍ବେ ହାଇକୋର୍ଟରେ ଜାମିନ ଆବେଦନ କଲେ ଶିଜାନ: ୩୦ରେ ଶୁଣାଣି

ମୁମ୍ବାଇ,୨୩।୧: ଟେଲିି ଅଭିନେତ୍ରୀ ତୁନିଶା ଶର୍ମା ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ଶିଜାନ ଖାନ ଜାମିନ ପାଇଁ ସୋମବାର ବମ୍ବେ ହାଇକୋର୍ଟରେ ଆବେଦନ କରିଛନ୍ତି। ଯାହା...

ପୁନମ ପାଣ୍ଡେଙ୍କ ନିର୍ବନ୍ଧ ଶେଷ

ମଡେଲ ତଥା ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ନିର୍ବନ୍ଧ ଶେଷ ହୋଇଛି। ପ୍ରେମିକ ସାମ ବମ୍ବେଙ୍କୁ ନିଜ ଜୀବନ ସାଥୀ ଭାବେ ବାଛିଛନ୍ତି ସେ। ସାମ ନିଜ...

ବୋଲ୍ଡ ଲୁକ୍‌ରେ ଅଭିନେତ୍ରୀ

ମୁମ୍ବାଇ: ‘ଆଲାଦ୍ଦିନ-ନାମ ତୋ ସୁନା ହୋଗା’ରେ ଜସ୍ମିନ ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀ ଅବନୀତ କୌର ସୋସିଆଲ ମିଡିଆରେ ବହୁତ ଆକ୍ଟିଭ। ସେ ଅଭିନୟ ସହିତ...

Advertisement
Archives

Model This Week