ଆସନ୍ତା ବର୍ଷ ୧.୫୦ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେବ ଟିସିଏସ୍‌

ନୂଆଦିଲ୍ଲୀ,୧୦।୧: ଚଳିତ ଆର୍ଥିକ ବର୍ଷର ଅକ୍ଟୋବର-ଡିସେମ୍ବର ତ୍ରେମାସିକରେ ସୂଚନା ପ୍ରଯୁକ୍ତିବିଦ୍ୟା ପ୍ରମୁଖ ଟାଟା କନ୍‌ସଲଟାନ୍ସି ସର୍ଭିସେସ୍‌(ଟିସିଏସ୍‌)ର ନିଟ୍‌ ଲାଭ ୧୧% ବୃଦ୍ଧି ପାଇ ୧୦,୮୪୬ କୋଟିରେ ପହଞ୍ଚିଛି। ଏଥିଲାଗି କମ୍ପାନୀ ଭବିଷ୍ୟତର କାରବାରକୁ ନେଇ ଆଶାବାଦୀ ହୋଇଛି। ତେବେ ବୈଦେଶିକ ମୁଦ୍ରାରୁ ରୋଜଗାର ଏବଂ ସାମଗ୍ରିକ ଅଭିବୃଦ୍ଧି ଯୋଗୁ ଏହାର ଲାଭ ବୃଦ୍ଧି ପାଇଥିବା କମ୍ପାନୀ କହିଛି। ଏଥିସହ ବହୁ ବର୍ଷ ପରେ କର୍ମଚାରୀଙ୍କ ସଂଖ୍ୟା ହ୍ରାସ ପାଇ ଯୋଗୁ ଆସନ୍ତା ଆର୍ଥିକ ବର୍ଷରେ କମ୍ପାନୀ ପ୍ରାୟ ୧.୫୦ ଲକ୍ଷ କର୍ମଚାରୀଙ୍କୁ ନିଯୁକ୍ତି ଦେବ ବୋଲି କମ୍ପାନୀ କହିଛି।

ଗତ ତ୍ରେମାସିକରେ ଟିସିଏସ୍‌ର କର୍ମଚାରୀ ସଂଖ୍ୟାରେ ୨,୧୯୭ ହ୍ରାସ ପାଇଛି। ଏଭଳି ଭାବେ ମୋଟ କର୍ମଚାରୀ ସଂଖ୍ୟା ୬,୧୩,୯୭୪କୁ ହ୍ରାସ ପାଇଛି। ତେବେ କମ୍ପାନୀ ଛାଡ଼ୁଥିବା ଲୋକଙ୍କ ତୁଳନାରେ ନୂତନ ନିଯୁକ୍ତି କମ୍‌ ହେଉଥିବା ଯୋଗୁ ଏଭଳି ଘଟିଥିବା ମୁଖ୍ୟ ମାନବ ସମ୍ବଳ ଅଧିକାରୀ ମିଲିନ୍ଦ ଲକ୍କାଡ କହିଛନ୍ତି। ଏଣୁ କମ୍ପାନୀ ୨୦୨୩-୨୪ ଆର୍ଥିକ ବର୍ଷରେ ୧.୨୫ରୁ ୧.୫୦ ଲକ୍ଷ ନୂତନ କର୍ମଚାରୀଙ୍କୁ ନିଯୁକ୍ତି ଦେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଲ୍‌ଏନ୍‌ଜିକୁ ଏଲ୍‌ଏମ୍‌ଓ ଟ୍ୟାଙ୍କରରେ ପରିଣତ କଲା ଆଇଓସିଏଲ୍‌

ଭୁବନେଶ୍ୱର,୨୯।୪: ମେଡିକାଲ ଅକ୍ସିଜେନ ଯୋଗାଣକୁ ନଜରରେ ରଖି ଇଣ୍ଡିଆନ ଅଏଲ କର୍ପୋରେଶନ ଲିମିଟେଡ୍‌ (ଆଇଓସିଏଲ୍‌) ପକ୍ଷରୁ ଏହାର ଅବ୍ୟବହୃତ ଏଲ୍‌ଏନ୍‌ଜି ଟ୍ୟାଙ୍କରକୁ ମେଡିକାଲ ଅକ୍ସିଜେନ ଟ୍ୟାଙ୍କର...

୨୦୨୧ରେ ଜନଗଣନା;ମୋବାଇଲ ଫୋନ, ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ନିଆଯିବ

ନୂଆଦିଲ୍ଲୀ,୪-୮: ଭାରତ ସରକାର ଜନଗଣନା କରିବାକୁ ଯାଉଛନ୍ତି। ୨୦୨୧ରେ ଦେଶରେ ଜଣଗଣନା ହେବ। ଏହି ପ୍ରକ୍ରିୟାରେ ସରକାରୀ କର୍ମଚାରୀ ଘରକୁ ଘର ବୁଲି ପରିବାରଠାରୁ ସମ୍ପୂର୍ଣ୍ଣ...

ଏଲ୍‌ଜି ପକ୍ଷରୁ କୁକିଂ କଣ୍ଟେଷ୍ଟ

ଭୁବନେଶ୍ୱର,୧୭-୬(ବ୍ୟୁରୋ): ଏଲ୍‌ଜି ଇଲେକଟ୍ରୋନିକ୍ସ ଇଣ୍ଡିଆ ଲିମିଟେଡ ପକ୍ଷରୁ ସ୍ଥାନୀୟ ଏକ ହୋଟେଲରେ କୁକିଂ କଣ୍ଟେଷ୍ଟ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ କମ୍ପାନୀ ଘରୋଇ ବଜାରରେ ୨୨ତମ...

ପାୱାର ପ୍ଲାଣ୍ଟରେ ଆଇଓଟି ପ୍ରଯୁକ୍ତି ନିୟୋଜିତ

ଭୁବନେଶ୍ୱର,୧୬ା୧୧: ବେଦାନ୍ତ ଆଲୁମିନିୟମର ଝାରସୁଗୁଡ଼ା ପ୍ଲାଣ୍ଟରେ ଜଳ ଖର୍ଚ୍ଚ କମ୍‌ କରିବା ପାଇଁ ଇଣ୍ଟରନେଟ୍‌ ଅଫ୍‌ ଥିଙ୍ଗସ୍‌ (ଆଇଓଟି) ପ୍ରଯୁକ୍ତିକୁ ନିୟୋଜିତ କରାଯାଇଛି। ଯେହେତୁ ପାୱାର...

ଷ୍ଟକ ଏକ୍ସଚେଞ୍ଜ ମାଧ୍ୟମରେ ଭବିଷ୍ୟତରେ ହୋଇପାରିବନି ଶେୟାର କିଣା: ସେବି…

ମୁମ୍ବାଇ,୨୦।୧୨ : ସେବି ମୁଖ୍ୟ ମାଧବୀ ପୁରୀ ବୁଚ କହିଛନ୍ତି ଯେ ଶେୟାର କିଣା ପାଇଁ ଷ୍ଟକ ଏକ୍ସଚେଞ୍ଜ ମାର୍ଗ ଅସୁରକ୍ଷିତ ଏବଂ ପକ୍ଷପାତପୂର୍ଣ୍ଣ ଅଟେ।...

ମଦ ଡେଲିଭରି ଦେବେ ଆମାଜନ, ବିଗ୍‌ ବାସ୍କେଟ

କଲିକତା,୨୦।୬: ପ୍ରମୁଖ ଇ-କମର୍ସ କମ୍ପାନୀ ଆମାଜନ ଏବଂ ବିଗ୍‌ବାସ୍କେଟ ଭାରତରେ ମଦ ଡେଲିଭରି କରିବା ଲାଗି ମଞ୍ଜୁରୀ ଲାଭ କରିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ପଶ୍ଚିମବଙ୍ଗରେ ଏହି...

‘ଜେଇଇ ମେନ୍‌’ରେ ଆକାଶର ବାଜିମାତ

ଭୁବନେଶ୍ୱର,୧୪।୯ : ନ୍ୟାଶନାଲ ଟେଷ୍ଟି ଏଜେନ୍ସି (ଏନଟିଏ) ଦ୍ୱାରା ପରିଚାଳିତ ଜେଇଇ ମେନ-୨୦୨୦ ପରୀକ୍ଷାରେ ଆକାଶ ଇନଷ୍ଟିଚ୍ୟୁଟର ଛାତ୍ରୀଛାତ୍ର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଜେଇଇ...

ପେସାଦାରୀ ଅଭିଜ୍ଞତା ହିଁ ସବୁକିଛି: ଶକ୍ତିକାନ୍ତ

ମୁମ୍ବାଇ,୨୩-୯: ଇତିହାସର ଛାତ୍ର ଥିବା ଶକ୍ତିକାନ୍ତ ଦାସ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ୨୫ତମ ଗଭର୍ନର ହେବା ପରେ ତାଙ୍କୁ ଅନେକ ଥଟ୍ଟା ପରିହାସର ସମ୍ମୁଖୀନ ହେବାକୁ...

Advertisement
Archives

Model This Week