Advertisement

‘ଅପୂର୍ବା’ର ଶୁଟିଂ ଆରମ୍ଭ

ମୁମ୍ବାଇ: ବଲିଉଡ୍‌ର ଅପ୍‌କମିଂ ଫିଲ୍ମ ‘ଅପୂର୍ବା’ର ଶୁଟିଂ ଆରମ୍ଭ ହୋଇଯାଇଛି। ଏହା ଏକ ନାରୀକୈନ୍ଦ୍ରୀକ ଫିଲ୍ମ ହୋଇଥିବା ବେଳେ ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ତାରା ସୁତାରିଆ। ଶୁଟିଂ ଆରମ୍ଭ ନେଇ ତାରା ନିଜ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରିଛନ୍ତି। ନିଖିଲ ନଗେଷ ଭଟ୍ଟ ଏହାର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି। ଜଣେ ଚତୁର ଯୁବତୀଙ୍କ ଜୀବନକାହାଣୀକୁ ନେଇ ଅପୂର୍ବାର କାହାଣୀ ପର୍ଯ୍ୟବେଶିତ। ଚଳିତ ବର୍ଷ ଜୁଲାଇରେ ଫିଲ୍ମ ନେଇ ଘୋଷଣା କରାଯାଇଥିଲା। ଷ୍ଟେୁଡେଣ୍ଟ ଅଫ୍‌ ଦ ଇୟର୍‌ ୨ରୁ ତାରା ନିଜ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ। ଶେଷଥର ପାଇଁ ଚଳଚ୍ଚିତ୍ର ଏକ୍‌ ଭିଲେନ୍‌ ରିଟନର୍‌ସରେ ଏହି ନାୟିକାଙ୍କୁ ବଡ଼ ପରଦାରେ ଦେଖାଯାଇଥିଲା। ଏହି ମଲ୍ଟିଷ୍ଟାରର ଫିଲ୍ମରେ ତାରାଙ୍କ ସହ ଦିଶା ପଟାନୀ, ଜନ୍‌ ଆବ୍ରାହମ୍‌ ଓ ଅର୍ଜୁନ୍‌ କପୁର ସ୍କ୍ରିନ୍‌ ଶେୟାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶଂସକଙ୍କୁ ଘାଇଲା କରୁଛି ଲକ୍ଷ୍ମଣଙ୍କ ନିଶ

ରାମାନନ୍ଦ ସାଗରଙ୍କ ରାମାୟଣ ଧାରାବାହିକ ପୁନଃ ପ୍ରସାରଣ ପରଠାରୁ ଏହି ସିରିଏଲର କଳାକାରଙ୍କ ମଧ୍ୟ ଲୋକପ୍ରିୟତା ବଢ଼ିଛି। ଧାରାବାହିକରେ ଅଭିନୟ କରିଥିବା ଅରୁଣ ଗୋବିଲ, ଦୀପିକା...

ସର୍ଟ ଡ୍ରେସ୍‌କୁ ନେଇ ଟ୍ରୋଲ୍‌ ହେଲେ ପ୍ରିୟଙ୍କା

ନ୍ୟୁୟର୍କ: ବଲିଉଡ୍‌ ଦେଶି ଗର୍ଲ ପ୍ରିୟଙ୍କା ଚୋପ୍ରା ଏବେ ତାଙ୍କ ସ୍ବାମୀଙ୍କ ସହ ନ୍ୟୁୟର୍କରେ ରହୁଛନ୍ତି। ହେଲେ ନିକଟରେ ସେ ଏମିତି ଏକ ଡ୍ରେସ୍‌ରେ ନଜର...

ଆଲିଆଙ୍କ ଜନ୍ମଦିନରେ ଶୁଭେଚ୍ଛା ବାର୍ତ୍ତାଟିଏ ବି ଦେଲେନି ରଣବୀର, କାରଣ ଖୋଜୁଛନ୍ତି ପ୍ରଶଂସକ

ମୁମ୍ବାଇ: କ୍ୟୁଟ୍‌ ଗାର୍ଲ ଆଲିଆ ଭଟ୍ଟ ଗତ ୧୫ ତାରିଖରେ ୨୭ତମ ଜନ୍ମଦିବସ ପାଳନ କରିଛନ୍ତି। ବଡ଼ ଭଉଣୀ ଶାହୀନ୍‌ ଏବଂ କିଛି ବାନ୍ଧବୀଙ୍କ ସହିତ...

ନୂଆ ଅତିଥିଙ୍କୁ ସ୍ୱାଗତ କରିବାକୁ ଉତ୍ସାହିତ କାଜଲ

ମୁମ୍ବାଇ: ବଲିଉଡର ସିଂଘମ ଆକ୍ଟ୍ରେସ କାଜଲ ଅଗ୍ରୱାଲ ଏବେ ଖୁବ୍ ଖୁସି ଅଛନ୍ତି । କାରଣ ଏବେ ସେ ମା’ହେବାକୁ ଯାଉଛନ୍ତି । କିଛିଦିନ ତଳେ...

ତାନାଜିର ଟ୍ରେଲର ରିଲିଜ୍‌

ମୁମ୍ବାଇ: ମଲ୍ଟି ଷ୍ଟାର ଓ ଡ୍ରାମାରେ ଭରପୂର ଥିବା ଫିଲ୍ମ ‘ତାନାଜି: ଦ ଅନସଙ୍ଗ ଓ୍ବାରିୟର’ର ଟ୍ରେଲର ରିଲିଜ୍‌ ହୋଇଛି। ଟ୍ରେଲରଟି ୩ ମିନିଟ୍‌ ୨୧...

ପ୍ରତିଦିନ ୪,୫୦୦ ଖାଦ୍ୟ ପ୍ୟାକେଟ୍‌ ବାଣ୍ଟୁଛନ୍ତି ଅମିତାଭ ବଚ୍ଚନ

ସାରା ବିଶ୍ୱ ଏବେ କରୋନା ଭୂତାଣୁ ସହ ଲଢେଇ କରୁଛି। ଏହି ସମୟରେ ପ୍ରତିଷ୍ଠିତ ବ୍ୟକ୍ତିମାନେ ବିଭିନ୍ନ ସହାୟତା ପାଇଁ ଆଗେଇ ଆସୁଛନ୍ତି। ଏଥିରେ ସାମିଲ...

ଶ୍ୱଶୁରଙ୍କ ମୃତ୍ୟୁ ପରେ କାଜଲଙ୍କ ମାଆ ହସ୍ପିଟାଲରେ ଭର୍ତ୍ତି

ଅଜୟ ଦେବଗନ ଏବଂ କାଜଲଙ୍କ ପରିବାରରେ ଖରାପ ସମୟ ପଡ଼ିଛି। ଶ୍ୱଶୁର ବୀରୁ ଦେବଗନଙ୍କ ମୃତ୍ୟୁକୁ ୩ ଦିନ ନ ପୂରୁଣୁ କାଜଲଙ୍କ ମାଆ ଏବେ...

କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଛିଣ୍ଡିଗଲା ପ୍ରିୟଙ୍କା ଚୋପ୍ରାଙ୍କ ଡ୍ରେସ ଚେନ୍‌ , ଭାଇରାଲ ହେଉଛି ଫଟୋ…

ବଲିଉଡର ଜଣାଶୁଣା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସୋସିଆଲ ମିଡିଆରେ ବହୁତ ସକ୍ରିୟ ରହିଥାନ୍ତି। ସେ ତାଙ୍କ ପ୍ରଶଂସକଙ୍କ ପାଇଁ ଆକର୍ଷଣୀୟ ପୋଷ୍ଟ ଶେୟାର କରୁଥିବା ନଜର...

Advertisement
Archives

Model This Week