Advertisement

ପୁଟିନ୍‌ଙ୍କୁ ରାଷ୍ଟ୍ରପତି ପଦରୁ ହଟାଇବାକୁ ଯୋଜନା କରୁଛି ୟୁକ୍ରେନ୍‌

ମସ୍କୋ/କିଭ୍‌, ୩୦ା୧୦: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ ପଦରୁ ହଟାଇବା ପାଇଁ ରୁଷିଆ ଅଧିକାରୀଙ୍କ ସହ ଆଲୋଚନା ଚାଲିଥିବା ୟୁକ୍ରେନ୍‌ ପ୍ରତିରକ୍ଷା ଗୋଇନ୍ଦା ମୁଖ୍ୟ କିରିଲୋ ବୁଦାନୋଭ୍‌ ଦାବି କରିଛନ୍ତି। ରୁଷିଆ ଅଧିକାରୀମାନେ ଏ ନେଇ ସକ୍ରିୟ ଅଛନ୍ତି ବୋଲି ଏକ ଅନ୍ତର୍ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ଖେରସନ୍‌କୁ ରୁଷିଆ କବଳରୁ ମୁକ୍ତ କରିବାକୁ ୟୁକ୍ରେନ୍‌ ପ୍ରତିଆକ୍ରମଣ ଜାରି ରଖିଥିବା ୟୁକ୍ରେନ୍‌ ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ଏଥିସହ ନଭେମ୍ବର ଶେଷ ସୁଦ୍ଧା ୟୁକ୍ରେନ୍‌ ଏହାର ପ୍ରମୁଖ ବନ୍ଦର, ଦ୍ୱୀପ, ସହର ଖେରସନ୍‌କୁ ମୁକ୍ତ କରିସାରିଥିବ ବୋଲି ୟୁକ୍ରେନ୍‌ ପ୍ରତିରକ୍ଷା ଗୋଇନ୍ଦା ମୁଖ୍ୟ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌ ଉପରେ ନୂଆ ବିପଜ୍ଜନକ ଅସ୍ତ୍ର ପ୍ରୟୋଗ କରିବାକୁ ଯୋଜନା କରୁଛି ରୁଷିଆ…

ମସ୍କୋ,୧୯।୧୧ : ୟୁକ୍ରେନ୍‌କୁ ଯୁଦ୍ଧରେ ପରାଜିତ ହେବାର ଭୟରେ ରାଷ୍ଟ୍ରପତି ଭ୍ଲାଡ଼ିମୀର ପୁଟିନ ବିପଜ୍ଜନକ ପୋର ମ୍ୟାନ୍‌ ନ୍ୟୁକ୍ଲିୟର ଓ୍ବିପୋନ ପ୍ରୟୋଗ କରିବାକୁ ଯୋଜନା କରୁଛନ୍ତି।...

ଆଲିବାବା ଗ୍ରୁପର ଅଧ୍ୟକ୍ଷ ପଦରୁ ଅବସର ନେଲେ ଜ୍ୟାକ୍‌ ମା

ସାଂଘାଇ,୧୦।୯: ବିଶ୍ବର ଅନ୍ୟତମ ପ୍ରମୁଖ ଇ-କମର୍ସ କମ୍ପାନୀ ଆଲିବାବା ଗ୍ରୁପ ହୋଲ୍ଡିଂ ଲିମିଟେଡର ମୁଖ୍ୟ ତଥା ଚୀନର ବିଶିଷ୍ଟ ପୁଞ୍ଜିପତି ଜ୍ୟାକ ମା’ ନିଜ ୫୫ତମ...

ମିଶର ଚର୍ଚ୍ଚରେ ଭୟଙ୍କର ଅଗ୍ନୀକାଣ୍ଡ, ଅତିକମରେ ୪୧ ମୃତ

ମିଶର,୧୪ ।୮: ଇଜିପ୍ଟର ମିଶରରେ ଥିବା ଏକ ଚର୍ଚ୍ଚରେ ନିଆଁ ଲାଗିଯିବା ଫଳରେ ସେଠାରେ ଉପସ୍ଥିତ ଲୋକେ ଏଣେତେଣେ ଦୌଡିବା ସହ ଭୟଭୀତ ହୋଇଯାଇଛନ୍ତି ।...

ଆମେରିକା-ଇରାନ ସଙ୍କଟ ପୁଣି ଘନେଇଲା

ବାଗଦାଦ୍‌,୧୬।୨: ଆମେରିକା ଇରାନ ମଧ୍ୟରେ ସଙ୍କଟ ପୁଣି ଘନେଇଛି। ଇରାକର ରାଜଧାନୀ ବାଗଦାଦ ଉପରେ ଇରାନ କ୍ଷେପଣାସ୍ତ୍ର ମାଡ଼ କରିଛି। ପ୍ରତିଶୋଧ ନେବା ପାଇଁ ଇରାନ...

‘ପ୍ରେମର ଅମର ଔଷଧ’ ନାମରେ ଟିକାକରଣ କରୁଛନ୍ତି ଏକଛତ୍ରବାଦୀ ଶାସକ…

ପୋଙ୍ଗୟାଙ୍ଗ, ୨୯।୫ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ଘୋଷଣା କରିଛନ୍ତି ଯେ କରୋନା ଭାଇରସ ଟିକାକରଣ ହେଉଛି ତାଙ୍କ ଦ୍ୱାରା...

ବଜାରରେ ନକଲି ଫାଇଜର ଟିକା

ଓ୍ବାଶିଂଟନ, ୨୩।୪: ଆମେରିକାର ଫାଇଜର ଏବଂ ବାୟୋଏନ୍‌ଟେକ୍‌ କମ୍ପାନୀ ଦ୍ୱାରା ପ୍ରସ୍ତୁତ କୋଭିଡ୍‌ ଟିକାର ବିଶ୍ୱବ୍ୟାପୀ ଚାହିଦା ବଢ଼ିଥିବାବେଳେ ସେହି ଅନୁଯାୟୀ ଯୋଗାଇବା ସମ୍ଭବ ହେଉନାହିଁ।...

ତୁର୍କି-ଇରାନ ସୀମାରେ ଆଫଗାନ ଶରଣାର୍ଥୀଙ୍କୁ ଅଟକାଇବା ପାଇଁ ନିର୍ମାଣ ହୋଇଛି ସୁଉଚ୍ଚ ପ୍ରାଚୀର

ତୁର୍କି,୧୭ ।୮: ଆଫାଗାନୀସ୍ତାନ ଉପରେ ତାଲିବାନ କବଜା କରିବା ପରେ ଲକ୍ଷ ଲକ୍ଷ ଲୋକ ଦେଶ ଛାଡି ପଳାୟନ କରୁଥିବା ଦେଖାଯାଇଛି । ହେଲେ ତୁର୍କି...

ଆଖିରେ ଟାଟୁ କରି ଦୃଷ୍ଟିଶକ୍ତି ହରାଇଲେ ମଡେଲ

ଓ୍ବାର୍ସା,୪।୩: ଶରୀରରେ ଟାଟୁ କରିବା ବର୍ତ୍ତମାନ ଟ୍ରେଣ୍ଡ ପାଲଟିଥିବା ବେଳେ ଏବେ ଏହାକୁ ନେଇ ଯୁବପିଢ଼ିଙ୍କ ମଧ୍ୟରେ କ୍ରେଜ୍‌ କାହିଁରେ କେତେ। ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ...

Advertisement
Archives

Model This Week