ଲୁଚି ଛପି ମହିଳା ବିକ୍ରି କରିଦେଲେ ୧୦୦ କୋଟି ଟଙ୍କାର ପୋୖତ୍ରିକ ଜମି, ଗିରଫ କଲା ପୋଲିସ ନୂଆଦିଲ୍ଲୀ,୨୫/୧୦: ପରିବାରର ୧୦୦ କୋଟି ଟଙ୍କାର ଜମି ବିକ୍ରି ଅଭିଯୋଗରେ ମୁମ୍ବାଇ ପୋଲିସ ଜଣେ ୫୮ ବର୍ଷୀୟ ମହିଳାଙ୍କୁ ଗିରଫ କରିଛି। ମହିଳା ଜଣକ ତାଙ୍କର ଭାଇଙ୍କୁ ନ ଜଣାଇ ଗୋଟିଏ ଜମିର କିଛି ଅଂଶକୁ ୧୦୦ କୋଟି ଟଙ୍କାରେ...