Tag Archives: UP

ଭାଜପାର ମିଶନ ୨୦୨୭ ପାଇଁ ଟିମ୍‌ ପ୍ରସ୍ତୁତ

ଲକ୍ଷ୍ନୌ,୨୫।୬: ଭାରତୀୟ ଜନତା ପାର୍ଟି (ଭାଜପା)ର ଉତ୍ତର ପ୍ରଦେଶ ୟୁନିଟ ପାଇଁ ନୂତନ ଦଳ ଘୋଷଣା କରାଯାଇଛି। ୟୁପି ଭାଜପା ସଭାପତି ପଙ୍କଜ ଚୌଧୁରୀ ତାଙ୍କ ଦଳରେ ଅନେକ ନୂତନ ଏବଂ ପ୍ରମୁଖ ବ୍ୟକ୍ତିଙ୍କୁ ସାମିଲ କରିଛନ୍ତି। ଏହି ଦଳରେ ୮…

ୟୁପି ପରେ ମହାରାଷ୍ଟ୍ରକୁ ବ୍ୟାପିଲା ‘ଆଇ ଲଭ୍‌ ମହମ୍ମଦ’ ବିବାଦ

ଅହିଲ୍ୟାନଗର, ୩୦ା୯: ମହାରାଷ୍ଟ୍ରର ଅହିଲ୍ୟାନଗର ଜିଲା ମିଲିଓ୍ବାଡ଼ା ଅଞ୍ଚଳରେ ‘ଆଇ ଲଭ୍‌ ମହମ୍ମଦ’ ଲେଖାଥିବା ଏକ ରଙ୍ଗୋଲିକୁ ନେଇ ଉତ୍ତେଜନା ଦେଖାଦେଇଛି। ରବିବାର ରାତିରେ କେତେଜଣ ଅଚିହ୍ନା ବ୍ୟକ୍ତି ଏକ ରଙ୍ଗୋଲି ପ୍ରସ୍ତୁତ କରି ସେଥିରେ ଆଇ ଲଭ୍‌ ମହମ୍ମଦ ଲେଖିଥିଲେ।…

ବଳାତ୍କାର ଅଭିଯୁକ୍ତଙ୍କୁ ଶଗଡ଼ରେ ବାନ୍ଧି ଉଲଗ୍ନ ପରେଡ୍‌ କରାଇଲେ

ବାହରିଚ୍‌,୧୮।୪: ଉତ୍ତରପ୍ରଦେଶର ବାହରିଚ୍‌ ଜିଲାର ବିଶ୍ୱେଶ୍ୱରଗଞ୍ଜ ଅଞ୍ଚଳରେ ଜଣେ ବଳାତ୍କାର ଅଭିଯୁକ୍ତଙ୍କୁ ସ୍ଥାନୀୟ ଲୋକେ ଶଗଡ଼ରେ ବାନ୍ଧି ମାଡ଼ ମାରିବା ସହ ଉଲଗ୍ନ ପରେଡ୍‌ କରାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ପୋଲିସ ଶୁକ୍ରବାର ଏକ…

ଉତ୍ତର ପ୍ରଦେଶ ଶୁଟର୍‌ଙ୍କୁ କାହିଁକି ଦିଆଯାଇଥିଲା ବାବା ସିଦ୍ଧକିଙ୍କ ସୁପାରୀ? ହେଲା ବଡ଼ ଖୁଲାସା

ମୁମ୍ବାଇ,୧୯।୧୦: ବାବା ସିଦ୍ଧକି ହତ୍ୟାକାଣ୍ଡର ଅଭିଯୁକ୍ତଙ୍କୁ ପଚରାଉଚରା କରିବା ସମୟରେ ବଡ଼ ଖୁଲାସା ହୋଇଛି। କେଉଁ କାରଣରୁ ଏହି ସୁପାରି ୟୁପି ଶୁଟର୍‌ଙ୍କୁ ଦିଆଯାଇଥିଲା ସେ ନେଇ ଜଣେ ଅଭିଯୁକ୍ତ କହିଛନ୍ତି। ତାଙ୍କ କହିବା ମୁତାବକ ସେ ବାବା ସିଦ୍ଧକିଙ୍କ ବ୍ୟକ୍ତିତ୍ୱ…

ପୋଲିସ୍‌ ବାବୁଙ୍କ ଘରୁ ଚୋରି ହୋଇଗଲା ୧୫ ଲକ୍ଷ, ସିସିଟିଭିରେ ରେକର୍ଡ ହେଲା ଭିଡିଓ

ମୌନପୁରୀ, ୨୦।୦୮: ରାଜ୍ୟରେ ଏବେ ଅସୁରକ୍ଷିତ ପୋଲିସ୍‌ । କାରଣ ଖୋଦ୍‌ ପୋଲିସ୍‌ ବାବୁଙ୍କ ଘରେ କଳାକନା ବୁଲାଇଛନ୍ତି ଚୋର । ଉତ୍ତର ପ୍ରଦେଶର ମୌନପୁରୀରେ ଦୁଇଟି ଘରୁ ହୋଇଥିବା ଚୋରି ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଦୁଇ…

ଦିନ ଦ଼୍ବିପହରରେ ଇଞ୍ଜିନିୟରଙ୍କୁ ହତ୍ୟା, ପାଟିରେ ଟେପ୍‌ମାରି ପିଟିପିଟି ମାରିଦେଲେ

ସୁଲତାନପୁର, ୧୭।୦୮: ଉତ୍ତର ପ୍ରଦେଶର ସୁଲତାନପୁରରେ ଜଳ ନିଗମର ଜଣେ ଇଞ୍ଜିନୟରଙ୍କୁ ଦିନ ଦ଼୍ବିପ୍ରହରରେ ହତ୍ୟା କରାଯାଇଛି । ଘରେ ପଶି ଦୁର୍ବୃତ୍ତମାନେ ତାଙ୍କୁ ହତ୍ୟା କରିଛନ୍ତି । କୋଟୱାଲି ନାଗରର ଭିନୋଭାପୁରୀ ଅଞ୍ଚଳରେ ଏହି ଘଟଣା ଘଟିଛି। ଇଞ୍ଜିନିୟରଙ୍କ ଡ୍ରାଇଭର…

ନର୍ସଙ୍କୁ ବଳାତ୍କାର ପରେ ହତ୍ୟା, ୯ ଦିନପରେ ମିଳିଲା ମୃତଦେହ

ନୂଆଦିଲ୍ଲୀ, ୧୬।୦୮: କୋଲକାତାର ଏକ ସରକାରୀ ଡାକ୍ତରଖାନାରେ ଜଣେ କାର୍ଯ୍ୟରତ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଏବଂ ହତ୍ୟା ଘଟଣାରେ ସାରା ଦେଶରେ ହଲ୍‌ଚଲ୍‌ ସୃଷ୍ଟି ହୋଇଛି । ଏହାରି ମଧ୍ୟରେ ଜଣେ ନର୍ସଙ୍କୁ ବଳାତ୍କାର ଏବଂ ହତ୍ୟା ଘଟଣା ସାମ୍ନାକୁ…

ଶାଢ଼ି ପିନ୍ଧିଥିବା ୯ ଜଣ ମହିଳାଙ୍କୁ ମାରିଛି କିଲର୍‌, ସ୍କେଚ୍‌ ଜାରି କଲା ପୋଲିସ୍‌

ବରେଲ୍ଲୀ, ୦୮।୦୮: ବରେଲୀ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି ଜଣେ ସିରିଏଲ୍‌ କିଲର୍‌ । ପ୍ରାୟତଃ ଏକ ନିର୍ଦ୍ଧିଷ୍ଟ ବୟସ ଗ୍ରୁପ୍‌ର ମହିଳାଙ୍କୁ ଏହି ହତ୍ୟାକାରୀ ଟାର୍ଗେଟ୍‌ କରୁଛି । ଗତ ୧୩ ମାସ ମଧ୍ୟରେ ୯ ଜଣଙ୍କୁ ଏକ ଶୈଳୀରେ ହତ୍ୟାକରୁଛି…

ବଳତ୍କାର ମାମଲାରେ ବୁଲ୍‌ ଡୋଜର ଆକ୍ସନ ନେଲେ ମୁଖ୍ୟମନ୍ତ୍ରୀ

ଅଯୋଧ୍ୟା,୦୩।୦୮: ଅଯୋଧ୍ୟାରେ ହୋଇଥିବା ଏକ ବଳତ୍କାର ମାମଲାରେ ମୁଖ୍ୟମନ୍ତ୍ରୀ ବଡ଼ ଆକ୍ସନ ନେଇଛନ୍ତି । ପ୍ରଥମେ ପୋଲିସ ଇନ୍‌ଚାର୍ଜ ଏବଂ ଥାନା ଅଧିକାରୀଙ୍କୁ ନିଲମ଼୍ବିତ କରିବା ପରେ ଏହି ମାମଲର ମୁଖ୍ୟ ଅଭିଯୁକ୍ତ ମୋଇଦ୍‌ ଖାନ୍‌ଙ୍କ ଘରେ ବୁଲ୍‌ ଡୋଜର ଆକ୍ସନ…

ମନ୍ତ୍ରୀଙ୍କ ପୁଅ-ବୋହୁଙ୍କ କାର୍‌ର ବଡ଼ ଦୁର୍ଘଟଣା, ଡିଭାଇଡରରେ ପିଟି ହୋଇ…

ଲକ୍ଷ୍ନୌ, ୩୦।୦୭: ୟୁପିର କ୍ୟାବିନେଟ୍‌ ମନ୍ତ୍ରୀ ନନ୍ଦ ଗୋପାଳ ନନ୍ଦିଙ୍କ ପୁଅ-ବୋହୁ ଯାଉଥିବା କାର ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ଏତେ ଜୋରରେ ହୋଇଥିଲା ଯେ କାରର ସାମ୍ନାପଟ ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି । ଏଥିରେ ମନ୍ତ୍ରୀଙ୍କ ପୁଅ-ବୋହୁ ଗୁରୁତର ଆହତ…

ବିଧାନସଭାରେ ପାସ୍‌ ହେଲା ଲଭ୍‌-ଜିହାଦ୍‌ ବିଲ୍‌, ଦୋଷୀଙ୍କୁ ମିଳିବ ଆଜୀବନ ଜେଲ୍‌ ଦଣ୍ଡ

ଲକ୍ଷ୍ନୌ, ୩୦।୦୭: ଉତ୍ତର ପ୍ରଦେଶ ବିଧାନସଭାରେ ମଙ୍ଗଳବାର ଲଭ୍‌-ଜିହାଦ ସଂଶୋଧନ ବଧେୟକ ୨୦୨୪ ବିଲ୍‌ ପାସ୍‌ ହୋଇଛି । ଏଥିରେ ପୂର୍ବରୁ ରହିଥିବା ଦଣ୍ଡକୁ ଦୁଇଗୁଣ କରିଦିଆଯାଇଛି । ଏଥିସହିତ ନୂଆ ଅପରାଧ ମଧ୍ୟ ସାମିଲ୍‌ କରାଯାଇଛି । ଯେଉଁଥିରେ ଆଜୀବନ…

ପ୍ରାର୍ଥନା ସଭା ପରେ ହଠାତ୍‌ ବେହୋଶ ହୋଇଗଲେ ୧୨ ଛାତ୍ର, ତାପରେ…

ଲକ୍ଷ୍ନୌ, ୩୦।୦୭: ଉତ୍ତର ପ୍ରଦେଶର ଏଟା ଜିଲା ଅନ୍ତର୍ଗତ ଏକ ସ୍କୁଲରେ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସାମ୍ନାକୁ ଆସିଛି । ଜନପଦର ଏହି ସ୍କୁଲରେ ସକାଳୁ ପ୍ରର୍ଥନା ସଭା ପରେ ୧୨ ଛାତ୍ର ବେହୋଶ ହୋଇଯାଇଛନ୍ତି । ଫଳରେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?