ଦୁଇ ବଳଦକୁ ମାରି ଖାଇଲା ମହାବଳ ବାଘ, ଭୟରେ ଥରହର ପୂରା ଗାଁ
ଲକ୍ଷ୍ମୀପୁର,୨୧ା୧୧(ଅନନ୍ତ ପ୍ରସାଦ ନାୟକ): କୋରାପୁଟ ଜିଲା ବିଳାପୁଟ ଗ୍ରାମ ନିକଟସ୍ଥ ହାତୀମାଳି ପାହାଡ଼ ତଳେ ଶନିବାର ଦୁଇ ବଳଦକୁ ମାରି ଖାଇଛି ମହାବଳ ବାଘ। ବିଳାପୁଟ ଗ୍ରାମର ରଘୁନାଥ ସାଉଁତା, ସାନା ଯାନୀଙ୍କ ୨ଟି ବଳଦ ହୋଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି।…

