ଡ୍ରୋନ୍ କ୍ୟାମେରାରେ ମହାବଳ! ୨ ବଳଦଙ୍କୁ ମାରି ଖାଇବା ପରେ ଆତଙ୍କ
ଲଷ୍ମୀପୁର, ୨୪।୧୧(ଅନନ୍ତ ପ୍ରସାଦ ନାୟକ): ମହାବଳ ବାଘ ଦୁଇ ବଳଦଙ୍କୁ ମାରି ଖାଇବା ପରେ ଜଙ୍ଗଲରେ ଟ୍ରାପ କ୍ୟାମେରା ଏବଂ ଡ୍ରୋନ ଲଗାଯାଇଥିଲା । ତେବେ ଡ୍ରୋନ କ୍ୟାମେରାରେ ମହାବଳ ବାଘର ଗତିବିଧି କଏଦ ହୋଇଥିବା ନେଇ ସୂଚନା ଦେଇଛନ୍ତି ବନାଞ୍ଚଳ…

